-+91-9937148622 |

prerana_bgr@rediffmail.com |

  Thursday 13th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଡାବୁଗାଁ ରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (13-Aug-2026)       ||      ସାମ୍ବାଦିକତା କ୍ଷେତ୍ରରେ ଅବଦାନ ପାଇଁ ଶରତ ମହାକୁରଙ୍କୁ ସମ୍ମାନ   (13-Aug-2026)       ||      ମାଁ ଦ୍ୱାରସେହ୍ନୀ ମନ୍ଦିରରୁ ଚୋରୀ , ଦେବୀ ଙ୍କ ଆଦେଶ ରେ ପୁଣି ମନ୍ଦିର ପ୍ରତିଷ୍ଠା    (13-Aug-2026)       ||      ଜିଲ୍ଲା ଶିଶୁ ସୁରକ୍ଷା କର୍ମୀଙ୍କୁ ମାନସିକ ସ୍ଵାସ୍ଥ୍ୟ ପ୍ରଶିକ୍ଷଣ।   (12-Aug-2026)       ||      ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (12-Aug-2026)       ||      ଲୋକାର୍ପିତ ହେଲା ୪ଟି ଇଭି ମଶା ନିବାରଣ ଗାଡ଼ି ଓ ଆନିମାଲ୍ସ ରେସ୍କ୍ୟୁ ଭେହିକିଲ୍    (12-Aug-2026)       ||      ଆରଏମସି ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ    (12-Aug-2026)       ||      ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ   (12-Aug-2026)       ||      ଚତୁର୍ଥ ଦିନରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ କାର୍ଯ୍ୟକ୍ରମ   (12-Aug-2026)       ||      ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   (12-Aug-2026)       ||      ଇନୋଭେସନ ଓ ଷ୍ଟାର୍ଟଅପ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ   (12-Aug-2026)       ||      ସ୍ୱର୍ଗତ ବଳରାମ ବାଗ ଙ୍କ ଅମର ଆତ୍ମାର ସତ୍ ଗତି ପାଇଁ ଶୋକସଭା ଅନୁଷ୍ଠିତ   (12-Aug-2026)       ||      ଖରିଆର ରୋଡରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   (11-Aug-2026)       ||      ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   (11-Aug-2026)       ||      ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା    (11-Aug-2026)       ||      ମଧ୍ୟପୁର ପଞ୍ଚାୟତରେ ଆବାସ ନାଁ ରେ ଟଙ୍କା ଆଦାୟ    (11-Aug-2026)       ||      ତୁଷରା ଶାଖା ଗସ୍ତରେ ପହଞ୍ଚିଲେ ୟୁପିଏମଏସ୍‌ର ପ୍ରାନ୍ତୀୟ ଓ ଜୋନାଲ ପଦାଧିକାରୀ   (11-Aug-2026)       ||      ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   (11-Aug-2026)       ||      ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   (11-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   (11-Aug-2026)       ||     

HOME   ଜିଲ୍ଲା

ସୋନଗଡ ନଦୀରେ ବ୍ୟାରେଜ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଦେଓଗାଁ ବ୍ଲକଅଧ୍ୟକ୍ଷା

20-Dec-2020



ବଲାଙ୍ଗୀର,(ପ୍ରେରଣା ଖବର)-ବଲାଙ୍ଗୀର ଜିଲ୍ଲାର ମରୁଡିପ୍ରପିଡିତ ଦେଓଗାଁ ବ୍ଲକ ଓ ସଦରବ୍ଲକର ୩୨୦୦ ଏକର ଜମିକୁ ଜଳସେଚିତ କରିବାକୁ ଥିବା ପ୍ରସ୍ତାବିତ ସୋନଗଡ ବ୍ୟାରେଜ କରାଇବାକୁ ଦାବି ହେଉଛି । ଦେଓଗାଁ ବ୍ଲକ ଅଧ୍ୟକ୍ଷା ରୀନା ମେହେର ଏହି ପ୍ରକଲ୍ପ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ରଲେଖି ଏହି ଦାବି କରିଛନ୍ତି । ସେ ଦାବି କରିଛନ୍ତି ଯେ,ଦେଓଗାଁ ବ୍ଲକ ଓ ସଦର ବ୍ଲକ ଦେଇ ସୋନଗଡ ନଦୀ ବହିଯାଇଛି କିନ୍ତୁ ଏହାର ଜଳକୁ ସଠିକ ଉପଯୋଗ କରାଯାଇ ପାରୁନାହିଁ । ଏପଟେ ଏହି ସବୁ ଅଞ୍ଚଳରେ ପ୍ରାୟ ମରୁଡି ହୋଇ ଚାଷୀଙ୍କ ଅର୍ôଥକସ୍ଥିତି ଖରାପ ହେଉଛି । ସୋନଗଡ ନଦୀରେ ଅନ୍ତର୍ଲା ଓ ଭୁତିଆରବାହାଲ ମଝିରେ ଏକ ବ୍ୟାରେଜ ନିର୍ମାଣ କରି ଚାଷିଙ୍କ ଜମିକୁ ଜଳସେଚିତ କରିବାକୁ ସର୍ଭେ ହୋଇସାରିଛି । କ୍ଷୁଦ୍ରଜଳସେଚନ ବିଭାଗ ଏହାର ଏକ ଡିଟେଲ୍ଡ ପ୍ରୋଜେକ୍ଟ ରିପୋର୍ଟ ମଧ୍ୟ ପ୍ରସ୍ତୁତ କରି ସରକାରଙ୍କୁ ଦେଇସାରିଛନ୍ତି । ବୈଷୟିକ କମିଟି କ୍ଷେତ୍ର ପରିଦର୍ଶନ କରି ଗତ ୨୭.୮.୨୦୧୯ରେ ଅନୁଷ୍ଠିତ ୯୯ତମ ବୈଷୟିକ ପରାମର୍ଶଦାତା କମିଟି ବୈଠକ(ଟିଏସିି)ରେ ଅନୁମୋଦନ କରିଛି । ବଲାଙ୍ଗୀର କ୍ଷୁଦ୍ରଜଳସେଚନ ଡିଭିଜନ ପକ୍ଷରୁ ତାଙ୍କ ପତ୍ରସଂଖ୍ୟା-୭୩୫ ତା.୨୮.୨.୨୦୨୦ରେ କେବିକେ ସର୍କଲ ଭବାନୀପାଟଣାର ଅଧିକ୍ଷଣ ଯନ୍ତ୍ରୀ ଙ୍କୁ ଡିପିଆର ପ୍ରଦାନ କରାଯାଇଛି । ସେହିପରି ଅଧିକ୍ଷଣ ଯନ୍ତ୍ରୀ ତାଙ୍କ ପତ୍ରସଂଖ୍ୟା ୪୩୫ତା.୪.୩.୨୦୨୦ରେ କ୍ଷୁଦ୍ରଜଳସେଚନ ବିଭାଗର ମୁଖ୍ୟଯନ୍ତ୍ରୀଙ୍କୁ ପଠାଇଛନ୍ତି । ସେହି ଡିପିଆରକୁ ମୁଖ୍ୟଯନ୍ତ୍ରୀ ଜଳସେଚନ ବିଭାଗର ଇନଞ୍ଜିନିୟରିଂ ଇନଚିଫଙ୍କୁ ପ୍ରଦାନ କରିସାରିଛନ୍ତି । ଏହି ପ୍ରସ୍ତାବରେ ଉଲ୍ଲେଖ ରହିଛି ଯେ,ସୋନଗଡର ଏହି ପ୍ରକଲ୍ପ ହେଲେ ସଦର ବ୍ଲକର ଭୁତିଆରବାହାଲ,ନାରାୟଣପୁର,ନୁନିଆଁଢିପା,କଠୁୁର୍ଲା ଓ ଦେଓଗାଁ ବ୍ଲକର ଅପାମରା,ସାରସମାଲ,ସିଲେଟକାନୀ,ବଡବନ୍ଧ,ସିକୁଆଁ,କୁତୁର୍ଲା,ପିପିଲପଦର,ଚୋରମରା,କନକପୁର, ଅର୍ଡା,ଗାଇବାହାଲ,ଜୁର୍ଲାକାନୀ,କଛାରପାଲି,ଦେଓଗାଁ,ହାତିସରା ଇତ୍ୟାଦି ଗ୍ରାମର ଚାଷଜମିକୁ ସିଧାସଳଖ ଜଳସେଚନ କରାଯାଇ ପାରିବ । ଏହା ସହିତ ପ୍ରକଲ୍ପର ଉପରମୁଣ୍ଡର ଅନ୍ତର୍ଲା,ଛତାପିପଲ,ସନ୍ଧିଜୋର,ଡଙ୍ଗରପଡା,ବନ୍ଧପଡା,ଟେପରେନ

ଇତ୍ୟାଦି ଗ୍ରାମର ଚାଷିମାନେ ଉଠାଜଳସେଚନ ପଏଣ୍ଟ ମାଧ୍ୟମରେ ତାଙ୍କର ଜମିକୁ ମଧ୍ୟ ଜଳସେଚିତ କରିପାରିବେ । ଗତ ୨୧.୧୦.୨୦୨୦ରେ ଏନେଇ ଦେଓଗାଁ ସମିତି ବୈଠକରେ ସର୍ବସମ୍ମତିରେ ଏହି ପ୍ରକଲ୍ପ ପାଇଁ ପ୍ରସ୍ତାବ ମଧ୍ୟ ପାରିତ ହୋଇଛି । ତେଣୁ ମୋଟରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଏହି ଅଞ୍ଚଳର ପ୍ରାୟ ୪୦୦୦ ହେକ୍ଟର ଜମିକୁ ଜଳସେଚିତ କରିବାକୁ ଥିବା ପ୍ରକଲ୍ପକୁ ପ୍ରଧାନ୍ୟତା ଦେଇ ସୋନଗଡ ନଦୀରେ ବ୍ୟାରେଜ ନିର୍ମାଣ କରାଇବାକୁ ଦେଓଗାଁ ବ୍ଲକଅଧ୍ୟକ୍ଷା ଶ୍ରୀମତି ରୀନା ମେହେର ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦାବି କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଚିଠିର ଏକକିତା ଲେଖାଏଁ ନକଲ ଜଳସଂପଦ ବିଭାଗର ମନ୍ତ୍ରୀ ରଘୁନନ୍ଦନ ଦାସ,ଜଳସଂପଦ ବିଭାଗର ଶାସନ ସଚିବ,ଇନଞ୍ଜିନିୟରିଂ ଇନଚିଫ,ଭବାନୀପାଟଣା ଅଧିକ୍ଷଣ ଯନ୍ତ୍ରୀଙ୍କୁ ମଧ୍ୟ ପଠାଇଛନ୍ତି । 


News Comment




Photo in News

Advertisment
Lastest News
  ଜିଲ୍ଲା  
ଡାବୁଗାଁ ରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ   13-Aug-2026
  ଜିଲ୍ଲା  
ସାମ୍ବାଦିକତା କ୍ଷେତ୍ରରେ ଅବଦାନ ପାଇଁ ଶରତ ମହାକୁରଙ୍କୁ ସମ୍ମାନ   13-Aug-2026
  ରାଜ୍ୟ  
ମାଁ ଦ୍ୱାରସେହ୍ନୀ ମନ୍ଦିରରୁ ଚୋରୀ , ଦେବୀ ଙ୍କ ଆଦେଶ ରେ ପୁଣି ମନ୍ଦିର ପ୍ରତିଷ୍ଠା   13-Aug-2026
  ଜିଲ୍ଲା  
ଜିଲ୍ଲା ଶିଶୁ ସୁରକ୍ଷା କର୍ମୀଙ୍କୁ ମାନସିକ ସ୍ଵାସ୍ଥ୍ୟ ପ୍ରଶିକ୍ଷଣ।   12-Aug-2026
  ଜିଲ୍ଲା  
ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   12-Aug-2026
  ଜିଲ୍ଲା  
ଲୋକାର୍ପିତ ହେଲା ୪ଟି ଇଭି ମଶା ନିବାରଣ ଗାଡ଼ି ଓ ଆନିମାଲ୍ସ ରେସ୍କ୍ୟୁ ଭେହିକିଲ୍    12-Aug-2026
  ଜିଲ୍ଲା  
ଆରଏମସି ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   12-Aug-2026
  ଜିଲ୍ଲା  
ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ   12-Aug-2026
  ଜିଲ୍ଲା  
ଚତୁର୍ଥ ଦିନରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ କାର୍ଯ୍ୟକ୍ରମ   12-Aug-2026
  ଜିଲ୍ଲା  
ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   12-Aug-2026
  ଜିଲ୍ଲା  
ଇନୋଭେସନ ଓ ଷ୍ଟାର୍ଟଅପ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ   12-Aug-2026
  ଜିଲ୍ଲା  
ସ୍ୱର୍ଗତ ବଳରାମ ବାଗ ଙ୍କ ଅମର ଆତ୍ମାର ସତ୍ ଗତି ପାଇଁ ଶୋକସଭା ଅନୁଷ୍ଠିତ   12-Aug-2026

You Might Also Like