-+91-9937148622 |
prerana_bgr@rediffmail.com |
Tuesday 20th October 2026 |
R.N.I. Regd No. ODIODI/2010/46693
Breaking News
20-Mar-2024
କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ଥାନା ପକ୍ଷରୁ ଥାନାଧିକାରୀ ମାଧବ ଚନ୍ଦ୍ର ଟାକ୍ରିଙ୍କ ନିର୍ଦ୍ଦେଶକ୍ରମେ ଏସଆଇ ବିଶ୍ଵାମିତ୍ର ଲୋଇଙ୍କ ତତ୍ତ୍ଵାବଧାନରେ ୨ ପ୍ଲାଟୁନ ଆଇଆରବି ଜବାନଙ୍କ ସହ ଥାନାଞ୍ଚଳର ସମ୍ବେଦନଶୀଳ ଜନ ବହୁଳ ଘଣ୍ଟାପଡ଼ାସ୍ଥିତ ମାର୍କେଟ ଛକରୁ ଘଣ୍ଟାପଡ଼ା ବସ୍ତି ପର୍ଯ୍ୟନ୍ତ ଫ୍ଲାଗମାର୍ଚ୍ଚ କରିଛନ୍ତି। ଆସନ୍ତା ସାଧାରଣ ନିର୍ବାଚନରେ ଅବାଧ , ସ୍ୱଚ୍ଛ, ଭୟମୁକ୍ତ ହେବାପାଇଁ ସଚେତନ ବାର୍ତ୍ତା ଦିଆଯାଇଥିଲା।