-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
17-Dec-2020
ଲୋଇସିଂହା (ପ୍ରେରଣା ଖବର): ଲୋଇସିଂହା ବ୍ଲକ ଯୋଗୀଶର୍ଡl ପଂଚାୟତ ଠାରେ ଫୂଟବଲ ଦଳ ସ୍ବେଛାସେବୀ ଖେଳାଳି କେଉଁଟିପାଲୀ ଗ୍ରାମରୁ ଗୂରଜିଭଟା ଛକ ପର୍ଯ୍ୟନ୍ତ ରାସ୍ତା ସଫେଇ କାର୍ଯ୍ୟକ୍ରମ ହୋଇଯାଇଛି l ଏହି କାର୍ଯ୍ୟରେ ମ୍ୟାନେଜେର ସଂଜୀବ ତ୍ରିପାଠୀ, କ୍ୟାପଟେନ ସହଦେଵ ସାହୁ, ଫୂଟବଲ କୋଚ ତଥା ହାଇସ୍କୁଲ ପିଅନ ପୁରୋହିତ ନନ୍ଦ, ସହଯୋଗରେ ଆଶାକର୍ମୀ ସୀତା ହୋତା ଓ ରଞ୍ଜନ ପଧାନ ପ୍ରମୁଖ କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ l
https://www.youtube.com/embed/F9AZ3sZLr-o