-+91-9937148622 |
prerana_bgr@rediffmail.com |
Tuesday 10th March 2026 |
R.N.I. Regd No. ODIODI/2010/46693
Breaking News
21-Dec-2020
ବଲାଙ୍ଗୀର, (ପ୍ରେରଣା ଖବର) - ଭିଜିଲାନସ ଜାଲରେ ନକ୍ସା ଅଙ୍କନକାରୀ । ଆୟ ବର୍ହିଭୁତ ସଂପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର ସ୍ୱତନ୍ତ୍ର ଯୋଜନା ଅଧିକାରୀଙ୍କ କାର୍ଯ୍ୟାଳୟର ନକ୍ସା ଅଙ୍କନକାରୀ ଜୀବଦିଶ ପାତ୍ରଙ୍କ ଘରେ ଭିଜିଲାନ୍ସ ଚଢଉ । ତାଙ୍କ ଆଦର୍ଶପଡl ଠାରେ ଥିବା ନିଜ ଘର, ସଂର୍ପକୀୟ ଘର, କଲେଜ ଛକ ଅଫିସ ଏବଂ ପୁଇଁନ୍ତଲା ବ୍ଲକ ଶିକାବେହେଙ୍ଗା ଗାଁରେ ଥିବା ପୈତୃକ ଘରେ ଭିଜିଲାନସ୍ ଚଢଉ ଜାରି ରହିଛି । ସମ୍ୱଲପୁର,ସୋନପୁର ଏବଂ ବଲାଙ୍ଗିର ଭିଜିଲାନସ ବିଭାଗର ତିନୋଟି ଟିମ ଏହି ଚଢଉରେ ସାମିଲ ହୋଇଛନ୍ତି ।