-+91-9937148622 |

prerana_bgr@rediffmail.com |

  Friday 3rd July 2026 |

| | | |

R.N.I. Regd No. ODIODI/2010/46693

Breaking News

ଅବସରନେଲେ ମୁଖ୍ୟମନ୍ତ୍ରୀ ପୁରସ୍କାରପ୍ରାପ୍ତ ପ୍ରଧାନଶିକ୍ଷକ ଦିଲ୍ଲୀପ ମହାନ୍ତି    (03-Jul-2026)       ||      ମାୟାବର୍ହ୍। ହାଇସ୍କୁଲରେ ଜାତୀୟ ବିଦ୍ୟୁତ୍ ସୁରକ୍ଷା ସପ୍ତାହ ପାଳିତ   (03-Jul-2026)       ||      ଝରୀଗାଁ ତହସିଲଦାର ଙ୍କ ବିରଦ୍ଧରେ ଥାନରେ ଲିଖିତ ଅଭିଯୋଗ*   (03-Jul-2026)       ||      ଭି.ବି.-ଜି ରାମ ଜି (VB-G RAM G) ଅଧିନିୟମ–୨୦୨୫’ର ସଫଳ କାର୍ଯ୍ୟକାରିତା ଏବଂ ଏହା ସମ୍ପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଶୁଭାରମ୍ଭ କାର୍ଯ୍ୟକ୍ରମ    (02-Jul-2026)       ||      ଛାତ୍ରଛାତ୍ରୀଙ୍କୁ ସମ୍ପୂର୍ଣ ତ୍ରୁଟି ଶୂନ୍ୟ ନୂତନ ପାଠ୍ୟପୁସ୍ତକ ଯୋଗାଇ ଦେବା ପାଇଁ ସରକାରଙ୍କ ନିଷ୍ପତି” - ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଡ. ଏନ୍‌. ତିରୁମାଲା ନାୟକ   (02-Jul-2026)       ||      ଫାର୍ମାସିଷ୍ଟ କଲେଜରେ ବିଶ୍ଵ ବନ ମହୋତ୍ସବ ସପ୍ତାହ   (02-Jul-2026)       ||      *ସୋନପୁର ଠାରେ ଆନ୍ଧ୍ର ଭାରତ ସରକାରଙ୍କ ଦ୍ଵାରା ବିକଶିତ ଭାରତ ଜି ରାମ ଜି ୨୦୨୫ ର ଜାତୀୟ ସ୍ତର କାର୍ଯ୍ଯ କ୍ରମ ର ଶୁଭାରମ୍ଭ*-   (02-Jul-2026)       ||      ସଦରବ୍ଲକ ବିଡିଓ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଓ ବରିଷ୍ଠ କିରାଣୀ ଙ୍କ ବିରୁଦ୍ଧରେ ପୋଲିସରେ ରିପୋର୍ଟ ଦୁର୍ନୀତିଖୋର ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଗୁହାରି   (02-Jul-2026)       ||      ଶୁଭାରମ୍ଭ ହେଲା ବିକଶିତ ଭାରତ - ଜୀ ରାମ ଜୀ   (02-Jul-2026)       ||      ବିଶ୍ୱାତ୍ମ ବିଦ୍ୟା ମନ୍ଦିରରେ ୭୭ତମ ବନ ମହୋତ୍ସବ ସପ୍ତାହ ପାଳିତ, ବୃକ୍ଷରୋପଣ ଓ ପରିବେଶ ସୁରକ୍ଷାର ବାର୍ତ୍ତା   (02-Jul-2026)       ||      ପୋଲିସ ପକ୍ଷରୁ ମାଦକ ଦ୍ରବ୍ୟ ନିଷ୍କାସନ ତଥା ମାଦକ ଦ୍ରବ୍ୟ ବିରୋଧୀ ସାମୁହିକ ସଂକଳ୍ପ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ "ନିଶାମୁକ୍ତ ଓଡ଼ିଶା ଅଭିଯାନ   (02-Jul-2026)       ||      କେବେ ସରିବ ଆଗଲପୁର ବ୍ଲକ ଚାଷୀଙ୍କ ଦୁଃଖ   (02-Jul-2026)       ||      ତହସିଲ ଅଫିସ୍ ଭିତରକୁ ପ୍ରବେଶ କରିବା ପାଇଁ ଓକିଲଙ୍କୁ   ତହସିଲଦାରଙ୍କ ବାରଣ କରିବା ଘଟଣା♦️ ମାନବିକ ଅଧିକାରଙ୍କ ଦ୍ୱାରସ୍ଥ ହେଲେ ଓକିଲ, ଘଟଣାର ତଦନ୍ତ କରିବାକୁ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ    (01-Jul-2026)       ||      ୧୦ ଦଫା ଦାବୀ ନେଇ ଆଜିଠୁ ଡାକ୍ତରଖାନାରେ ଡ଼ାକ୍ତରଙ୍କ କାମ ବନ୍ଦ   (01-Jul-2026)       ||      *ପୌର ପରିଷଦ ପକ୍ଷରୁ ଅଳିଆ ସଫା ପାଇଁ ଆଠ ଗୋଟି ଯାନ ର ଶୁଭାରମ୍ଭ*-   (01-Jul-2026)       ||      ଡିଜିଟାଲ ଲର୍ନିଙ୍ଗ ସମ୍ପର୍କରେ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ପ୍ରଶିକ୍ଷଣ କାର୍ଯ୍ଯ କ୍ରମ   (01-Jul-2026)       ||      ଆଦିବାସୀ ମହାବିଦ୍ଯାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା    (01-Jul-2026)       ||      ଅବସର କାଳୀନ ସମ୍ବର୍ଦ୍ଧନା ସମାରୋହ   (01-Jul-2026)       ||      ନିଶା ମୁକ୍ତ ଓଡ଼ିଶା ଅଭିଯାନ ରେ ଓଡ଼ିଶା ପୋଲିସକୁ ମିଳିଲା ଉଲ୍ଲେଖନୀୟ ସଫଳତା    (01-Jul-2026)       ||      ନିଶା ନିବାରଣ ଉପରେ ସଚେତନ କରିବା ପାଇଁ ବୁଦ୍ଧିଜୀବୀ ଓ ସଚେତନ ନାଗରିକ ଙ୍କ ସହଯୋଗ ଲୋଡ଼ିଲା ବଲାଙ୍ଗୀର ପୋଲିସ    (01-Jul-2026)       ||     

HOME   ଜିଲ୍ଲା

ନୂଆପାଲି ଆଦିବାସୀ ଉଚ୍ଚ ବିଦ୍ୟାଳୟ ର 34ତମ ବାର୍ଷିକ ଉତ୍ସବ ଉଦଘାଟିତ

11-Jan-2024



କଣ୍ଟାମାଳ (ଜୟ କୁମାର ମହାରଣା)  କଣ୍ଟାମାଳ ବ୍ଲକ ନୂଆପାଲି ଆଦିବାସୀ ଉଚ୍ଚ ବିଦ୍ୟାଳୟ ର 34ତମ ବାର୍ଷିକୋତ୍ସବ ଗୁରୁବାର ବିଦ୍ୟାଳୟ ର ଜାଗୃତି ମଣ୍ଡପ ଠାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଉଦଘାଟିତ ହୋଇଛି  l  ବିଦ୍ୟାଳୟ ପ୍ରଧାନଶିକ୍ଷକ ଅନନ୍ତ କ୍ଷେତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ବୌଦ୍ଧ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ ମୁଖ୍ୟଅତିଥି,କଣ୍ଟାମାଳ ବିଇଓ ସନୋଜ ସେଠି ମୁଖ୍ୟବକ୍ତା ଓ ସମ୍ମାନୀତ ଅତିଥିଭାବେ କଣ୍ଟାମାଳ ବ୍ଲକ ଉପାଧ୍ୟକ୍ଷ୍ୟ ମହେନ୍ଦ୍ର ରଣା, ଜିଲ୍ଲାପରିଷଦ ସଭ୍ୟା ସୁମିତ୍ରା ସାହୁ,ଶିକ୍ଷାବିତ ନୀଳାଞ୍ଚଳ ଭୋଇ, ସାମ୍ବାଦିକ ଜୟ କୁମାର ମହାରଣା,କୁଲୁତାଯୋର ସରପଞ୍ଚ ଚୁମିକି ଭୋଇ, ସ୍କୁଲ ପରିଚାଳନା କମିଟି ସଭାପତି ବିବତ୍ସ ଭୋଇ, ପ୍ରଧାନଶିକ୍ଷକ ଅନନ୍ତ ଚରଣ କ୍ଷେତି ପ୍ରମୁଖ ଯୋଗଦେଇ ଉତ୍ସବକୁ ଉଦଘାଟନ କରିଥିଲେ l  ଶିକ୍ଷକ ଭବାନୀ ଶଙ୍କର ପାଣିଗ୍ରାହୀ ଅତିଥିପରିଚୟ ଓ ପ୍ରେମରାଜ ରଣା ସଭା ପରିଚାଳନା କରିଥିଲେ l ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ବାର୍ଷିକ କ୍ରୀଡା, ବକୃତା, ସଂଗୀତ, କୁଇଜ, ରଚନା ଆଦି ର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା l  ସଭା ଶେଷରେ ଶିକ୍ଷକ ଜବରସିଂ ବନଛୋର ଧନ୍ୟବାଦ ଅର୍ପଣ କରିଥିଲେ  l ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଶିକ୍ଷକ ଜବରସିଂ ବନଛୋର ପରିଚାଳନା କରିଥିବା ବେଳେ ଶିକ୍ଷକ ଅନନ୍ତ କୁମାର ବେହେରା, ସୌଦାଗର ମାଝୀ, ହରିହର ପ୍ରସାଦ ବେଜ, ସନ୍ତୋଷ କୁମାର ସାହୁ ଏବଂ ଖେଳ ଶିକ୍ଷକ ଶଶୀ ଭୂଷଣ ବେହେରା, କିରାଣୀ ପ୍ରମେରାଜ ରଣା ଓ ଗୁରୁବାରୁ ଭୋଇ, ରାଧାକାନ୍ତ ରଣା, ତରଣୀ ରଣା ଆଦି କର୍ମଚାରୀମାନେ ସହଯୋଗ କରିଥିଲେ  l  ବିଦ୍ୟାଳୟ ର ସମସ୍ତ ଛାତ୍ରୀ ଛାତ୍ର, ଅଭିଭାବକ /ଅଭିଭାବିକା ତଥା ଆଖପାଖ ଅଂଚଳର ସ୍ଥାନୀୟ ଅଧିବାସୀ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ମନଭରି ଉପଭୋଗ କରିଥିଲେ  l


News Comment




Photo in News

Advertisment
Lastest News
  ଜିଲ୍ଲା  
ଅବସରନେଲେ ମୁଖ୍ୟମନ୍ତ୍ରୀ ପୁରସ୍କାରପ୍ରାପ୍ତ ପ୍ରଧାନଶିକ୍ଷକ ଦିଲ୍ଲୀପ ମହାନ୍ତି   03-Jul-2026
  ଜିଲ୍ଲା  
ମାୟାବର୍ହ୍। ହାଇସ୍କୁଲରେ ଜାତୀୟ ବିଦ୍ୟୁତ୍ ସୁରକ୍ଷା ସପ୍ତାହ ପାଳିତ   03-Jul-2026
  ଜିଲ୍ଲା  
ଝରୀଗାଁ ତହସିଲଦାର ଙ୍କ ବିରଦ୍ଧରେ ଥାନରେ ଲିଖିତ ଅଭିଯୋଗ*   03-Jul-2026
  ଜିଲ୍ଲା  
ଭି.ବି.-ଜି ରାମ ଜି (VB-G RAM G) ଅଧିନିୟମ–୨୦୨୫’ର ସଫଳ କାର୍ଯ୍ୟକାରିତା ଏବଂ ଏହା ସମ୍ପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଶୁଭାରମ୍ଭ କାର୍ଯ୍ୟକ୍ରମ   02-Jul-2026
  ଜିଲ୍ଲା  
ଛାତ୍ରଛାତ୍ରୀଙ୍କୁ ସମ୍ପୂର୍ଣ ତ୍ରୁଟି ଶୂନ୍ୟ ନୂତନ ପାଠ୍ୟପୁସ୍ତକ ଯୋଗାଇ ଦେବା ପାଇଁ ସରକାରଙ୍କ ନିଷ୍ପତି” - ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଡ. ଏନ୍‌. ତିରୁମାଲା ନାୟକ   02-Jul-2026
  ଜିଲ୍ଲା  
ଫାର୍ମାସିଷ୍ଟ କଲେଜରେ ବିଶ୍ଵ ବନ ମହୋତ୍ସବ ସପ୍ତାହ   02-Jul-2026
  ଜିଲ୍ଲା  
*ସୋନପୁର ଠାରେ ଆନ୍ଧ୍ର ଭାରତ ସରକାରଙ୍କ ଦ୍ଵାରା ବିକଶିତ ଭାରତ ଜି ରାମ ଜି ୨୦୨୫ ର ଜାତୀୟ ସ୍ତର କାର୍ଯ୍ଯ କ୍ରମ ର ଶୁଭାରମ୍ଭ*-   02-Jul-2026
  ରାଜ୍ୟ  
ସଦରବ୍ଲକ ବିଡିଓ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଓ ବରିଷ୍ଠ କିରାଣୀ ଙ୍କ ବିରୁଦ୍ଧରେ ପୋଲିସରେ ରିପୋର୍ଟ ଦୁର୍ନୀତିଖୋର ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଗୁହାରି   02-Jul-2026
  ଜିଲ୍ଲା  
ଶୁଭାରମ୍ଭ ହେଲା ବିକଶିତ ଭାରତ - ଜୀ ରାମ ଜୀ   02-Jul-2026
  ଜିଲ୍ଲା  
ବିଶ୍ୱାତ୍ମ ବିଦ୍ୟା ମନ୍ଦିରରେ ୭୭ତମ ବନ ମହୋତ୍ସବ ସପ୍ତାହ ପାଳିତ, ବୃକ୍ଷରୋପଣ ଓ ପରିବେଶ ସୁରକ୍ଷାର ବାର୍ତ୍ତା   02-Jul-2026
  ଜିଲ୍ଲା  
ପୋଲିସ ପକ୍ଷରୁ ମାଦକ ଦ୍ରବ୍ୟ ନିଷ୍କାସନ ତଥା ମାଦକ ଦ୍ରବ୍ୟ ବିରୋଧୀ ସାମୁହିକ ସଂକଳ୍ପ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ "ନିଶାମୁକ୍ତ ଓଡ଼ିଶା ଅଭିଯାନ   02-Jul-2026
  ଜିଲ୍ଲା  
କେବେ ସରିବ ଆଗଲପୁର ବ୍ଲକ ଚାଷୀଙ୍କ ଦୁଃଖ   02-Jul-2026

You Might Also Like