-+91-9937148622 |

prerana_bgr@rediffmail.com |

  Saturday 11th April 2026 |

| | | |

R.N.I. Regd No. ODIODI/2010/46693

Breaking News

ଡୁଙ୍ଗୁରିପାଲିବାସୀଙ୍କ ଦୀର୍ଘ ବର୍ଷ ର ଦାବି ପୂରଣ ହେଲା    (10-Apr-2026)       ||      ଏଚ.ସି.ଜି ପଣ୍ଡା କର୍କଟ ହସ୍ପିଟାଲ ନର୍ସିଂ ଉତ୍କର୍ଷ ପ୍ରମାଣପତ୍ର ହାସଲ    (10-Apr-2026)       ||      ପ୍ରଭୁ ଙ୍କ ଇଛା ହେଲା- ଦୀର୍ଘ ୪୬ ବର୍ଷ ର ଅପେକ୍ଷା ର ଅନ୍ତ ଘଟିଲା - ଭକ୍ତ ଙ୍କ ଦର୍ଶନ ଲାଗି ଶ୍ରୀ ରୁଦ୍ର ନାଥ ମହାପ୍ରଭୁ ଙ୍କ ମନ୍ଦିର ବାଟ ଫିଟିଲା* - *ଜିଲ୍ଲାପାଳ*-   (10-Apr-2026)       ||      ବଲାଙ୍ଗୀରରେ ବିଧାୟକ କଳିକେଶଙ୍କ ସମୀକ୍ଷା ବୈଠକ, ଫ୍ଲୋରାଇଡ୍ ପାଣି ସମସ୍ୟା ଓ ବ୍ୟାରେଜ ପ୍ରକଳ୍ପ ଉପରେ ଗୁରୁତ୍ୱ   (10-Apr-2026)       ||      ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ନୂତନ କୁଳପତିଙ୍କ ଯୋଗଦାନ    (10-Apr-2026)       ||      ତରଭା କୁ ଉପଖଣ୍ଡ ମାନ୍ୟତା ଦାବି ରେ ଜିଲଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲା ତରଭା ସାମ୍ବାଦିକ ସଂଘ    (10-Apr-2026)       ||      ଗୁଡଭେଲା ବ୍ଲକରେ ବିଧାୟକଙ୍କ ସମର୍ଥକ-ଅଧ୍ୟକ୍ଷାଙ୍କ ସମର୍ଥକ ମଧ୍ୟରେ ମାର୍‌ପିଟ   (10-Apr-2026)       ||      ଦୁଇ ଭଉଣୀଙ୍କ ହତ୍ୟା ଉଦ୍ୟମକରୀ ଥିବା ଅଭିଯୁକ୍ତ କୁ ସାତ ବର୍ଷ କାରାଦଣ୍ଡ   (10-Apr-2026)       ||      ସୋନପୁର: ଅସୁରମୁଣ୍ଡା ଆଶ୍ରମ ସ୍କୁଲର ଶିକ୍ଷଦାନ ଓ ହଷ୍ଟେଲ ସୁବିଧା ସମ୍ପର୍କରେ ସ୍ଥିତି ପରଖିଲେ ଜିଲ୍ଳାପାଳ    (10-Apr-2026)       ||      ଲକ୍ଷାଧିକ ଟଙ୍କା ବ୍ୟୟରେ ସ୍ଥାପିତ ହୋଇଥିବା ପାନୀୟ ଜଳ ପ୍ରକଳ୍ପ ଅଚଳ : ପ୍ରବଳ ଖରାରେ ପଥିକ ହନ୍ତସନ୍ତ    (10-Apr-2026)       ||      ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ, ୧୬ ଗିରଫ, ଲକ୍ଷାଧିକ ଟଙ୍କା ଜବତ   (10-Apr-2026)       ||      *ତରଭାକୁ ଉପଖଣ୍ଡ ମାନ୍ୟତା ଦାବୀରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ*-   (10-Apr-2026)       ||      *ଓଡ଼ିଆ ପକ୍ଷ ପାଳନ ଅବସରରେ “ଆସ ବହିଟିଏ କିଣିବା” ଅଭିଯାନ ଅନୁଷ୍ଠିତ*-   (10-Apr-2026)       ||      ତୁଳସୀ ରାମାୟଣ ନବାହ୍ନ ପାରାୟଣର ୫ମ ଦିବସ, ରାମଚନ୍ଦ୍ରଙ୍କ ବନବାସରେ ଅଯୋଧ୍ୟ୍ୟlବାସୀ ମର୍ମାହତ    (09-Apr-2026)       ||      ଦୁର୍ଘଟଣାକୁ ଅପେକ୍ଷା କରିଛି କି ବିଦ୍ୟୁତ ବିଭାଗ ? ଲାଦରପାଲିରେ ମରଣଯନ୍ତା ସାଜିଛି ବଙ୍କା ବିଜୁଳି ଖୁଣ୍ଟ   (09-Apr-2026)       ||      ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ଅବସରରେ ସମଗ୍ର ଶିକ୍ଷା ସଚେତନତା ରଥକୁ ସେମଳା ଠାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା   (09-Apr-2026)       ||      କୁଆପଥର ବର୍ଷା ଜନିତ କ୍ଷୟକ୍ଷତି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ପକ୍ଷରୁ ଦାବିପତ୍ର ପ୍ରଦାନ    (09-Apr-2026)       ||      *ରକ୍ତ ଦାନ କରି ୧୬ ମାସ ର ଶିଶୁ ର ଜୀବନ ବଞ୍ଚାଇଲେ କଲେକ୍ଟର ପି ଏସ୍ ଓ ଆକାଶ ସାହୁ*   (09-Apr-2026)       ||      ହିଆଁଲ କ୍ଳଷ୍ଟରରେ ଶିକ୍ଷା ସଚେତନତା ଳଥ   (09-Apr-2026)       ||      ଲକ୍ଷ୍ମୀ ବସରେ ନିଆଁ, ଯାତ୍ରୀ ସୁରକ୍ଷିତ   (09-Apr-2026)       ||     

HOME   ଜିଲ୍ଲା

ସିମିଲିପଦର ସେବା ସମବାୟ ସମିତି ଠାରେ ଖରିପ ଧାନ ମଣ୍ଡି ଉଦଘାଟିତ

15-Dec-2023



କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ): କଣ୍ଟାମାଳ ବ୍ଲକ ଅନ୍ତର୍ଗତ ସିମିଲିପଦର ସେବା ସମବାୟ ସମିତି ଠାରେ ଆଜି ଖରିପ ଧାନ ମଣ୍ଡି ଉଦଘାଟିତ ହୋଇ ଯାଇଛି ସଭାପତି ସୁମନ୍ତ କୁମାର ମିଶ୍ର ଯୋଗ ଦେଇ ଆନୁଷ୍ଠାନିକ ଭାବେରେ ଉଦଘାଟନ କରିଥିଲେ । ଏଥିରେ ସମିତି ର ସମ୍ପାଦକ ଅମରେଶ ବାଘ , ପୂର୍ବତନ ସଭାପତି ବିରୁପାକ୍ଷ ମେଣ୍ଡିଳୀ ,  କର୍ମଚାରୀ ମାନେ , ସମିତି ଅଞ୍ଚଳ ର ଚାଷୀ ମାନେ ଓ ମିଲର ପ୍ରତିନିଧି ମାନେ ଉପସ୍ଥିତ ଥିଲେ । ବିରଞ୍ଚି ମିଶ୍ର , ରାମ ଚନ୍ଦ୍ର ମିଶ୍ର , ଅମ୍ବୋଚ କୁମାର ମହାପାତ୍ର , ସୁମନ୍ତ ଭୋଇ, ଶାନ୍ତି ଲୁହା , ମୀନକେତନ ଖେତୀ, ସତ୍ୟ ପାଳିଆ, ଲଳିତ ନାଏକ, ଲଖିନ୍ଦ୍ର  ପ୍ରଧାନ, ରତ୍ନାକର ଗହିର , ଦଶ ଜଣ ଚାଷୀଙ୍କ ଠାରୁ  ୪୮୭.୪୧ କୁଇଣ୍ଟାଲ ଧାନ ସମିତି ପକ୍ଷରୁ କ୍ରୟ କରାଯାଇଥିଲା ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଡୁଙ୍ଗୁରିପାଲିବାସୀଙ୍କ ଦୀର୍ଘ ବର୍ଷ ର ଦାବି ପୂରଣ ହେଲା   10-Apr-2026
  ରାଜନୀତି  
ଏଚ.ସି.ଜି ପଣ୍ଡା କର୍କଟ ହସ୍ପିଟାଲ ନର୍ସିଂ ଉତ୍କର୍ଷ ପ୍ରମାଣପତ୍ର ହାସଲ   10-Apr-2026
  ଜିଲ୍ଲା  
ପ୍ରଭୁ ଙ୍କ ଇଛା ହେଲା- ଦୀର୍ଘ ୪୬ ବର୍ଷ ର ଅପେକ୍ଷା ର ଅନ୍ତ ଘଟିଲା - ଭକ୍ତ ଙ୍କ ଦର୍ଶନ ଲାଗି ଶ୍ରୀ ରୁଦ୍ର ନାଥ ମହାପ୍ରଭୁ ଙ୍କ ମନ୍ଦିର ବାଟ ଫିଟିଲା* - *ଜିଲ୍ଲାପାଳ*-   10-Apr-2026
  ଜିଲ୍ଲା  
ବଲାଙ୍ଗୀରରେ ବିଧାୟକ କଳିକେଶଙ୍କ ସମୀକ୍ଷା ବୈଠକ, ଫ୍ଲୋରାଇଡ୍ ପାଣି ସମସ୍ୟା ଓ ବ୍ୟାରେଜ ପ୍ରକଳ୍ପ ଉପରେ ଗୁରୁତ୍ୱ   10-Apr-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ନୂତନ କୁଳପତିଙ୍କ ଯୋଗଦାନ    10-Apr-2026
  ଜିଲ୍ଲା  
ତରଭା କୁ ଉପଖଣ୍ଡ ମାନ୍ୟତା ଦାବି ରେ ଜିଲଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲା ତରଭା ସାମ୍ବାଦିକ ସଂଘ   10-Apr-2026
  ଜିଲ୍ଲା  
ଗୁଡଭେଲା ବ୍ଲକରେ ବିଧାୟକଙ୍କ ସମର୍ଥକ-ଅଧ୍ୟକ୍ଷାଙ୍କ ସମର୍ଥକ ମଧ୍ୟରେ ମାର୍‌ପିଟ   10-Apr-2026
  ଜିଲ୍ଲା  
ଦୁଇ ଭଉଣୀଙ୍କ ହତ୍ୟା ଉଦ୍ୟମକରୀ ଥିବା ଅଭିଯୁକ୍ତ କୁ ସାତ ବର୍ଷ କାରାଦଣ୍ଡ   10-Apr-2026
  ଜିଲ୍ଲା  
ସୋନପୁର: ଅସୁରମୁଣ୍ଡା ଆଶ୍ରମ ସ୍କୁଲର ଶିକ୍ଷଦାନ ଓ ହଷ୍ଟେଲ ସୁବିଧା ସମ୍ପର୍କରେ ସ୍ଥିତି ପରଖିଲେ ଜିଲ୍ଳାପାଳ   10-Apr-2026
  ଜିଲ୍ଲା  
ଲକ୍ଷାଧିକ ଟଙ୍କା ବ୍ୟୟରେ ସ୍ଥାପିତ ହୋଇଥିବା ପାନୀୟ ଜଳ ପ୍ରକଳ୍ପ ଅଚଳ : ପ୍ରବଳ ଖରାରେ ପଥିକ ହନ୍ତସନ୍ତ   10-Apr-2026
  ଜିଲ୍ଲା  
ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ, ୧୬ ଗିରଫ, ଲକ୍ଷାଧିକ ଟଙ୍କା ଜବତ   10-Apr-2026
  ଜିଲ୍ଲା  
*ତରଭାକୁ ଉପଖଣ୍ଡ ମାନ୍ୟତା ଦାବୀରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ*-   10-Apr-2026

You Might Also Like