-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
24-Dec-2020
ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ଆଜି ଅପରାହ୍ନରେ ଘରେ ରୋଷେଇ କରୁଥିବା ସମୟରେ ଜଣେ ମହିଳାଙ୍କ ଦେହରେ ନିଆଁ ଲାଗି ଶରୀରର ଅଧାରୁ ଅଧିକ ପୋଡିଯାଇଥିବା ବେଳେ। ତାଙ୍କୁ ପରିବାର ଲୋକେ ଉଦ୍ଧାର କରି ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି , ମହିଳା ଜଣଙ୍କ ହେଲେ ଅନୁଗୁଳ ଜିଲ୍ଲା କିଶୋରନଗର ଥାନା କରମଳକଟା ଗ୍ରାମର ପୁଷ୍ପାଞ୍ଜଳୀ ସାହୁ ବୋଲି ଜଣାପଡିଛି ।