-+91-9937148622 |

prerana_bgr@rediffmail.com |

  Monday 5th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଦେଶସେବା ନିବୃତ ଯବାନ କୁ ଭିଟାମାଟି ଫେରିବା ପରେ ସ୍ୱାଗତ ସମ୍ବର୍ଦ୍ଧନା।   (04-Oct-2026)       ||      ଆମପାଣି ଯୋନ ସ୍ତରୀୟ ଆଞ୍ଚଳିକ ଡମ୍ବ ସମାଜ ର ନୂଆଁଖାଇ ଭେଟଘାଟ   (04-Oct-2026)       ||      ନଭେମ୍ବର ୨୮ରେ ବିନିକା ଗୋଜୁଲାଷ୍ଟମୀ ମହୋତ୍ସବ   (04-Oct-2026)       ||      ସିଦ୍ଧାର୍ଥ ଜୁନିଅର କଲେଜରେ ଜିଲ୍ଲାସ୍ତରୀୟ ଏକ ଦିବସୀୟ ପ୍ରାଥମିକ ଚିକିତ୍ସା ସଚେତନତା ପ୍ରଶିକ୍ଷଣ ଶିବିର   (04-Oct-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା ଅନୁଷ୍ଠିତ।   (04-Oct-2026)       ||      *ସୋନପୁର ପୌର ପରିଷଦ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଓ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ*- *ଝାଡୁ କଲେ କଲେକ୍ଟର, ଏସପି ଓ ଏ ଡି ଏମ*-   (04-Oct-2026)       ||      ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ♦️ସରକାର ଙ୍କ ଆଦିବାସୀ ଦମନନିତୀ ପ୍ରତିବାଦରେ ଆନ୍ଦୋଳନ ଚେତାବନୀ   (04-Oct-2026)       ||      ଗମ୍ଭାରୀପାଲି ସ୍ଥିତ ଆଞ୍ଚଳିକ ଉମା ମାହେଶ୍ୱରୀ ମନ୍ଦିରରେ ଷୋହଲ ପୂଜା ଆରମ୍ଭ   (04-Oct-2026)       ||      ଜିଲ୍ଲାସ୍ତରୀୟ ଫୁଟବଲ ଚାମ୍ପିୟନସିପ୍‌ର ଉଦ୍‌ଯାପନୀ ଉତ୍ସବ   (04-Oct-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ    (04-Oct-2026)       ||      *୧-୦ ଗୋଲ ରେ ବରଗଡ଼ କୁ ହରାଇ ସାହାଣୀ କପ୍ ଫୁଟବଲ୍ ସୁବର୍ଣ୍ଣପୁର ଜୋନ୍ ଚାମ୍ପିଅନ ହେଲା କଟକ ଦଳ*   (04-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସଂକଳ୍ପ ଅଭିଯାନ ଆରମ୍ଭ*   (04-Oct-2026)       ||      ମଦ ମୁକ୍ତ ଅଭିଯାନ ସମୟରେ ମହିଳାମାନଙ୍କୁ ଦୁର୍ବ୍ୟବହାର, ଡାଵୁଗାଁ ଥାନାରେ ଅଭିଯୋଗ   (04-Oct-2026)       ||      ଗେଟ ସରୋବର ପଡା ସ୍ଥିତ ଡ଼. ବିଆର ଆମ୍ବେଦକର କଲଚରାଳ ଏବଂ ସ୍ପୋର୍ଟିଙ୍ଗ କ୍ଳବ ଆନୁକୂଲ୍ୟରେ ନୁଆଁଖାଇ ଭେଟଘାଟ - 2026 କାର୍ଯ୍ୟକ୍ରମ   (04-Oct-2026)       ||      ଜିଲ୍ଲାସ୍ତରୀୟ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ ଜୟନ୍ତୀ ପାଳିତ    (04-Oct-2026)       ||      ବଡ଼ମାଳ ହାଇସ୍କୁଲରେ ନୂତନ ପ୍ରଧାନଶିକ୍ଷକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା   (04-Oct-2026)       ||      ଭଟିଗାଁ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍ୱତନ୍ତ୍ର ଗ୍ରାମସଭା   (03-Oct-2026)       ||      କୁଡ଼ାପଡାରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ(୪ର୍ଥ) ଅନୁଷ୍ଠିତ   (03-Oct-2026)       ||      ବିଜେପି ପକ୍ଷରୁ ସେବା ସଂକଳ୍ପ ଅଭିଯାନ ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ୭୩ ୟୁନିଟ ସଂଗୃହିତ।   (03-Oct-2026)       ||      ନବରଙ୍ଗପୁର ଜିଲ୍ଲା ଯୁବ ରେଡକ୍ରସ ର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ- ୨୦୨୬ ଅନୁଷ୍ଠିତ *"ଆସ ଖାଇବାକୁ ଦେବା" - ଅଭିଯାନ ର ଶୁଭାରମ୍ଭ*   (03-Oct-2026)       ||     

HOME   ଜିଲ୍ଲା

ସମ୍ରାଟ ଅଶୋକ,ମହାତ୍ମା ଫୁଲେ ଓ ଡଃ.ଅମ୍ଵେଦକର ଙ୍କ ଜୟନ୍ତୀ ପାଳିତ

15-Apr-2024



ବଲାଙ୍ଗୀର(ଚିତ୍ରସେନ ବେହେରା ): ଜିଲ୍ଲା ଓବିସି ମଞ୍ଚ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ଓବିସି ଅବସର ପ୍ରାପ୍ତ କର୍ମଚାରୀ ସଂଘ ବଲାଙ୍ଗୀର ସଭାପତି ଶ୍ରୀମାନ ମଲିଆ ଗଡୁଆ ଙ୍କ ସଭାପତିତ୍ବରେ ମିଳିତ ଭାବେ ଇତିହାସ ପ୍ରସିଦ୍ଧ ସମ୍ରାଟ ଅଶୋକ ମହାନ, ରାଷ୍ଟପିତା ମହାତ୍ମା ଜ୍ୟୋତବା ରାଓ ଫୁଲେ ଏବଂ ସମ୍ବିଧାନ ପ୍ରଣେତା ଭାରତରତ୍ନ ଡ.ବି ଆର୍ ଆମ୍ବେଦକରଙ୍କ ଜନ୍ମଦିନ ପାଳିତ ହୋଇ ଯାଇଛି। ସମ୍ରାଟ ଅଶୋକ ବିଶ୍ଵ ଇତିହାସରେ ସର୍ବଶ୍ରେଷ୍ଠ ସମ୍ରାଟ ଭାବରେ ପ୍ରସିଦ୍ଧ।ଖିଷ୍ଟ ପୂର୍ବ ୨୬୯ ରେ ମୌର୍ଯ୍ୟ ସାମ୍ରାଜ୍ୟର ରାଜସିଂହାସନ ଅଳଂକୃତ ହୋଇଥିଲେ। କଲିଙ୍ଗ ଯୁଦ୍ଧର ଭୟଙ୍କର ରକ୍ତପାତରେ ମର୍ମାହତ ହୋଇ ସେ ବୌଦ୍ଧଧମ୍ମ ସ୍ଵିକାର କରିଥିଲେ ଏବଂ କୌଣସି ଯୁଦ୍ଧ କରିବି ନାହିଁ ବୋଲି ଅସ୍ତ୍ରତ୍ୟାଗ କରିଥିଲେ। ବିଶାଳ ମୌର୍ଯ୍ୟ ସାମ୍ରାଜ୍ୟ ର ସମ୍ରାଟ ହିସାବରେ ନିଜ ରାଜ୍ୟରେ, ପଡୋଶୀ ରାଜ୍ୟ ମାନଙ୍କରେ ଓ ବିଦେଶରେ ମଧ୍ୟ ଧମ୍ମ ପାଇଁ ସାରା ଜୀବନ ଓ ଶକ୍ତି ସାମର୍ଥ୍ୟ ଲଗାଇ ଦେଇଥିଲେ। ରାଜା ହିସାବରେ ପ୍ରଜାଙ୍କୁ ପୁତ୍ରବତ ପାଳନ ଏବଂ ସେମାନଙ୍କର ଶାନ୍ତି ଓ ସମୃଦ୍ଧି ତାଙ୍କର ରାଜଧର୍ମ ହେବ ଓ ପ୍ରଜାମାନଙ୍କୁ ନୀତି ଶିକ୍ଷା ,ସାଧୁତା, ଜୀବ ପ୍ରତି ଦୟା କରିବାକୁ ସେ ବ୍ରତୀ ହେଲେ।ଏସବୁ ନୀତିବାଣୀ ପ୍ରଜା ମାନଙ୍କ ଗୋଚରାର୍ଥେ ବିଭିନ୍ନ ଶିଳାଲେଖ , ସ୍ତୁପ ଓ ଗୁମ୍ଫା ମାନଙ୍କରେ ଖୋଦନ କରାଇଥିଲେ। ସମ୍ରାଟ ଅଶୋକଙ୍କର ସାରନାଥ ସ୍ଥିତ ଅଶୋକସ୍ତମ୍ଭକୁ ଭାରତର ରାଜଚିହ୍ନ ଓ ଅଶୋକଚକ୍ରକୁ ଭାରତର ଜାତୀୟ ପ୍ରତୀକ ଭାବେ ଗ୍ରହଣ କରାଯାଇଛି। ଉନବିଂଶ ଶତାବ୍ଦୀର ମହାନ ସଂସ୍କାରକ ଜ୍ୟୋତିବା  ରାଓ ଫୁଲେ ତତ୍କାଳୀନ ଭାରତୀୟ ସମାଜରେ ପ୍ରଚଳିତ ସାମାଜିକ କୁସଂସ୍କାରକୁ ଦୂର କରିବା ସହ ସମସ୍ତ ବର୍ଗର ଲୋକଙ୍କୁ ଶିକ୍ଷା ଦେବା ସହ ସତିଦାହ ପ୍ରଥା ଓ ବାଳହତ୍ୟା ବିରୋଧରେ ଲଢେ଼ଇ କରିଥିଲେ। ସେ ଅନେକ ଗୋଡିଏ ବିଦ୍ୟାଳୟ ଖୋଲି ସମସ୍ତଙ୍କ ପାଇଁ ଶିକ୍ଷାର ଦ୍ଵାର ଖୋଲିଦେଇଥିଲେ। ତାଙ୍କ ମାର୍ଗକୁ ଅନୁସରଣ  କରି ଡ଼ ଆମ୍ବେଦକର ଭାରତୀୟ ସମ୍ବିଧାନରେ ସାମାଜିକ ନ୍ୟାୟ  ଓ ମୌଳିକ ଅଧିକାରର ବ୍ୟବସ୍ଥା କରିଯାଇଛନ୍ତି  ।ଏଣୁ ସେ ନମସ୍ୟ ।ଏହି ଅବସରରେ ପରଦେଶୀ ବିଶ୍ଵାଲ, ରାଜ୍ୟ  କୋଷାଧ୍ୟକ୍ଷ ଓବିସି ମଞ୍ଚ, ମଲିଆ ଗଡୁଆ ସଭାପତି ,ଓବିସି ଅବସର ପ୍ରାପ୍ତ କର୍ମଚାରୀ ସଂଘ ବଲାଙ୍ଗୀର ,ଇ. ବେଲାର ସିଂ ଭୋଇ , ଡ. ଧିରେନ୍ଦ୍ର କୁମାର ସାହୁ,ଆନନ୍ଦ ପ୍ରଧାନ, ଜଗନ୍ନାଥ ଖରସେଲ, କେଶବ ଜାଲ ,ସତ୍ୟ ବନଛୋର ,ବ୍ରଜ ଭୁଷଣ ସାଏ, ମଧୂସୁଦନ କ୍ଷେତି,

ସରୋଜ କୁମାର ମେଶ୍ଵା, ଚିନ୍ତା ମଣି ସାହୁ, ପୁର୍ଣ୍ଣଚନ୍ଦ୍ର ବିଶ୍ଵାଲ, ଭକ୍ତ ବନ୍ଧୁ ନାଏକ, ପ୍ରଦୀପ କୁମାର ସାହୁ, ଭଗବାନ ନାଏକ,ବିଜୟ କୁମାର ବାଗ, ଦୟାନିଧି ନାଏକ, ହିମାଂଶୁ ଶେଖର ବେହେରା,ସୁମନ୍ତ ମେହେର,ତିର୍ଥବାସି ଡାଙ୍ଗ, ସରୋଜ ମେହେର,ଜୟ ପ୍ରକାଶ ସାହୁ, ଖଗେଶ୍ବର ବାରିକ,ଭରତ ସାହୁ ବିଭିଷଣ ସାହୁ,ଚୌଡ ଚନ୍ଦ୍ର ସାହୁ,ବିଶେଶ୍ଵର ପଟେଲ, ବାଲେଶ୍ଵର ପଟେଲ, ଚିନ୍ତା ମଣି ସାହୁ, ସରସ୍ଵତୀ ସାହୁ, ମଞ୍ଜରୀ ପଟେଲ,ସୁବାସିନୀ ସାହୁ, ତ୍ରୀଲୋଚନ ନନ୍ଦ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ ସହ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ସରୋଜ କୁମାର ମେଶ୍ଵା ସଭା ସଂଯୋଜନା କରିଥିଲେ ଓ ଦୁର୍ଗା ପ୍ରସନ୍ନ ଛୁରିଆ ଧନ୍ୟବାଦ ଅର୍ପଣ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଦେଶସେବା ନିବୃତ ଯବାନ କୁ ଭିଟାମାଟି ଫେରିବା ପରେ ସ୍ୱାଗତ ସମ୍ବର୍ଦ୍ଧନା।   04-Oct-2026
  ଜିଲ୍ଲା  
ଆମପାଣି ଯୋନ ସ୍ତରୀୟ ଆଞ୍ଚଳିକ ଡମ୍ବ ସମାଜ ର ନୂଆଁଖାଇ ଭେଟଘାଟ   04-Oct-2026
  ଜିଲ୍ଲା  
ନଭେମ୍ବର ୨୮ରେ ବିନିକା ଗୋଜୁଲାଷ୍ଟମୀ ମହୋତ୍ସବ   04-Oct-2026
  ଜିଲ୍ଲା  
ସିଦ୍ଧାର୍ଥ ଜୁନିଅର କଲେଜରେ ଜିଲ୍ଲାସ୍ତରୀୟ ଏକ ଦିବସୀୟ ପ୍ରାଥମିକ ଚିକିତ୍ସା ସଚେତନତା ପ୍ରଶିକ୍ଷଣ ଶିବିର   04-Oct-2026
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା ଅନୁଷ୍ଠିତ।   04-Oct-2026
  ଜିଲ୍ଲା  
*ସୋନପୁର ପୌର ପରିଷଦ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଓ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ*- *ଝାଡୁ କଲେ କଲେକ୍ଟର, ଏସପି ଓ ଏ ଡି ଏମ*-   04-Oct-2026
  ଜିଲ୍ଲା  
ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ♦️ସରକାର ଙ୍କ ଆଦିବାସୀ ଦମନନିତୀ ପ୍ରତିବାଦରେ ଆନ୍ଦୋଳନ ଚେତାବନୀ   04-Oct-2026
  ଜିଲ୍ଲା  
ଗମ୍ଭାରୀପାଲି ସ୍ଥିତ ଆଞ୍ଚଳିକ ଉମା ମାହେଶ୍ୱରୀ ମନ୍ଦିରରେ ଷୋହଲ ପୂଜା ଆରମ୍ଭ   04-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଫୁଟବଲ ଚାମ୍ପିୟନସିପ୍‌ର ଉଦ୍‌ଯାପନୀ ଉତ୍ସବ   04-Oct-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ   04-Oct-2026
  ଜିଲ୍ଲା  
*୧-୦ ଗୋଲ ରେ ବରଗଡ଼ କୁ ହରାଇ ସାହାଣୀ କପ୍ ଫୁଟବଲ୍ ସୁବର୍ଣ୍ଣପୁର ଜୋନ୍ ଚାମ୍ପିଅନ ହେଲା କଟକ ଦଳ*   04-Oct-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ସେବା ସଂକଳ୍ପ ଅଭିଯାନ ଆରମ୍ଭ*   04-Oct-2026

You Might Also Like