-+91-9937148622 |

prerana_bgr@rediffmail.com |

  Friday 7th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଛତାମଖନା ବନ୍ଧର କ୍ଷୟକ୍ଷତି ଘଟଣାର ନିରପେକ୍ଷ ତଦନ୍ତ ଦାବି କଲେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ   (07-Aug-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟରେ କ୍ୟାନ୍ସର ସଚେତନତା କାର୍ଯ୍ୟକ୍ରମ   (07-Aug-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ଛାତ୍ରୀ ମାନେ ରାଜ୍ୟ ସ୍ତରରେ ସମ୍ବର୍ଦ୍ଧିତ   (07-Aug-2026)       ||      ଅତିରିକ୍ତ ତହସିଲ ଖୋଲିବାକୁ ନେଇ ଜିଲ୍ଲାପାଳଙ୍କ ସ୍ଥାନ ପରିଦର୍ଶନ   (07-Aug-2026)       ||      ଜିଲ୍ଲାପାଳଙ୍କ ଡାକ୍ତରଖାନା ପରିଦର୍ଶନ, ସ୍ବଚ୍ଛତାକୁ ନେଇ ଅସନ୍ତୋଷ ପ୍ରକାଶ କଲେ   (07-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ପ୍ରେରଣା ପକ୍ଷରୁ ଜିଲ୍ଲାସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା   (06-Aug-2026)       ||      ସାମ୍ବାଦିକ ରାଜ କିରଣ ସିଂ ଦେଓଙ୍କ ପରଲୋକ ବିଭିନ୍ନ ମହଲରୁ ଗଭୀର ଶ୍ରଦ୍ଧାଞ୍ଜଳି   (06-Aug-2026)       ||      ଆଦର୍ଶ ବିଦ୍ୟାଳୟ ରେ ଜ଼ିଲ୍ଲାପାଳ    (06-Aug-2026)       ||      ବିଜେପି ର ମଣ୍ଡଳ ସ୍ତରୀୟ ମାସିକ ବୈଠକ   (06-Aug-2026)       ||      ପୁରାତନ ଶୈବ ପୀଠ ବାବା ଅଷ୍ଟଶମ୍ଭୁ ମହାଦେବ ମନ୍ଦିରରେ କାଉଁରିଆ ମାନଙ୍କର ପ୍ରବଳ ଭିଡ଼ |   (06-Aug-2026)       ||      ସହରବାସୀଙ୍କୁ ପୁଣି ଜଣ୍ଡିସ୍ ଭୟ ସହରବାସୀଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ଫେଲ|   (06-Aug-2026)       ||      ନୂଆପଡ଼ାରେ ଅବକାରୀ ବିଭାଗ ଚଢ଼ାଉ: ବିପୁଳ ପରିମାଣର ମଦ ଓ ଖଜୁରୀ ତାଡ଼ି ଜବତ, ୫ ଗିରଫ   (06-Aug-2026)       ||      କେନ୍ଦୁପତ୍ର ଶ୍ରମିକ ମାନଙ୍କୁ ବୋନସ ପ୍ରଦାନ ନିଷ୍ପତ୍ତି ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା କଲେ ବରଗଡ ସାଂସଦ:୩ଟି ପ୍ରମୁଖ ଦାବୀ ଉପରେ ଆଲୋଚନା   (06-Aug-2026)       ||      ଲାୟନ୍ସ କ୍ଳବ୍ ପକ୍ଷରୁ ଅସହାୟ ଲୋକଙ୍କୁ ବନ୍ୟା ସହାୟତା    (06-Aug-2026)       ||      ସମ୍ବଲପୁର ବିଜେପି କୃଷକ ମୋର୍ଚ୍ଚା ର ଜିଲ୍ଲା ଟିମ ର ନାମ ଘୋଷଣା*   (06-Aug-2026)       ||      ନିଶା ନିବାରଣ ପାଇଁ ଶପଥ ଗ୍ରହଣ ସମାରୋହ    (06-Aug-2026)       ||      ଦୀର୍ଘଦିନର ଅବହେଳା ଓ ପାତରଅନ୍ତର ନୀତି ବିରୋଧରେ ଶିକ୍ଷକଙ୍କ କ୍ଷୋଭ: ଆସନ୍ତା ୧୬ରେ ଭୁବନେଶ୍ୱରରେ ମହାଆନ୍ଦୋଳନ, ଅତାବିରାରେ ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର   (06-Aug-2026)       ||      ଭାଲୁପାଲି ଛକରେ ସଡ଼କ ଦୁର୍ଘଟଣା: ସାମ୍ବାଦିକା ଜସ୍ମିନ ମିଶ୍ରଙ୍କ ମୃତ୍ୟୁ   (05-Aug-2026)       ||      ଶିକ୍ଷକଙ୍କ ନ୍ୟାୟସଙ୍ଗତ ଦାବୀ ନେଇ ବଲାଙ୍ଗୀର ବିଡ଼ିଓ ଙ୍କ ଦ୍ୱାରସ୍ଥ ହେଲା ଓଷ୍ଟା ବଲାଙ୍ଗୀର ବ୍ଲକ ଶାଖା    (05-Aug-2026)       ||      ଖବର ଆଜିର♦️ ତାରିଖ:୦୫/୦୮/୨୬, ବୁଧବାର    (05-Aug-2026)       ||     

HOME   ଜିଲ୍ଲା

ରାୟପୁର ଠାରେ ନନ୍ଦିଘୋଷ ରଥ ଚକକୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା* ରାୟପୁର ଠାରେ ନନ୍ଦିଘୋଷ ରଥ ଚକକୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା

13-Feb-2024



ରାୟପୁର, ଛତିଶଗଡ଼ ର ରାଜଧାନୀ ରାୟପୁର ଠାରେ ନିକଟରେ ବିଗତ ବର୍ଷର ରଥଯାତ୍ରା ରେ ନନ୍ଦିଘୋଷ ରଥରେ ବ୍ୟବହାର କରାଯାଇଥିବା ଚକ କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଛି। ମହାପ୍ରଭୂ ଶ୍ରୀ ଜଗନ୍ନାଥ ଆରୋହଣ କରିଥିବା ଏହି ପବିତ୍ର ଚକ ଗାୟତ୍ରୀ ନଗର ସ୍ଥିତ ଛତିଶଗଡ଼ ର ସର୍ଵବୃହତ ଜଗନ୍ନାଥ ମନ୍ଦିରର ପ୍ରାଙ୍ଗଣରେ ପଂହଁଚିବା କ୍ଷଣି ମନ୍ଦିର ର ପ୍ରତିଷ୍ଠାତା,ଶ୍ରୀଜଗନ୍ନାଥ  ସେବା ସମିତି ର ସଭାପତି ଏବଂ ରାୟପୁର ନଗର ଉତ୍ତର ନିର୍ବାଚନ ମଣ୍ଡଳୀ ର ବିଧାୟକ ପୁରନ୍ଦର ମିଶ୍ର, ଏହାକୁ ପାରମ୍ପରିକ ଢଙ୍ଗରେ ବନ୍ଦାପନା କରି ଗ୍ରହଣ କରିଥିଲେ। ରାୟପୁରକୁ ବଡ଼ଠାକୁରଙ୍କ ରଥ ଚକ ଆଗମନ କରିବାର ଏହା ପ୍ରଥମ ଘଟଣା ଥିଲା ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି।   

ଗତ ରବିବାର ୧୧ ତାରିଖର ଶୁକ୍ଳପକ୍ଷ ଦ୍ଵିତୀୟା ତିଥିର ଶୁଭ ଦିବସରରେ ଚକ ଭ୍ରମଣ ପାଇଁ ଉଦ୍ଦିଷ୍ଟ ସ୍ୱତନ୍ତ୍ର ରଥ ଉପରେ ଶୋଭା ପାଉଥିବା ତିନିଦିଅଁ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର ଓ ଦେବୀ ଶୁଭଦ୍ରା ଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା। ଏହି ଅବସରରେ ଶ୍ରୀ ଜଗନ୍ନାଥ ସେବା ସମିତି ର ସଦସ୍ୟ ବୃନ୍ଦ ତଥା ଶତାଧିକ ଭକ୍ତ ଏହି ଭବ୍ୟ ଚକ ର ଦିବ୍ୟ ଦର୍ଶନ ଲାଭ କରିଥିଲେ। ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ମୁଖ୍ୟ ଉଦ୍ୟୋକ୍ତା ପୁରନ୍ଦର ମିଶ୍ର, ଗୁରୁଶ୍ରୀ ସଦନ ତିୱାରୀ, ବିଜେପି ନେତା ସଂଜୟ ଶ୍ରୀବାସ୍ତବ,କିଶୋର ମହାନନ୍ଦ,ରୋହିତ ସାହୁ, ସୀମା ସନ୍ତୋଷ ସାହୁ, ସୁନୀଲ କୁକ୍ରେଜା, ଅଜୟ ଦେବତା, ସୌରଭ ମିଶ୍ର ଓ ଅର୍ପିତ ସୂର୍ଯ୍ୟବଂଶୀ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ। ଏହାପରେ  ଚକ ଆସୀନଥିବା ଏହି ସୁନ୍ଦର, ସୁଶୋଭିତ ରଥ ଟିକୁ  ଭଜନ, କୀର୍ତ୍ତନ ଓ ଢୋଲ ବାଦକ ଦଳଙ୍କ ସହିତ ନଗର ଭ୍ରମଣ ପାଇଁ ବିଦା କରାଯାଇଥିଲା। ଖୁବ ଜାକଜମକ,ସାହି ରୋଷଣୀ ଓ  ଭକ୍ତଗଣଙ୍କର ପ୍ରବଳ ଆନଂଦ, ଉତ୍ସାହ, ଉଲ୍ଲାସ ଏବଂ ଉଦ୍ଦୀପନା ମଧ୍ୟରେ  ମନ୍ଦିର ରୁ ବାହାରିଥିବା ଏହି ରଥ ଚକ ଶୋଭାଯାତ୍ରାର ନେତୃତ୍ୱ ପୁରୁନ୍ଦର ମିଶ୍ର କରିଥିଲେ।ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଫେବ୍ରୁୟାରୀ ୧୧ ତାରିଖ ରୁ ୨୧ତାରିଖ ପର୍ଯ୍ୟନ୍ତ ଏହି ରଥ ରାୟପୁର ର କୋଣ ଅନୁକୋଣରେ ଭ୍ରମଣ କରିବ।ଏହି ସମୟରେ ରଥ ରାଜଧାନୀର ପ୍ରସିଦ୍ଧ ରାମ ମନ୍ଦିର, ରାଜ୍ୟପାଳ ଙ୍କର ନୀବାସ ରାଜଭବନ, ମୁଖ୍ୟମନ୍ତ୍ରୀ ଙ୍କର ନୀବାସ ଏବଂ ଜେଲ ଆଦି ଗ୍ରସ୍ତ କରିବ ।ପରବର୍ତ୍ତୀ ପର୍ଯ୍ୟାୟରେ ଏହି ରଥ ଫେବୃୟାରୀ ୨୨ ତାରିଖରୁ ଛତିଶଗଡ଼ ର ମହାସମୁନ୍ଦ ତଥା ଓଡ଼ିଶାର ରାଜଖଡ଼ିଆର  ରୋଡ଼ , କୁମନା ଓ ବରଗଡ଼ ଆଦି ଅଞ୍ଚଳ ଭ୍ରମଣ କରିବାକୁ ଯାଉଥିବା ଜଣାଯାଇଛି।
ପ୍ରତିବର୍ଷ ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ଵିତୀୟା ତିଥିରେ ପୁରୀଠାରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ।ସେହି ସମୟରେ ରଥ ଚକ ସ୍ପର୍ଶ କରିବା ମାତ୍ରେ ଜୀବନର ସମସ୍ତ ପାପ କ୍ଷୟ ଘଟିଥାଏ ବୋଲି ବିଶ୍ୱାସ ରହିଛି।କିନ୍ତୁ ରଥଯାତ୍ରା କାଳରେ ଭାରି ଭିଡ଼ ଯୋଗୁଁ ଚକକୁ ଛୁଇଁବା ଲୋକମାନଙ୍କ ପକ୍ଷରେ ସମ୍ଭବ ପର ହୋଇନଥାଏ। ଏହି ଦୃଷ୍ଟି ରୁ ଭକ୍ତଗଣ ଙ୍କର ପୁଣ୍ୟ ପ୍ରାପ୍ତି ଉଦ୍ଦେଶ୍ୟରେ ଏହି ଚକ ପରିଭ୍ରମଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ପୁରନ୍ଦର ମିଶ୍ର ସୁଚାଇଛନ୍ତି।ଏହି ଚକଯାତ୍ରା ପର୍ଯ୍ୟାୟରେ ଛତିଶଗଡ଼ ଓ ଓଡ଼ିଶାର ଲକ୍ଷାଧିକ ଶ୍ରଦ୍ଧାଳୁ ନନ୍ଦିଘୋଷ ରଥର ଚକ କୁ ଛୁଇଁବାର ପରମ ସୌଭାଗ୍ୟ ପ୍ରାପ୍ତ କରିବେ ବୋଲି ଶ୍ରୀ ମିଶ୍ର ଉଲ୍ଲେଖ କରିଛନ୍ତି।


News Comment




Photo in News

Advertisment
Lastest News
  ରାଜ୍ୟ  
ଛତାମଖନା ବନ୍ଧର କ୍ଷୟକ୍ଷତି ଘଟଣାର ନିରପେକ୍ଷ ତଦନ୍ତ ଦାବି କଲେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ   07-Aug-2026
  ଜିଲ୍ଲା  
ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟରେ କ୍ୟାନ୍ସର ସଚେତନତା କାର୍ଯ୍ୟକ୍ରମ   07-Aug-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲ ଛାତ୍ରୀ ମାନେ ରାଜ୍ୟ ସ୍ତରରେ ସମ୍ବର୍ଦ୍ଧିତ   07-Aug-2026
  ରାଜ୍ୟ  
ଅତିରିକ୍ତ ତହସିଲ ଖୋଲିବାକୁ ନେଇ ଜିଲ୍ଲାପାଳଙ୍କ ସ୍ଥାନ ପରିଦର୍ଶନ   07-Aug-2026
  ଜିଲ୍ଲା  
ଜିଲ୍ଲାପାଳଙ୍କ ଡାକ୍ତରଖାନା ପରିଦର୍ଶନ, ସ୍ବଚ୍ଛତାକୁ ନେଇ ଅସନ୍ତୋଷ ପ୍ରକାଶ କଲେ   07-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସ ଅବସରରେ ପ୍ରେରଣା ପକ୍ଷରୁ ଜିଲ୍ଲାସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା   06-Aug-2026
  ଜିଲ୍ଲା  
ସାମ୍ବାଦିକ ରାଜ କିରଣ ସିଂ ଦେଓଙ୍କ ପରଲୋକ ବିଭିନ୍ନ ମହଲରୁ ଗଭୀର ଶ୍ରଦ୍ଧାଞ୍ଜଳି   06-Aug-2026
  ଜିଲ୍ଲା  
ଆଦର୍ଶ ବିଦ୍ୟାଳୟ ରେ ଜ଼ିଲ୍ଲାପାଳ   06-Aug-2026
  ଜିଲ୍ଲା  
ବିଜେପି ର ମଣ୍ଡଳ ସ୍ତରୀୟ ମାସିକ ବୈଠକ   06-Aug-2026
  ଜିଲ୍ଲା  
ପୁରାତନ ଶୈବ ପୀଠ ବାବା ଅଷ୍ଟଶମ୍ଭୁ ମହାଦେବ ମନ୍ଦିରରେ କାଉଁରିଆ ମାନଙ୍କର ପ୍ରବଳ ଭିଡ଼ |   06-Aug-2026
ସହରବାସୀଙ୍କୁ ପୁଣି ଜଣ୍ଡିସ୍ ଭୟ ସହରବାସୀଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ଫେଲ|   06-Aug-2026
  ଜିଲ୍ଲା  
ନୂଆପଡ଼ାରେ ଅବକାରୀ ବିଭାଗ ଚଢ଼ାଉ: ବିପୁଳ ପରିମାଣର ମଦ ଓ ଖଜୁରୀ ତାଡ଼ି ଜବତ, ୫ ଗିରଫ   06-Aug-2026

You Might Also Like