-+91-9937148622 |

prerana_bgr@rediffmail.com |

  Monday 11th May 2026 |

| | | |

R.N.I. Regd No. ODIODI/2010/46693

Breaking News

ଗ୍ରୀଷ୍ମକାଳୀନ କରାଟେ ଟାଇକଣ୍ଡୋ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ   (10-May-2026)       ||      ସିଦ୍ଧାଶ୍ରମ ସେବା ପ୍ରତିଷ୍ଠାନ ପକ୍ଷରୁ ବୃକ୍ଷର ଯତ୍ନ ନେବା ପାଇଁ କର୍ମଶାଳା   (10-May-2026)       ||      ଚାର୍ଜସିଟ୍ ଦାଖଲ ପୂର୍ବରୁ ବେଆଇନ୍ ଆଇନଗତ ଚକ୍ରାନ୍ତ ? ଆସନ୍ତାକାଲି ପୁଣି ଜାମିନ ଆବେଦନ !   (10-May-2026)       ||      ବରଗୁଡା ଗ୍ରାମ ଠାରେ ମାଠାକୁରାଣୀ ହାଇଭୋଲ୍ଟେଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ   (10-May-2026)       ||      ଆମ ଢେଙ୍କାନାଳ- ଆମ ଗୌରବ   (10-May-2026)       ||      ସନ୍ଧ୍ୟା ହେଲେ ଚଉଳିଆଗଞ୍ଜ ଖେଳ ପଡିଆ ♦️ ଜମୁଛି ଅସାମାଜିକ ଯୁବକଙ୍କ ଆଡ୍ଡା   (10-May-2026)       ||      ପୋଲିସ ଭବନରେ ଗୁରୁତତ୍ୱପୂର୍ଣ୍ଣ ବୈଠକ   (10-May-2026)       ||      ବରଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଛତା ବଣ୍ଟନ    (10-May-2026)       ||      ବରଗୁଡା ଗ୍ରାମ ଠାରେ ମାଠାକୁରାଣୀ ହାଇଭୋଲ୍ଟେଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ l   (10-May-2026)       ||      ମୁଖ୍ୟମନ୍ତ୍ରୀ ହେବା ପରେ ଆକ୍ସନ୍ ମୋଡରେ ବିଜୟ,   (10-May-2026)       ||      *ମୌଦଲପୁର ଠାରେ ନାମ ଯଜ୍ଞ" ଅନୁଷ୍ଠିତ*   (10-May-2026)       ||      ପରିବାର ଭିତରୁ ଯୁବ ପିଢିଙ୍କ ଭିତରେ ସଂସ୍କାର ଆଣିଲେ ସେମାନେ ସଂସ୍କୃତି ର ଅବକ୍ଷୟକୁ ରୋକି ପାରିବେ    (10-May-2026)       ||      ସଡ଼କ ଦୁର୍ଘଟଣାରେ ଦୁଇଜଣ ଆହତ , ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ମେଡିକାଲ କୁ ପଠାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡ଼. ମୁକେଶ ମହାଳିଙ୍ଗ   (10-May-2026)       ||       କାର୍ ରେ ଓଡ଼ିଶାରୁ ଛତିଶଗଡ ଗଂଜେଇ ଚାଲାଣ , ଗାଡି ଛାଡି ଗଂଜେଇ ମାଫିଆ ଫେରାର    (10-May-2026)       ||       କାର୍ ରେ ଓଡ଼ିଶାରୁ ଛତିଶଗଡ ଗଂଜେଇ ଚାଲାଣ , ଗାଡି ଛାଡି ଗଂଜେଇ ମାଫିଆ ଫେରାର    (10-May-2026)       ||      ନିର୍ମାଣାଧୀନ କୋଠାରୁ ପଡ଼ି ଶ୍ରମିକ ମୃତ୍ୟୁ ଘଟଣା ଯନ୍ତ୍ରୀ, ଘଟଣାର ନିରପେକ୍ଷ ତଦନ୍ତ ହେଉ    (10-May-2026)       ||      ସମାଜସେବୀ ସଂଘମିତ୍ରା ପଟେଲ ସେବା ଭରତୀ ସମ୍ମାନ ରେ ସମ୍ମାନିତ    (10-May-2026)       ||      *ସୋନପୁର ଥାନାରେ ଜୁଭେଣ୍ଟିକା ସଚେତନତା*   (10-May-2026)       ||      *ବାଦ୍ୟ ଯନ୍ତ୍ର ପ୍ରସ୍ତୁତ କଳାକାର ଜୀଵନ ଅବହେଳିତ,ଭୁଲିଆ ସିକୂଆଁ ଗ୍ରାମର ପୂର୍ଣ୍ଣ ସିନ୍ଧୁର ଆଜିବି ଅନେକ ବାଦ୍ୟ ଯନ୍ତ୍ର ପ୍ରସ୍ତୁତ କରୁଥିବା ବେଳେ ନାଁ ବାର୍ଦ୍ଧକ୍ୟ ଭତ୍ତା, ନାଁ ମିଳେ କଳାକାର ଭତ୍ତା*   (10-May-2026)       ||      *ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ- ୨୦୨୬ ରେ ୫୭୯୬ ଗୋଟି ମାମଲା ସମାଧାନ,*   (10-May-2026)       ||     

HOME   ଜିଲ୍ଲା

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ସାହା ଙ୍କ ସୋନପୁର ଗସ୍ତ କୁ ନେଇ ସାମ୍ୱାଦିକ ସମ୍ମିଳନୀ

23-Apr-2024



(ମନୋରଞ୍ଜନ ତ୍ରିପାଠୀ )
  ଦୀର୍ଘ ୨୫ ବର୍ଷ ଧରି ଓଡ଼ିଶା ବାସୀ ଙ୍କୁ ପ୍ରତାରିତ କରିଚାଲିଛି ,ଧୋକା ଦେଇଛି ,ଠକି ଚାଲିଛି ନବୀନ ସରକାର l ମୌଳିକ ସୁବିଧା ଯୋଗାଇବାରେ ଫେଲ ମାରିଛି l ନବୀନ ସରକାର ଏକ ଠକ ସରକାର, କଣ୍ଢେଇ ସରକାର l ଜଣେ ଅଣ ଓଡ଼ିଆ ନବୀନ କୁ କଣ୍ଢେଇ ପରି ନଚାଉଛି,   ନିଜ ବେପାର ରେ ମାତିଛି, ଓଡ଼ିଶା ର ଖଣି ଖାଦାନ କୁ ଲୁଟୁଛି l ବିଜେଡି କୁ ଭଡ଼ାଟିଆ ଜନତା ଦଳ ବୋଲି ଆଖ୍ୟା ଦେଇ ବାପା କ୍ରାଇମ୍ କଲେ ପୁଅ ର ଓ ସ୍ତ୍ରୀ ର ଦୋଷ ନୁହେଁ, ବିବାଦୀୟ ନେତା ମନ୍ତ୍ରୀ ଙ୍କ ଟିକଟ କାଟି ପୁଅ କୁ ସ୍ତ୍ରୀ କୁ ଟିକେଟ ଦେଇ ଏ କଥା ଆଜି ପ୍ରମାଣ କରିଛି ନବୀନ ସରକାର ବୋଲି କଡ଼ା ସମାଲୋଚନା କରିଛନ୍ତି l ବିଶେଷ କରି  ବିଜେପୁର ଠାରେ ଗତ ଥର ନିର୍ବାଚନ ଲଢ଼ିବା ଦିନ ଠାରୁ ପଶ୍ଚିମ ଓଡ଼ିଶା ବାସୀ ଙ୍କୁ ବାରମ୍ବାର ବୋକା ବନାଇ ଚାଲିଛି ଏ ସରକାର l ଜିଲ୍ଲା ଘୋଷଣା ଠୁଁ ଆରମ୍ଭ କରି ଗଙ୍ଗାଧର ମେହେର ଜଳ ସେଚନ ପ୍ରକଳ୍ପ ଯାଏ ସବୁଠି ସମ୍ପୂର୍ଣ୍ଣ ଫେଲ୍ ମାରି ପଶ୍ଚିମ ଓଡ଼ିଶା ବାସୀ ଙ୍କୁ ଉପେକ୍ଷିତ କରୁଛି ଉପହାସ କରୁଛି l  ଦିନ ଦ୍ୱିପହର ରେ ଠକୁଛି l ଏଥର ପୁଣି ବଲାଙ୍ଗିର ସଂସଦୀୟ କ୍ଷେତ୍ର ଦାଦନ ଖଣି କୁ ଆସି ଦାଦନ ଙ୍କ ପେଟ ରେ ଲାତ ମାରିବାକୁ, ବୋକା ବନାଇବାକୁ , ଓ ଠକିବା ଚାର୍ଟ ପ୍ରସ୍ତୁତି କରୁଛନ୍ତି ନବୀନ  ବୋଲି ଆଜି ସୁବର୍ଣ୍ଣପୁର ଜିଲ୍ଳା  କୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ସାହା ଙ୍କ ଗସ୍ତ ପ୍ରସ୍ତୁତି କୁ ନେଇ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ବିଜେପି ରାଜ୍ଯ ଉପ ସଭାପତି ଗୋଲକ ବିହାରୀ ମହାପାତ୍ର ପ୍ରକାଶ କରି ଛନ୍ତି l ଏବଂ ରାଜ୍ଯ ସରକାର ଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ଓ ଅପାରଗତା ଉପରେ ନିର୍ଧୁମ୍ ବର୍ଷିଛନ୍ତି l ଓଡ଼ିଶା ର ମା,ମାଟି, ମାତୃଭାଷା ଓ ଓଡ଼ିଆ ଅସ୍ମିତା ର ସୁରକ୍ଷା କୁ ମୁଖ୍ୟ ପ୍ରସଙ୍ଗ କରି ଓ ନବୀନ ପଟ୍ଟନାୟକ ଙ୍କୁ ଚେକ୍ ଦେବା ପାଇଁ ଏ ବୀର ମାଟି ସୋନପୁର ରୁ ପ୍ରଥମେ ପ୍ରଚାର ମଇଦାନ କୁ ଓହ୍ଲାଇଵେ ମାନ୍ୟବର ଗୃହ ମନ୍ତ୍ରୀ ଅମିତ୍ ସାହା ବୋଲି ମତ ରଖି ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି କହିଥିଲେ ଶ୍ରୀ ମହାପାତ୍ର l ଅନ୍ୟ ମାନଙ୍କ ମଧ୍ୟରେ ସୋନପୁର ବିଧାୟକ ପ୍ରାର୍ଥୀ ପ୍ରମୋଦ ମହାପାତ୍ର, ବି ଏମ୍ ପୁର ପ୍ରାର୍ଥୀ ରଘୁ ଜଗଦଲା, ବରିଷ୍ଠ ନେତା ଆନନ୍ଦ ବାରିକ , ନାରାୟଣ ବେଚ , ଜିଲ୍ଲା ସlଧାରଣ ସମ୍ପାଦକ ବେଣୁଧର ଦାଶ, ବିଶ୍ବମ୍ବର ମିଶ୍ର ପ୍ରମୁଖ ସାମ୍ୱାଦିକ ସମ୍ମିଳନୀ ମଞ୍ଚ ରେ ଉପସ୍ଥିତ ଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ଗ୍ରୀଷ୍ମକାଳୀନ କରାଟେ ଟାଇକଣ୍ଡୋ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ   10-May-2026
  ଜିଲ୍ଲା  
ସିଦ୍ଧାଶ୍ରମ ସେବା ପ୍ରତିଷ୍ଠାନ ପକ୍ଷରୁ ବୃକ୍ଷର ଯତ୍ନ ନେବା ପାଇଁ କର୍ମଶାଳା   10-May-2026
  ରାଜ୍ୟ  
ଚାର୍ଜସିଟ୍ ଦାଖଲ ପୂର୍ବରୁ ବେଆଇନ୍ ଆଇନଗତ ଚକ୍ରାନ୍ତ ? ଆସନ୍ତାକାଲି ପୁଣି ଜାମିନ ଆବେଦନ !   10-May-2026
  ଜିଲ୍ଲା  
ବରଗୁଡା ଗ୍ରାମ ଠାରେ ମାଠାକୁରାଣୀ ହାଇଭୋଲ୍ଟେଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ   10-May-2026
  ରାଜ୍ୟ  
ଆମ ଢେଙ୍କାନାଳ- ଆମ ଗୌରବ   10-May-2026
  ଜିଲ୍ଲା  
ସନ୍ଧ୍ୟା ହେଲେ ଚଉଳିଆଗଞ୍ଜ ଖେଳ ପଡିଆ ♦️ ଜମୁଛି ଅସାମାଜିକ ଯୁବକଙ୍କ ଆଡ୍ଡା   10-May-2026
  ଜିଲ୍ଲା  
ପୋଲିସ ଭବନରେ ଗୁରୁତତ୍ୱପୂର୍ଣ୍ଣ ବୈଠକ   10-May-2026
  ଜିଲ୍ଲା  
ବରଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଛତା ବଣ୍ଟନ   10-May-2026
  ଜିଲ୍ଲା  
ବରଗୁଡା ଗ୍ରାମ ଠାରେ ମାଠାକୁରାଣୀ ହାଇଭୋଲ୍ଟେଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ l   10-May-2026
  ଜିଲ୍ଲା  
ମୁଖ୍ୟମନ୍ତ୍ରୀ ହେବା ପରେ ଆକ୍ସନ୍ ମୋଡରେ ବିଜୟ,   10-May-2026
  ଜିଲ୍ଲା  
*ମୌଦଲପୁର ଠାରେ ନାମ ଯଜ୍ଞ" ଅନୁଷ୍ଠିତ*   10-May-2026
  ରାଜ୍ୟ  
ପରିବାର ଭିତରୁ ଯୁବ ପିଢିଙ୍କ ଭିତରେ ସଂସ୍କାର ଆଣିଲେ ସେମାନେ ସଂସ୍କୃତି ର ଅବକ୍ଷୟକୁ ରୋକି ପାରିବେ   10-May-2026

You Might Also Like