-+91-9937148622 |
prerana_bgr@rediffmail.com |
Tuesday 20th October 2026 |
R.N.I. Regd No. ODIODI/2010/46693
Breaking News
22-Mar-2024
କଏଲ୍ ଥିଲା ବିଶ୍ଵ କବିତା ଦିନ୍, ଇ ଉଧେ ସାରା ସାହିତ୍ୟ ଜଗତ୍ କବିତା ମେ ହେଉଥିବାର୍ ବେଲକେ ବଲାଙ୍ଗିର ର ବଡଖା ସାହିତ୍ୟ କୁଟୁମ୍ ତହଁକ୍ ଆଏଜ୍ ବେଲ୍ ବୁଡ଼ାର୍ ୭ ବଜେ ଗୁଗୁଲ୍ ମିଟ୍ ଜରିଆଥି ବିଶ୍ବ କବିତା ଦିନ୍ ପାଲନ କରିଥିଲା। କୁଟୁମ୍ ର ପୂର୍,ଖା କୁଶୁଲି କବି ତହଁକ୍ ର ମୁଖିଆ ଉପଦେଷ୍ଟା ନାରାୟଣ ଦନସେନା ଙ୍କର ସଭାପତିତ୍ବ ନେ ଗୁଟେ କବିତା ଆସର ଉଜୁଗ୍ ହେଇଥିଲା , ଜେନ୍ ଥିରେ ଜିଲ୍ଲା ତଥା ଜିଲ୍ଲା ବାହାର୍ ର ଅନେକ କବି ଯୋଗ୍ ଦେଇଥିଲେ। ତହଁକ୍ ର ସଂପାଦକ ରାଜେଶ୍ ଦନସେନା ସ୍ୱାଗତ ଭାଷନ୍ ଦେଇଥିବାର୍ ବେଲକେ , ଦିଲିପ୍ କୁମାର୍ ମିଶ୍ର ଆସର୍ କେ ସଂଯୋଜନା କରିଥିଲେ। ସଭା ଶେଷେ ମୁଖିଆ ସଂପାଦକ ଅର୍ଜୁନ କୁମାର୍ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ନାରୀ କବି ପୁଷ୍ପାଞ୍ଜଳୀ ମେହେର , ଶୁଶ୍ରି ସୁଦେଷ୍ଣା ମିଶ୍ର, ପ୍ରଭାସିନୀ ଭୋଇ, ଆହ୍ଲାଦିନୀ ପାଣିଗ୍ରାହୀ ଦାଶ, ଜୁଆନ୍ କବି ମିଳନ ପଣ୍ଡା, ଗୋବର୍ଦ୍ଧନ ନାଏକ, ମହେନ୍ଦ୍ର ପଟେଲ୍ ବାଗିର୍ କବିମାନେ ନିଜର୍ ଲେଖଲା ଦମଦାର୍ କବିତା ମାନେ ପରସିଥିଲେ । ଶେଷେ ସଭାପତି ଙ୍କର୍ ଆଦେଶ ନେ ଆସର୍ କେ ଭାଂଗଡି କରାଯେଇଥିଲା ।