-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||     

HOME   ଜିଲ୍ଲା

ଅଲ୍ଇଣ୍ଡିଆ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ପାଇଁ ପ୍ରଯୋଜକ ଙ୍କୁ ଟିମ୍ ବଣ୍ଟନ*-

03-Feb-2024



ସୋନପୁର ( ମନୋରଞ୍ଜନ ତ୍ରିପାଠୀ )
 ସୋନପୁର ରାମଧୂନ୍ କ୍ଲବ୍ ଦ୍ବାରା ଆୟୋଜିତ ହେବାକୁ ଥିବା ୧୫ ତମ ଅଲ୍ ଇଣ୍ଡିଆ ଫୁଟବଲ୍ ଟୁର୍ଣlମେଣ୍ଟ  ପାଇଁ ଆଜି ଜିଲ୍ଲା କ୍ରୀଡା ସଂଘ ଅଫିସ୍ ଗାନ୍ଧୀ ଷ୍ଟାଡିୟମ ଠାରେ ଫ୍ରାଞ୍ଚାଇଜ୍ (ପ୍ରlଯୋଜକ) ମାନଙ୍କୁ ଲଟେରୀ ମାଧ୍ୟମ ରେ ଟିମ ଡିଷ୍ଟ୍ରିବୁସନ୍ କରାଯାଇଥିଲl l ସଭା ଓ ଲଟେରୀ କାର୍ଯ୍ୟକ୍ରମ କୁ ରାମଧୁନ କ୍ଲବ୍ ର ଉପଦେଷ୍ଟl ତଥା କ୍ରୀଡାସଂଘ ଉପ- ସଭାପତି ଚିତ୍ତ ରଞ୍ଜନ ତରାସିଆ  ପରିଚାଳନା କରିଥିବା ବେଳେ କ୍ଲବ୍ ର ସମ୍ପାଦକ ପୀୟୂଷ ପଣ୍ଡା ପ୍ରଯୋଜକ ଙ୍କ ପରିଚୟ ପ୍ରଦାନ୍ କରି ସ୍ଵାଗତ କରିଥିଲେ l ଲଟେରୀ ମାଧ୍ୟମ ରେ ସୋନପୁର ର ଅର୍ଜ୍ଜୁନ ରିଶୋର୍ଟ ସଂସ୍ଥା ର ପ୍ରୋପାଇଟର ଗୌତମ ସାହୁ କିଶୋର କ୍ଲବ୍ ଭୁବନେଶ୍ୱର କୁ ଚୟନ କରିଥିବା ବେଳେ ସଂସ୍କାର ଏଗ୍ରୋ ସଂସ୍ଥା ପ୍ରୋପାଇଟର ଲୋକନାଥ ରଥ ବରଗଡ ୟୁନାଇଟେଡ ସ୍ପୋର୍ସ କ୍ଲବ୍ କୁ ଚୟନ କରିଛନ୍ତି l ସୋନପୁର ନାଇସେଟ ସଂସ୍ଥା ପ୍ରୋପାଇଟର ରମଣ ପ୍ରଧାନ ଭୁବନେଶ୍ୱର ଜଗା ୟୁନାଇଟେଡ଼ କୁ ଚୟନ କରିଥିବା ବେଳେ ମା ବଗଳl ଜ୍ୱେଲର ପ୍ରୋପାଇଟର ରୂପେଶ ଅଗ୍ରୱାଲା କଲିକତା ବେଲଘରିଆ ଏଥଲେଟିକ କ୍ଲବ୍ କୁ ଚୟନ କରିଛନ୍ତି l ସୋନପୁର ଯତୀନ ଫାଇଟର୍ସ ପ୍ରୋପାଇଟର ହରିହର ପଟ୍ଟନାୟକ ରିଭର୍ସ କ୍ଳବ୍ କଟକ କୁ ଚୟନ କରିଥିବା ବେଳେ ମହାନଦୀ ଧାରା ଶିକ୍ଷାନୁଷ୍ଠାନ ର ପ୍ରୋପାଇଟର ପ୍ଲାବନ ମହାପାତ୍ର ପି ୱା ସି ସୁନାବେଡ଼ା ଦଳ କୁ ଚୟନ କରିଥିଲେ l ହୋତା ମୋଟର୍ସ ପ୍ରୋପାଇଟର ଯୋଗେନ୍ଦ୍ର ହୋତା ବିହାର ର ମା କାମାକ୍ଷା କ୍ଳବ୍ ବକ୍ସର୍ସ କ୍ଳବ୍ କୁ ଚୟନ କରିଥିବା ବେଳେ ସୋନପୁର ର ଆଲ୍ଫା ଏଜୁକେଶନ ସଂସ୍ଥା ସୋନପୁର ରାମଧୂନ୍ କ୍ଳବ୍ କୁ ଚୟନ କରି ଏହି ଟୁର୍ଣ୍ଣlମେଣ୍ଟ ର ପ୍ରୟାସ କୁ ପ୍ରଶଂସା କରିଥିଲେ ଓ ଏହା କୁ ସଫଳ କରିବାକୁ ସମସ୍ତ ସହଯୋଗ କରିବାକୁ ପ୍ରତିଶୁତି ଦେଇ ଥିଲେ l

କୋଷାଧ୍ୟକ୍ଷ ବିକାଶ ପଣ୍ଡା କ୍ଲବ ଓ ଟର୍ଣ୍ଣlମେଣ୍ଟ ର ଆଭିମୁଖ୍ୟ ଉପରେ ବିସ୍ତାର ଭାବେ ବୁଝାଇଥିବl ବେଳେ କ୍ଲବ ର ମିଡ଼ିଆ କୋଡ଼ିନେଟର ମନୋରଞ୍ଜନ ତ୍ରୀପାଠୀ ଧନ୍ୟବାଦ୍ ଅର୍ପଣ କରିଥିଲେ l କ୍ରୀଡାବିତ ପୂରୁଶୋତ୍ତମ୍ ପାଣିଗ୍ରାହୀ, ସତ୍ୟ ନାରାୟଣ ରାଓ, କୃଷ୍ଣ ଚନ୍ଦ୍ର ବାଗ, ଆଦିତ୍ୟ ଦାନୀ, ଦିଲ୍ଲିପ ଗରୁ, ବଳରାମ ପଟ୍ଟନାୟକ, କମଳା ସାହୁ, କଲିମ୍ ମହମ୍ମଦ,  କ୍ଲବ୍ ସଭାପତି ରଞ୍ଜୁ ସାହୁ, ବୁବୁନ ନାଏକ୍ , ସୁରଜ୍ ସାହୁ, ସୁମନ ସାହୁ, ରବି ଦେହୁରୀ ପ୍ରମୁଖ ସମସ୍ତ ସଦସ୍ୟ ସହଯୋଗ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026

You Might Also Like