-+91-9937148622 |
prerana_bgr@rediffmail.com |
Saturday 4th July 2026 |
R.N.I. Regd No. ODIODI/2010/46693
Breaking News
10-Jan-2024
ବଲାଙ୍ଗିର :ଆଜି ପୁଇଁତଳା ଥାନା ସିଲେଟ ପଡା ଗାଁ ର ପଞ୍ଚୁ ପାଣ୍ଡେ ଙ୍କ କ୍ଷେତର ପlଳ ଗଦାରେ ନିଆ ଲଗି ଲକ୍ଷାଧିକ ଟଙ୍କାର ପାଳ ଓ ଶସ୍ୟ ପୋଡି ଛାର ଖlର୍ ହୋଇଯାଇଛି l ଏହି ପlଲ ଗଦା ଗାଁ ର ପଞ୍ଚୁ ପାଣ୍ଡେ ଙ୍କ ବୋଲି ଜଣାପଡ଼ିଛି l ପଞ୍ଚୁ ଜଣେ ଛତି ଚାଷୀ l ଛତି ଚାଷ ପାଇଁ ସେ ଏହି ପlଲ ରଖିଥିଲେ l ତେବେ କିଏ ଓ କାହିଁକି ଏପରି କାଣ୍ଡ ଭିଆଇଲା ତାର ତଦନ୍ତ କରୁଛି ପୋଲିସ l ପରେ ଦମକଳ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିଥିଲl l