-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
05-Feb-2024
ନବରଙ୍ଗପୁର (:ମିହିର ଶଙ୍କର ପାତ୍ର) ଫେବୃୟାରୀ ୨୨ରେ ମାଘ ମଣ୍ଡେଇ ଡାବୁଗାଁ ରେ ଅନୁଷ୍ଠିତ ହେବ । ପାରମ୍ପରିକ ବୈଠକ ବେହେରନ୍ ରେ ନିଆଗଲା ନିଷ୍ପତ୍ତି। ଏମ୍ ଅପା ରାଓ, ଦେବରାଜ ପାତ୍ର, ସତ୍ୟ ରଞ୍ଜନ ପାତ୍ର, ଜୟନ୍ତ କୁମାର ପାତ୍ର, କୈଳାସ ବିଷୟୀ, ବିନୋଦ ସୌରା, ବିଶ୍ଵ ରଞ୍ଜନ ପାତ୍ର, ମିହିର ଶଙ୍କର ପାତ୍ର,ରାମ କୁମାର ଗଣ୍ଡ, ଗୁପ୍ତ ବିଷୟୀ,ଜଗନ୍ନାଥ ଦେଲି ,ରାଜୁ ରେଲି,ମନୁ ରେଲି, ଭୈରବ ରାଓ, ପୂର୍ଣ୍ଣ ପୂଜାରୀ, ପାପନା ରେଲି, ତାରିଣୀ ରେଲି, ଅରୁଣ ହରିଜନ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ବିଧିବଦ୍ଧ ଭାବେ ବିନୋଦ ସୌରା ସଭାପତି, ସତ୍ୟ ରଞ୍ଜନ ପାତ୍ର ଉପ ସଭାପତି, ରାମ କୁମାର ଗଣ୍ଡ ସଂପାଦକ, ସୁରେନ୍ଦ୍ର ରେଲି ସହ ସଂପାଦକ ଓ ଆର୍ ଶଙ୍କର ରାଓ କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଥିଲେ । ଏହି ବୈଠକରେ,ଉମୁରାହାଣ୍ଡି,ଡାବୁଗାଁ,ଡଙ୍ଗରିଗୁଡା, ଜୟନ୍ତୀ ନଗର ଏବଂ ବୋରିପଦର ପ୍ରମୁଖ ବ୍ୟକ୍ତିମାନେ ଯୋଗ ଦେଇଥିଲେ।