-+91-9937148622 |

prerana_bgr@rediffmail.com |

  Wednesday 10th June 2026 |

| | | |

R.N.I. Regd No. ODIODI/2010/46693

Breaking News

ଅବ୍ୟବସ୍ଥା ଘେରରେ ଥିବା ଅସ୍ଥାୟୀ ବସଷ୍ଟାଣ୍ଡ କୁ ଅଚାନକ ପରିଦର୍ଶନ କଲେ ସୁବର୍ଣ୍ଣପୁର ଜିଲ୍ଲାପାଳ   (10-Jun-2026)       ||      ନୂଆପଡ଼ାରେ ମିଶନ ଶକ୍ତି ଓ ଓଡ଼ିଶା ଜୀବିକା ମିଶନ ସମୀକ୍ଷା ବୈଠକ: ୫ ବ୍ଲକରେ ୧୦୦ ମହା ଲକ୍ଷପତି ଦିଦି ସୃଷ୍ଟି ପାଇଁ ଜିଲ୍ଲାପାଳଙ୍କ ଆହ୍ୱାନ   (10-Jun-2026)       ||      ସ୍ୱତନ୍ତ୍ର ସଘନ ସଂଶୋଧନ ୨୦୨୬, ଘରେ ଘରେ ପହଞ୍ଚୁଛନ୍ତି ବି. ଏଲ. ଓ    (09-Jun-2026)       ||      ବରଗଡ଼ ରେ ଅଭାବନୀୟ ଘଟଣା ଚିକିତ୍ସା ଅବହେଳାରେ ମହିଳାଙ୍କ ମୃତ୍ୟୁ ଅଭିଯୋଗ♦️ ବରଗଡ଼ ପୁରୋହିତ ହସ୍ପିଟାଲ ସାମନାରେ ଶବ ରଖି ରାସ୍ତାରୋକ    (09-Jun-2026)       ||      *ଶିକ୍ଷା ସମ୍ମାନରେ ବିଶ୍ୱବିଦ୍ୟାଳୟ ଟପ୍ପର ହେଲେ ସିଦ୍ଧାର୍ଥ ମହାବିଦ୍ୟାଳୟର ଛାତ୍ର ସତ୍ୟନାରାୟଣ ଭୁଏ*   (09-Jun-2026)       ||      OPSC ପରୀକ୍ଷାରେ କପି ଅଭିଯୋଗର ଖୋଳତାଡ଼   (09-Jun-2026)       ||      ବିଜେଡି ଦଳ ପକ୍ଷରୁ ନାରୀ ଅଧିକାର ଅଭିଯାନ କାର୍ଯ୍ୟକ୍ରମ   (09-Jun-2026)       ||      ଜାତୀୟରାଜପଥ-୨୬ରେ ଟ୍ରକଚାପାରେ ମାଆଝିଅ ମୃତ,ସହରରେ ଶୋକରଛାୟା   (09-Jun-2026)       ||      ଆଲୁମିନିୟମ ତାର ଚୋରୀ ଅଭିଯୋଗରେ ୬ ଜଣ ଗିରଫ ପରେ କୋର୍ଟ ଚାଲାଣ   (09-Jun-2026)       ||      *ପ୍ରତି ଗାଁ ପ୍ରତି ଘର କୁ ଯୋଗ ର ବାର୍ତା ପହଞ୍ଚାଇବା କୁ ପରାମର୍ଶ କଲେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ*- *ରଘୁନାଥ ଜଗଦଲା*-   (09-Jun-2026)       ||      ଓଜେଇଇ-୨୦୨୬ ପରୀକ୍ଷାରେ ଯୁବୋଦୟ କଲେଜର ଅଭୂତପୂର୍ବ ସଫଳତା   (09-Jun-2026)       ||      ଯୁବ ସମାବେଶ ନେଇ ଆମପାଣି ମଣ୍ଡଳ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ପ୍ରସ୍ତୁତି ବୈଠକ   (09-Jun-2026)       ||      ଭେଡେନ ବ୍ଲକ ବରିଷ୍ଠ ନାଗରିକ ପୁନର୍ଗଠନ   (09-Jun-2026)       ||      ଟ୍ରକ ଚକା ତଳେ ଜୀବନ ଗଲା ♦️ସ୍କୁଟି ରେ ଯାଉଥିବା ମା ଝିଅ ଟ୍ରକ ଚକା ତଳେ ଚାପି ହୋଇ ମୃତ, ଘଟଣାସ୍ଥଳ ରେ ଶୋକାକୁଳ ପରିବେଶ    (09-Jun-2026)       ||      ବରପାଲି ଶୀତଳ ଷଷ୍ଠୀ ଯାତ୍ରା - ବରଗଡ଼ ଏସ.ପିଙ୍କ ଅଧ୍ୟକ୍ଷତା ରେ ବୈଠକ ।   (09-Jun-2026)       ||      ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୨୭ଟି ଦରଖାସ୍ତ ଗ୍ରହଣ   (09-Jun-2026)       ||      ସ୍ୱର୍ଗତ ଅବନୀ ମୋହନ ଥିଲେ ତ୍ୟାଗ ଓ ଆଦର୍ଶର ପ୍ରତୀକ♦️ ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ଅବନୀମୋହନ ଦାସଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ବିଶିଷ୍ଟ ବ୍ୟକ୍ତିଙ୍କ ମତ    (09-Jun-2026)       ||      ଏସ ଆଇ ଏଚ ଏମ୍ ରେ ନାମ ଲେଖାଇଲେ ୩ ଜଣ ଛାତ୍ରଛାତ୍ରୀ।   (08-Jun-2026)       ||      ଦୁର୍ଘଟଣାରେ ଆହତଙ୍କୁ ଡାକ୍ତରଖାନା ପଠାଇଲେ ରେଡକ୍ରସ ସ୍ବେଛାସେବୀ ସତ୍ୟନାରାୟଣ    (08-Jun-2026)       ||      ବଡ଼ଚଣା ବ୍ଲକ୍ କାର୍ଯ୍ଯାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର   (08-Jun-2026)       ||     

HOME   ଜିଲ୍ଲା

ସୋନପୁର ପୌର ପରିଷଦ ପକ୍ଷ ରୁ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଟିତ*- *ଉଦ୍ଘାଟନ କଲେ ଜିଲ୍ଲାପାଳ*--

06-Feb-2024



ସୋନପୁର ( ମନୋରଞ୍ଜନ ତ୍ରିପାଠୀ )
 ସୋନପୁର ପୌରପରିଷଦ ତରଫରୁ ନୂଆଁ ଓ କାର୍ଯ୍ୟକ୍ରମ ରେ ସୋନପୁର ନିଉଁ ଟାଉନ ଠାରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ମହା ସମାରୋହ ରେ ପାଳନ ହୋଇଯାଇଛି | ମୁଖ୍ୟ ଅତିଥି ଭାବରେ ନୂତନ ଜିଲ୍ଲାପାଳ ଅନ୍ୟା ଦାଶ,( ଆଇ ଏ ଏସ ) ଓ ସମ୍ମାନିତ ଅତିଥି ମୁନ୍ସିପାଲଟି ଅଧ୍ୟକ୍ଷ୍ୟା ତlମସୀ ତlମସ୍ମିତା ନାୟକ,ଶିକ୍ଷାବିତ୍ ଗବେଷକ ବ୍ରଜକିଶୋର ଦାନୀ, ପୌରପାରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଇଂ ମନୋରଞ୍ଜନ ପଣ୍ଡା, ମୁଖ୍ୟବକ୍ତା ଓଡ଼ିଆ ଅଧ୍ୟାପକ ଧର୍ମଶାଳା ମହାବିଦ୍ୟାଳୟ ଡ, ପୁରୁଷୋତ୍ତମ ମିଶ୍ର ଯୋଗଦେଇଥିଲେ |ଜିଲ୍ଲା ର ବିଶିଷ୍ଟ କବି ଲେଖକ ଗବେଷକ ଗୋରେଖନାଥ ସାହୁ, ବ୍ରଜକିଶୋର ଦାନୀ,ଡ ଜ୍ୟୋତିରଞ୍ଜନ ବହିଦାର,ଡ ସୌରଭ ରଂଜନ ଖମାରି, ଡ ,ଦେବାଶିଷ ପାଣ୍ଡିଆ, ଶ୍ରୀଧର ବାଘ, ଆର୍ତ୍ତ ତ୍ରାଣ ବାବୁ ପ୍ରଦ୍ୟୁମ୍ନ ସାହୁ, ସୁଦାମ ନାଏକ ରଂଜିତା ପଣ୍ଡl  , ସସ୍ମିତା ମେହେର ଙ୍କୁ ମାନପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ଜିଲ୍ଲାପାଳ ଙ୍କ ଦ୍ଵାରା ସମ୍ମର୍ଦ୍ଧିତ କରାଯାଇଥିଲା | ସି ଆର ସି ସି ବ୍ରତାନନ୍ଦ ଭୋଇ ସଭାକାର୍ଯ୍ୟ ପରିଚାଳନା କରିଥିବାବେଳେ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଇଂ ମନୋରଂଜନ ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵl ବଧlନ ରେ ଏହି କାର୍ଯ୍ୟକ୍ରମ କୁ ପରିଚଳନl କରାଯାଇଥିଲl l ଶେଷରେ ଈଂ ଶ୍ରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।ସରସ୍ବତୀ ଶିଶୁଵିଦ୍ୟାମନ୍ଦିର ଛାତ୍ରୀ ମାନେ ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ କରିଥିଲେ l ଛାତ୍ରୀ ଅନୁସୂୟା ମେହେର ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ l  ପ୍ରବନ୍ଧ, ବିତର୍କ ଇତ୍ୟାଦି ପ୍ରତିଯୋଗିତା ର କୃତୀଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l  ପୌରପରିଷଦ ର ସମସ୍ତ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ । ସ୍କୁଲ କଲେଜ ଛାତ୍ର ଛାତ୍ରୀ ମାନଙ୍କୁ  ଓଡ଼ିଆ ପୁସ୍ତକ ବଣ୍ଟନ କରାଯାଇଥିଲl l


News Comment




Photo in News

Advertisment
Lastest News
  ଜିଲ୍ଲା  
ଅବ୍ୟବସ୍ଥା ଘେରରେ ଥିବା ଅସ୍ଥାୟୀ ବସଷ୍ଟାଣ୍ଡ କୁ ଅଚାନକ ପରିଦର୍ଶନ କଲେ ସୁବର୍ଣ୍ଣପୁର ଜିଲ୍ଲାପାଳ   10-Jun-2026
  ଜିଲ୍ଲା  
ନୂଆପଡ଼ାରେ ମିଶନ ଶକ୍ତି ଓ ଓଡ଼ିଶା ଜୀବିକା ମିଶନ ସମୀକ୍ଷା ବୈଠକ: ୫ ବ୍ଲକରେ ୧୦୦ ମହା ଲକ୍ଷପତି ଦିଦି ସୃଷ୍ଟି ପାଇଁ ଜିଲ୍ଲାପାଳଙ୍କ ଆହ୍ୱାନ   10-Jun-2026
  ଜିଲ୍ଲା  
ସ୍ୱତନ୍ତ୍ର ସଘନ ସଂଶୋଧନ ୨୦୨୬, ଘରେ ଘରେ ପହଞ୍ଚୁଛନ୍ତି ବି. ଏଲ. ଓ   09-Jun-2026
  ରାଜ୍ୟ  
ବରଗଡ଼ ରେ ଅଭାବନୀୟ ଘଟଣା ଚିକିତ୍ସା ଅବହେଳାରେ ମହିଳାଙ୍କ ମୃତ୍ୟୁ ଅଭିଯୋଗ♦️ ବରଗଡ଼ ପୁରୋହିତ ହସ୍ପିଟାଲ ସାମନାରେ ଶବ ରଖି ରାସ୍ତାରୋକ   09-Jun-2026
  ଜିଲ୍ଲା  
*ଶିକ୍ଷା ସମ୍ମାନରେ ବିଶ୍ୱବିଦ୍ୟାଳୟ ଟପ୍ପର ହେଲେ ସିଦ୍ଧାର୍ଥ ମହାବିଦ୍ୟାଳୟର ଛାତ୍ର ସତ୍ୟନାରାୟଣ ଭୁଏ*   09-Jun-2026
  ଜିଲ୍ଲା  
OPSC ପରୀକ୍ଷାରେ କପି ଅଭିଯୋଗର ଖୋଳତାଡ଼   09-Jun-2026
  ଜିଲ୍ଲା  
ବିଜେଡି ଦଳ ପକ୍ଷରୁ ନାରୀ ଅଧିକାର ଅଭିଯାନ କାର୍ଯ୍ୟକ୍ରମ   09-Jun-2026
  ଜିଲ୍ଲା  
ଜାତୀୟରାଜପଥ-୨୬ରେ ଟ୍ରକଚାପାରେ ମାଆଝିଅ ମୃତ,ସହରରେ ଶୋକରଛାୟା   09-Jun-2026
  ଜିଲ୍ଲା  
ଆଲୁମିନିୟମ ତାର ଚୋରୀ ଅଭିଯୋଗରେ ୬ ଜଣ ଗିରଫ ପରେ କୋର୍ଟ ଚାଲାଣ   09-Jun-2026
  ଜିଲ୍ଲା  
*ପ୍ରତି ଗାଁ ପ୍ରତି ଘର କୁ ଯୋଗ ର ବାର୍ତା ପହଞ୍ଚାଇବା କୁ ପରାମର୍ଶ କଲେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ*- *ରଘୁନାଥ ଜଗଦଲା*-   09-Jun-2026
  ଜିଲ୍ଲା  
ଓଜେଇଇ-୨୦୨୬ ପରୀକ୍ଷାରେ ଯୁବୋଦୟ କଲେଜର ଅଭୂତପୂର୍ବ ସଫଳତା   09-Jun-2026
  ଜିଲ୍ଲା  
ଯୁବ ସମାବେଶ ନେଇ ଆମପାଣି ମଣ୍ଡଳ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ପ୍ରସ୍ତୁତି ବୈଠକ   09-Jun-2026

You Might Also Like