-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
30-Jan-2024
କଣ୍ଟାମାଳ, (ପ୍ରେରଣା ଖବର) ପଞ୍ଚାୟତ କଲେଜ କଣ୍ଟାମାଳ ରେ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ, ନୂଆଁ ଓ ଦ୍ଵାରା ବିଭିନ୍ନ ଓଡ଼ିଆ ପ୍ରତିଯୋଗିତା କଲେଜ୍ ର ଅଧକ୍ଷ ତଥା ମୂଖ୍ୟ ନୋଡାଲ ଅଫିସର୍ ଶ୍ରୀମତୀ ପ୍ରଭାସିନୀ ଖଟୁଆ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ! ଏହି ପ୍ରତିଯୋଗିତାରେ ମୁଖ୍ୟ ବିଚାରକ ଭାବରେ ବଂଶୀଧର କର୍ମୀ, (ଅବସରପ୍ରାପ୍ତ ଶିକ୍ଷକ ,)ଓଡ଼ିଆ ଅଧ୍ୟାପିକା ପଦ୍ମିନୀ ମିଶ୍ର, (ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପଲଶା ଗୋରା) ,ଯୋଗ ଦାନ କରିଥିଲେ, ଏବଂ ଏହି ପ୍ରତିଯୋଗିତା କୁ ସେବା ଶ୍ରୀ ବେହେରା( ରସାୟନ ବିଜ୍ଞାନ ବିଭାଗର ଅଧ୍ୟାପିକା) ଦୀପକ କୁମାର ମେହେର,(ଇଂରାଜୀ ବିଭଗର ଅଧ୍ୟାପକ) ଶ୍ୱେତ ପଦ୍ମା ମହାକୁଲ ( ସଂସ୍କୃତ ବିଭାଗର ଅଧ୍ୟାପିକା) ଓ ଅନ ନ୍ୟା ମହାପାତ୍ର ( ଜୀବ ବିଜ୍ଞାନ ବିଭାଗର ଅଧ୍ୟାପିକା) ସମସ୍ତ ଅଧ୍ୟାପକ ,ଅଧ୍ୟାପିକା ଏବଂ ସମସ୍ତ କର୍ମଚାରୀ ବୃନ୍ଦ ପରିଚାଳନା କରିଥିଲେ l