-+91-9937148622 |

prerana_bgr@rediffmail.com |

  Monday 11th May 2026 |

| | | |

R.N.I. Regd No. ODIODI/2010/46693

Breaking News

ଗ୍ରୀଷ୍ମକାଳୀନ କରାଟେ ଟାଇକଣ୍ଡୋ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ   (10-May-2026)       ||      ସିଦ୍ଧାଶ୍ରମ ସେବା ପ୍ରତିଷ୍ଠାନ ପକ୍ଷରୁ ବୃକ୍ଷର ଯତ୍ନ ନେବା ପାଇଁ କର୍ମଶାଳା   (10-May-2026)       ||      ଚାର୍ଜସିଟ୍ ଦାଖଲ ପୂର୍ବରୁ ବେଆଇନ୍ ଆଇନଗତ ଚକ୍ରାନ୍ତ ? ଆସନ୍ତାକାଲି ପୁଣି ଜାମିନ ଆବେଦନ !   (10-May-2026)       ||      ବରଗୁଡା ଗ୍ରାମ ଠାରେ ମାଠାକୁରାଣୀ ହାଇଭୋଲ୍ଟେଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ   (10-May-2026)       ||      ଆମ ଢେଙ୍କାନାଳ- ଆମ ଗୌରବ   (10-May-2026)       ||      ସନ୍ଧ୍ୟା ହେଲେ ଚଉଳିଆଗଞ୍ଜ ଖେଳ ପଡିଆ ♦️ ଜମୁଛି ଅସାମାଜିକ ଯୁବକଙ୍କ ଆଡ୍ଡା   (10-May-2026)       ||      ପୋଲିସ ଭବନରେ ଗୁରୁତତ୍ୱପୂର୍ଣ୍ଣ ବୈଠକ   (10-May-2026)       ||      ବରଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଛତା ବଣ୍ଟନ    (10-May-2026)       ||      ବରଗୁଡା ଗ୍ରାମ ଠାରେ ମାଠାକୁରାଣୀ ହାଇଭୋଲ୍ଟେଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ l   (10-May-2026)       ||      ମୁଖ୍ୟମନ୍ତ୍ରୀ ହେବା ପରେ ଆକ୍ସନ୍ ମୋଡରେ ବିଜୟ,   (10-May-2026)       ||      *ମୌଦଲପୁର ଠାରେ ନାମ ଯଜ୍ଞ" ଅନୁଷ୍ଠିତ*   (10-May-2026)       ||      ପରିବାର ଭିତରୁ ଯୁବ ପିଢିଙ୍କ ଭିତରେ ସଂସ୍କାର ଆଣିଲେ ସେମାନେ ସଂସ୍କୃତି ର ଅବକ୍ଷୟକୁ ରୋକି ପାରିବେ    (10-May-2026)       ||      ସଡ଼କ ଦୁର୍ଘଟଣାରେ ଦୁଇଜଣ ଆହତ , ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ମେଡିକାଲ କୁ ପଠାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡ଼. ମୁକେଶ ମହାଳିଙ୍ଗ   (10-May-2026)       ||       କାର୍ ରେ ଓଡ଼ିଶାରୁ ଛତିଶଗଡ ଗଂଜେଇ ଚାଲାଣ , ଗାଡି ଛାଡି ଗଂଜେଇ ମାଫିଆ ଫେରାର    (10-May-2026)       ||       କାର୍ ରେ ଓଡ଼ିଶାରୁ ଛତିଶଗଡ ଗଂଜେଇ ଚାଲାଣ , ଗାଡି ଛାଡି ଗଂଜେଇ ମାଫିଆ ଫେରାର    (10-May-2026)       ||      ନିର୍ମାଣାଧୀନ କୋଠାରୁ ପଡ଼ି ଶ୍ରମିକ ମୃତ୍ୟୁ ଘଟଣା ଯନ୍ତ୍ରୀ, ଘଟଣାର ନିରପେକ୍ଷ ତଦନ୍ତ ହେଉ    (10-May-2026)       ||      ସମାଜସେବୀ ସଂଘମିତ୍ରା ପଟେଲ ସେବା ଭରତୀ ସମ୍ମାନ ରେ ସମ୍ମାନିତ    (10-May-2026)       ||      *ସୋନପୁର ଥାନାରେ ଜୁଭେଣ୍ଟିକା ସଚେତନତା*   (10-May-2026)       ||      *ବାଦ୍ୟ ଯନ୍ତ୍ର ପ୍ରସ୍ତୁତ କଳାକାର ଜୀଵନ ଅବହେଳିତ,ଭୁଲିଆ ସିକୂଆଁ ଗ୍ରାମର ପୂର୍ଣ୍ଣ ସିନ୍ଧୁର ଆଜିବି ଅନେକ ବାଦ୍ୟ ଯନ୍ତ୍ର ପ୍ରସ୍ତୁତ କରୁଥିବା ବେଳେ ନାଁ ବାର୍ଦ୍ଧକ୍ୟ ଭତ୍ତା, ନାଁ ମିଳେ କଳାକାର ଭତ୍ତା*   (10-May-2026)       ||      *ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ- ୨୦୨୬ ରେ ୫୭୯୬ ଗୋଟି ମାମଲା ସମାଧାନ,*   (10-May-2026)       ||     

HOME   ଜିଲ୍ଲା

ଭିକ ମାଗି ପ୍ରଚାର ସ୍ୱାଧୀନ ବିଧାୟିକା ପ୍ରାଥୀ 

23-Apr-2024



ତରଭା(କପିଳାସ ସେଠ )ନିର୍ବାଚନୀ ପ୍ରଚାର ବିଚିତ୍ର  ଭିକମାଗି ନିର୍ବାଚନ ଲଢ଼ିଵା  ଗାଁରୁ ଗାଁକୁ ଘରୁ ଘରକୁ ବୁଲି ଗାମୁଛା ଧରି ଭିକ ମାଗିବା ସ୍ୱାଧୀନ ପ୍ରାଥୀ ନିର୍ବାଚନ ପ୍ରଚାର କରୁଥିବା ରୋଚକ ଖବର ଦେଖିବାକୁ ମିଳୁଛି ତରଭା ବ୍ଲକ ରେ l ମିଲଥିବା ସୂଚନା ଅନୁଯାୟୀ  ସୋନପୁର ବିଧାନସଭା  ନିର୍ଵାଚନ ମଣ୍ଡଳୀ ରେ ପ୍ରଥମ ମହିଳା ବିଧାୟିକା ସ୍ୱାଧୀନ ପ୍ରାଥୀ ହେବାକୁ ଥିବା ସୋନାଲି ବିଶି ବିଭିନ୍ନଗାଁ ଗାଁ ବୁଲି ପ୍ରଚାର କରୁଛନ୍ତି l ସେ  କେତେବେଳେ ଟ୍ରାକଟର ଚଢି ତ କେତେବେଳେ ଭିକ ମାଗି ଭିନ୍ନ ଧାରଣ ରେ ପ୍ରଚାର କରୁଛନ୍ତି । ସୋନାଲି ବିଶି ଆଜି ତରଭା ବ୍ଲକ ର ଶରଧା ପାଳି ଗାଁ ଓ ପାଖ ଅନ୍ୟ  ଗାଁ ଗାଁ ବୁଲି ନିଆରା ଢ଼ଙ୍ଗରେ ଭୋଟ ଭିକ୍ଷା କରିବା ସହିତ ନିର୍ବାଚନୀ ଖର୍ଚ ପାଇଁ ସହାୟତା ମାଗୁଛନ୍ତି । ଅନ୍ୟ ଦଳ ଗୁଡ଼ିକ ପାର୍ଟି ଟଙ୍କା ରେ    ନିର୍ବାଚନ ଲଢ଼ୁଥିବା ବେଳେ ସୋନାଲି ଗାଁ ଲୋକଙ୍କ ଠାରୁ ସହାୟତା ମାଗୁଛନ୍ତି । ଏହାକୁ ଦେଖି ସ୍ଥାନୀୟ ଲୋକ ମାନେ କିଏ ଚାଉଳ ଓ ଶକ୍ତି ମୁତାବକ ଆର୍ଥିକ ସହାୟତା ମଧ୍ୟ କରୁଛନ୍ତି । ଏହି ସହାୟତା ମାଧ୍ୟମ ରେ  ନିର୍ବାଚନ ଲଢ଼ିବା ନେଇ  ଆଶା ରଖିଛନ୍ତି ପ୍ରାଥୀ ।ନିର୍ବାଚନ ମୈଦାନ ରେ ରହିଵା ପରିଚାଳନା ନେଇ କେତେ କରୁଛନ୍ତି ଆଗାମୀ ଦିନରେ ଜଣା ପଡିବ ସ୍ୱାଧୀନ ପ୍ରାଥୀ ଙ୍କ ପତିଆରା  I 
 


News Comment




Photo in News

Advertisment
Lastest News
  ଜିଲ୍ଲା  
ଗ୍ରୀଷ୍ମକାଳୀନ କରାଟେ ଟାଇକଣ୍ଡୋ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ   10-May-2026
  ଜିଲ୍ଲା  
ସିଦ୍ଧାଶ୍ରମ ସେବା ପ୍ରତିଷ୍ଠାନ ପକ୍ଷରୁ ବୃକ୍ଷର ଯତ୍ନ ନେବା ପାଇଁ କର୍ମଶାଳା   10-May-2026
  ରାଜ୍ୟ  
ଚାର୍ଜସିଟ୍ ଦାଖଲ ପୂର୍ବରୁ ବେଆଇନ୍ ଆଇନଗତ ଚକ୍ରାନ୍ତ ? ଆସନ୍ତାକାଲି ପୁଣି ଜାମିନ ଆବେଦନ !   10-May-2026
  ଜିଲ୍ଲା  
ବରଗୁଡା ଗ୍ରାମ ଠାରେ ମାଠାକୁରାଣୀ ହାଇଭୋଲ୍ଟେଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ   10-May-2026
  ରାଜ୍ୟ  
ଆମ ଢେଙ୍କାନାଳ- ଆମ ଗୌରବ   10-May-2026
  ଜିଲ୍ଲା  
ସନ୍ଧ୍ୟା ହେଲେ ଚଉଳିଆଗଞ୍ଜ ଖେଳ ପଡିଆ ♦️ ଜମୁଛି ଅସାମାଜିକ ଯୁବକଙ୍କ ଆଡ୍ଡା   10-May-2026
  ଜିଲ୍ଲା  
ପୋଲିସ ଭବନରେ ଗୁରୁତତ୍ୱପୂର୍ଣ୍ଣ ବୈଠକ   10-May-2026
  ଜିଲ୍ଲା  
ବରଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଛତା ବଣ୍ଟନ   10-May-2026
  ଜିଲ୍ଲା  
ବରଗୁଡା ଗ୍ରାମ ଠାରେ ମାଠାକୁରାଣୀ ହାଇଭୋଲ୍ଟେଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ l   10-May-2026
  ଜିଲ୍ଲା  
ମୁଖ୍ୟମନ୍ତ୍ରୀ ହେବା ପରେ ଆକ୍ସନ୍ ମୋଡରେ ବିଜୟ,   10-May-2026
  ଜିଲ୍ଲା  
*ମୌଦଲପୁର ଠାରେ ନାମ ଯଜ୍ଞ" ଅନୁଷ୍ଠିତ*   10-May-2026
  ରାଜ୍ୟ  
ପରିବାର ଭିତରୁ ଯୁବ ପିଢିଙ୍କ ଭିତରେ ସଂସ୍କାର ଆଣିଲେ ସେମାନେ ସଂସ୍କୃତି ର ଅବକ୍ଷୟକୁ ରୋକି ପାରିବେ   10-May-2026

You Might Also Like