-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
17-Dec-2020
ସମ୍ବଲପୁର: (ଦେବାଶିଷ ବେହେରା ଙ୍କ ରିପୋର୍ଟ) ଏସ.କେ ଅଫିସିଆଲ ସମ୍ବଲପୁର ୟୁଟୁବ ଚେନେଲରେ ଆସନ୍ତା କାଲି ରିଲିଜ ହେବାକୁ ଯାଉଛି ସମ୍ବଲପୁରୀ ସମଲେଇ ଭଜନ "ତୋର ନାଁ ଥି ମାଁ" l ଏଥିରେ ସୁନାମଧନ୍ୟ କଣ୍ଠଶିଳ୍ପୀ ଧିରେନ ମଣ୍ଟୁ କଣ୍ଠଦାନ କରିଛନ୍ତି l ଇଷ୍ଟଦେବୀ ମାଁ ସମଲେଇଙ୍କ ମହିମା ଉପରେ ଆଧାରିତ ଏହି ସୁନ୍ଦର ଭଜନଟି ଆସନ୍ତା କାଲି ସକାଳ ୮ ଟାରେ ଏସ.କେ.ଅଫିସିଆଲ ୟୁଟୁବ ଚେନେଲ ରିଲିଜ କରାଯିବା ନେଇ ସୂଚନା ରହିଛି l