-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
24-Dec-2020
ବଲାଙ୍ଗିର, (ସନ୍ତୋଷ କୁମାର ଠାକୁର) - ବଲାଙ୍ଗିର ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମିତ ଙ୍କ ସଂଖ୍ୟା କମିବାରେ ଲାଗିଛି
ଗାତ ଦୁଇ ଦିନ ତ ଳେ ବଲାଙ୍ଗିର ପୌରାଞ୍ଚଳ ରେ କେହି କରୋନା ସଂକ୍ରମିତ ଚିହ୍ନଟ ହୋଇନଥିଲେ ଯାହା ବଲାଙ୍ଗିର ବାସୀ ଙ୍କୁ ଏକ ବଡ ଆଶ୍ୱସ୍ତି ଦେଇଥିଲା l ଆଜି ମଧ୍ଯ ଏକ ଖୁସିର ଖବର ହେଲା ଆଜି ବଲାଙ୍ଗୀର ଜିଲ୍ଲାରେ ମାତ୍ର ଚାରି ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି l ଏମାନେ ସମସ୍ତେ ପାଟଣାଗଡ ଏନ୍ ଏ ସି ୱାର୍ଡ ନମ୍ବର 11 ର ବାସୀନ୍ଦା ବୋଲି ଜଣା ପଡିଛି l ଆଜି ପର୍ଯ୍ୟନ୍ତ ବଲାଙ୍ଗିର ଜିଲ୍ଲାରେ ମୋଟ୍ 8375 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ 8224 ଜଣ ସୁସ୍ଥ ହୋଇସାରିଛନ୍ତି l ଆଜି ପର୍ୟ୍ୟନ୍ତ ଆକ୍ଟିଭ କେସ୍ 113 ରେ ପହଂଚି ଥିବାବେଳେ ଆଗକୁ କରୋନା ର ଗ୍ରାଫ୍ କମିବାର ଆଶା କରାଯାଉଛି l
ଆଜି ବଲାଙ୍ଗିରବାସୀ ଙ୍କ ଉଦ୍ଦେଶ୍ଯରେ ବଲାଙ୍ଗିର ଜିଲ୍ଲାପାଳ କରୋନା ସମ୍ପର୍କିତ ନିଜର ମାସିକ ବୁଲେଟିନ୍ ରେ କଣ କହୁଛନ୍ତି ଆସନ୍ତୁ ଶୁଣିବା l