-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||     

HOME   ଜିଲ୍ଲା

ଫିରିଙ୍ଗିଆ ଅଗ୍ନିଶମ କାର୍ଯ୍ୟାଳୟ ପରିସରରେ କର୍ମଚାରୀ ଙ୍କ ପାଇଁ ନିର୍ମାଣ ହୋଇଥିବା ନବନିର୍ମିତ ଆପାର୍ଟମେଣ୍ଟ ନିମ୍ନମାନର କାମ ହୋଇଥିବା ଅଭିଯୋଗ, ଆପାର୍ଟମେଣ୍ଟ କାନ୍ଥରୁ ଖସିପଡୁଛି ସିମେଣ୍ଟ ଅତଡ଼ା

13-Feb-2024



କନ୍ଧମାଳ, (ପ୍ରେରଣା ଖବର) କନ୍ଧମାଳ ଜିଲ୍ଲା ରୁ ସୁଲୋଚନା ଦିଗାଲ ଙ୍କ ରିପୋର୍ଟ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମୁଖ୍ୟାଳୟ ଠାରେ ଥିବା ଦମକଳ କେନ୍ଦ୍ର ଵା ଅଗ୍ନିଶମ କାର୍ଯ୍ୟାଳୟ ପରିସରରେ ଅଗ୍ନିଶମ ବିଭାଗ ର କର୍ମଚାରୀ ମାନଙ୍କ ରହିବା ପାଇଁ ଏକ ଆପାର୍ଟମେଣ୍ଟ ନିର୍ମାଣ କରାଯାଇଛି I ପ୍ରଥମ ତଃ ଏହି ଆପାର୍ଟମେଣ୍ଟ ଟି ର ନିର୍ମାଣ କାର୍ଯ୍ୟସରିଵା ବହୁ ବିଳମ୍ବ ହୋଇଥିବା ବେଳେ ବାହାରୁ ଚିକ୍କଣ ଓ ସୁନ୍ଦର ଦେଖାଯାଉଥିବା ଏହି ଆପାର୍ଟମେଣ୍ଟ ଟି ଅତି ନିମ୍ନ ମାନର ହୋଇଥିବା ଆପାର୍ଟମେଣ୍ଟ ରେ ରହୁଥୁବା କର୍ମଚାରୀ ମନେ ଅଭିଯୋଗ କରିଛନ୍ତି I ଗୋଟେପଟେ ଆପାର୍ଟମେଣ୍ଟ ରେ ତିଆରି ହୋଇଥିବା ଘର ଗୁଡିକ ଅତିଛୋଟ ହୋଇଥିବାରୁ କର୍ମଚାରୀ ମାନଙ୍କୁ ରହିବାରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିବା ବେଳେ ଅନ୍ୟପରେ କୋଠରୀ ମାନଙ୍କରେ ଲାଗିଥିବା କବାଟ ଝରକା ଠାରୁ ଆରମ୍ଭ କରି କାନ୍ଥରେ ମରାଯାଇଥିବା ସିମେଣ୍ଟ ପ୍ଳାଷ୍ଟର ଛାତ ସବୁ ନିମ୍ନମାନର କାମ ହୋଇଥିବା କହିଛନ୍ତି କାର୍ଯ୍ୟାଳୟ ରେ କାର୍ଯ୍ୟରତ କର୍ମଚାରୀ ମନେ I ଅନ୍ୟପଟେ ଏହି ଆପାର୍ଟମେଣ୍ଟ ର କାନ୍ଥରେ ଛୋଟିଆ କଣ୍ଟାଟିଏ ବାଡେ଼ଇଲେ କାନ୍ଥରୁ ସିମେଣ୍ଟ ଅତଡ଼ା ଖସିପଡୁଥିବା ଦେଖିବାକୁ ମିଲିଛି I ତେବେ ସୂଚନା ଯୋଗ୍ୟଯେ ଏହି ଆପାର୍ଟମେଣ୍ଟ ଟି ଗତ କୋଭିଟ ମହାମାରୀ ସମୟରେ ନିର୍ମାଣ କାମ ଆରମ୍ଭ ହୋଇ ଦିର୍ଘ ସୁଇବର୍ଷ ପରେ ଅର୍ଥାତ ଗତ ଛଅମାସ ତଳେ ସାରିଥିଲା I ନିର୍ମାଣ ସାରିବାର ଛଅ ମାସ ନପୂରୁଣୁ ଏହି ଆପାର୍ଟମେଣ୍ଟ ର ଏଭଳି ଅବସ୍ଥା ଦେଖାଦେଇଥିବାରୁ ଏହାର ସ୍ଥାୟିତ୍ୱ ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି I ତେବେ ଏହି ଆପାର୍ଟମେଣ୍ଟ ଟିକୁ ପୋଲିସ ହାଉସିଂ ବୋର୍ଡ ନିର୍ମାଣ କରିଥିବା ବେଳେ ଏହି ଆପାର୍ଟମେଣ୍ଟ ନିର୍ମାଣ ରେ ପାଖାପାଖି କୋଟିଏ ଟଙ୍କା ମଧ୍ୟ୍ୟ ଖର୍ଚ୍ଚ ହୋଇଛି I ଏବେବି ଏହି ଆପାର୍ଟମେଣ୍ଟ ର ଅନେକ ଅନୁସଙ୍ଗିକ କାର୍ଯ୍ୟ ବାକିଥିବେ ଦେଖିବାକୁ ମିଳିଛି I ତେବେ ଅଭିଯୋଗ ହେବାପରେ ଏହି ଆପାର୍ଟମେଣ୍ଟ କାମ ନିମ୍ନ ମାନର ହୋଇଥିବା ଆପାର୍ଟମେଣ୍ଟ ନିର୍ମାଣ କରିଥିବା ଠିକାଦାର ଙ୍କୁ ପଚାରିବାରୁ ଠିକାଦାର ଜଣକ ଯାହା ପଚାରିବା କଥା ଦାୟିତ୍ୱ ରେ ଥିବା ଯନ୍ତ୍ରୀ ଙ୍କୁ ପଚାରନ୍ତୁ ବୋଲି କହିବା ସହ କଟାକ୍ଷ କଲା ଭଳି କଣ୍ଟା ବାଡେ଼ଇଲେ ସିମେଣ୍ଟ ଅତଡ଼ା ଖସୁଛି ହେଲେ ସମ୍ପୂର୍ଣ ବିଲଡିଂ ଖସି ଯାଇନିତ ବୋଲି ଓଲଟା ଆମକୁ ପ୍ରଶ୍ନ କରିଥିଲେ I ତବେ ସମ୍ପୃକ୍ତ ଠିକାଦାର ଙ୍କ ଏଭଳି ମନ୍ତବ୍ୟ ହାସ୍ୟାସ୍ପଦ ଭଳି ମନେ ହେଉଥିବା ବେଳେ ଏଭଳି ଉତ୍ତର ରୁ ସ୍ପଷ୍ଟ ପ୍ରମାଣିତ ହେଉଛି କି ନିର୍ମାଣ ହୋଇଥିବା ଏହି ଆପାର୍ଟମେଣ୍ଟ କାମ ଟି ନିଶ୍ଚିତ ଭାବରେ କିଛିନାକିଛି ତ୍ରୁଟି ରହିଛି I ଯାହାକି ତଦନ୍ତ ସାପେକ୍ଷ ବୋଲି ସାଧାରଣ ରେ ମତ ପ୍ରକାଶ ପାଇଛି I


News Comment




Photo in News

Advertisment
Lastest News
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026
  ଜିଲ୍ଲା  
*ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   24-Sep-2026
  ଜିଲ୍ଲା  
ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    24-Sep-2026
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026

You Might Also Like