-+91-9937148622 |

prerana_bgr@rediffmail.com |

  Tuesday 1st September 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋଇସିଂହା କଲେଜ ରେ ସୁ ପୋଷିତ ଓଡିଶା ମିଶନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ   (01-Sep-2026)       ||      ସୂଚନା ନିର୍ଦ୍ଦେଶକଙ୍କୁ ଭେଟିଲେ ଓଡ଼ିଶା ବରିଷ୍ଠ ସାମ୍ୱାଦିକ ସଂଘର କର୍ମକର୍ତ୍ତା   (01-Sep-2026)       ||      ଶ୍ରୀ ଗଣେଶ ସରକାରୀ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ଦିବସ   (01-Sep-2026)       ||      ଉଚ୍ଚ ଆକାଂକ୍ଷା ଓ ଉଚ୍ଚଶିକ୍ଷାର ନୂତନ ଦୃଷ୍ଟିକୋଣ ସହ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ବଲାଙ୍ଗିରର ଷଷ୍ଠ ପ୍ରତିଷ୍ଠା ଦିବସ ପାଳିତ   (01-Sep-2026)       ||      ବିଶ୍ୱ ତାପାୟନ ସଙ୍କଟ ଉପରେ ସଚେତନତା କାର୍ଯ୍ୟକ୍ରମ   (01-Sep-2026)       ||      ଭଗବତୀ କୌଶଲ୍ୟା  ବି.ଏସ.ସି. ନର୍ସିଂ ଛାତ୍ରଛାତ୍ରୀ ଙ୍କ ଶପଥ ଗ୍ରହଣ ଉତ୍ସବ    (01-Sep-2026)       ||      ବଲାଙ୍ଗୀରରେ ମହିଳାଙ୍କ ପରିବେଶ ସଚେତନତା : ସ୍କୁଲ ପରିସରରେ ବୃକ୍ଷରୋପଣ   (01-Sep-2026)       ||      ତୁଷୁରାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ   (01-Sep-2026)       ||      ତୁଷୁରାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ   (01-Sep-2026)       ||      ସମ୍ବଲପୁରର ଅଜ୍ଞାତ ଇତିହାସ, ଐତିହ୍ୟ ଓ ସଂସ୍କୃତି ଉପରେ ଜାତୀୟ ସମ୍ମିଳନୀ ସଂସ୍କୃତି ସଭ୍ୟତାର ପ୍ରୟୋଗଶାଳା ହେବ ସମ୍ବଲପୁର ଜିଲ୍ଲା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଶିଷ୍ଟ ଇତିହାସକାର ଶିବ ପ୍ରସାଦ ଦାସଙ୍କ ୧୨୫ତମ ଜୟନ୍ତୀ ପାଳିତ   (01-Sep-2026)       ||      ବଲାଙ୍ଗୀରର ବିକାଶ ଯାତ୍ରାରେ ଯୋଡ଼ି ହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ - ଅଧ୍ୟକ୍ଷା ଲିକା ସାହୁ    (31-Aug-2026)       ||      ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (31-Aug-2026)       ||      ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   (31-Aug-2026)       ||      ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   (31-Aug-2026)       ||      ପୋଲରୁ ଖସିଲା ବାଇକ୍: ସ୍ତ୍ରୀ ମୃତ, ସ୍ବାମୀ ଓ ପୁଅ ଗୁରୁତର   (31-Aug-2026)       ||      ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ - 2026 ରାମଧୁନ କ୍ଲବ ଚମ୍ପିୟାନ   (31-Aug-2026)       ||      *ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ରେ ଭାବ ପ୍ରବଣ ସୁବର୍ଣ୍ଣପୁର*-   (31-Aug-2026)       ||      ବରପାଲି ବିଜ୍ଞାପିତ ପରିଷଦ ପକ୍ଷରୁ ସାୟତ୍ତ ଶାସନ ଦିବସ ପାଳିତ   (31-Aug-2026)       ||      ବୋଡ଼େନ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (31-Aug-2026)       ||      ବରପାଲି ଓମ୍ ଶାନ୍ତି ଭବନରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳିତ   (31-Aug-2026)       ||     

HOME   ଜିଲ୍ଲା

ଡୁଙ୍ଗୁରିପାଲିରେ ଚକଅଖ, ଦୋକାନ ବଜାର ବନ୍ଦ

19-Nov-2023



ଡୁଙ୍ଗୁରିପାଲ(ଅରବିନ୍ଦ ମିଶ୍ର)-କେନ୍ଦ୍ରୀୟ କୋଶଲ କ୍ରୀୟାନୁଷ୍ଠାନ କମିଟୀ ପକ୍ଷରୁ ଆଜି ଡୁଙ୍ଗୁରିପାଲି ଅଲଗ କୋଶଲ ରାଜ୍ୟ ଦାବୀ ନେଇ ବନ୍ଦ ପାଳନ କରାଯାଇଥିଲା । ଏହି ବ୍ଲକର ଡୁଙ୍ଗୁରିପାଲି , ସହଲା ଛକ, ଚିନାଜୁରୀ, ଚେରୁପାଲି, ରାମପୁର, ପଣ୍ଡକିଟାଲ ପ୍ରଭୃତି ପ୍ରମୁଖ ଛକମାନଙ୍କରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।  ଡୁଙ୍ଗୁରିପାଲି କୋଶଲ ସେନା ପକ୍ଷରୁ ଡୁଙ୍ଗୁରିପାଲିଠାରେ, ସେହିପରି ଚେରୁପାଲି ଶୁଖା ଛକ ଏବଂ ଚିନାଜୁରିଠାରେ ଜୋରଦାର ବିକ୍ଷେଭ ପ୍ରଦର୍ଶନ କରାଯାଇଥିଲା ।  ଚିନାଯୁରୀଠାରେ ମହିଳାମାନେ ନିତେଇ ପାଳଙ୍କନେତୃତତ୍ୱରେବିକ୍ଷୋଭ କରିଥିବା ବେଳେ ଚେରୁପାଲିଠାରେ ସରୋଜ ପଧାନ, ଡୁଙ୍ଗୁରିପାଲିଠାରେ ମୃତ୍ୟୁଞ୍ଜୟ ମିଶ୍ର ଦାୟିତ୍ୱ ନେଇଥିଲେ । କୋଶଲ ସେନା ପକ୍ଷରୁ ଆଜି ସକାଳ ୬ଟାର  ବରଗଡ-ବୋରିଗୁମ୍ମା ୨୬ନମ୍ବର ଜାତୀୟ ରାଜପଥକୁ ବନ୍ଦ କରିଥିଲେ । ପରେ ପିକେଟିଂ କରି  କେନ୍ଦ୍ର ରାଜ୍ୟ ସରକାରଙ୍କ ସମସ୍ତ ସରକାରୀ ବେସରକାରୀ, ଶିକ୍ଷାନୁଷ୍ଠାନ ଗୁଡିକ ମଧ୍ୟ ବନ୍ଦ କରାଯାଇଥିଲା । ଏହି ବନ୍ଦରେ ବିଭିନ୍ନ ସଂଗଠନ ଗୁଡିକ ସ୍ୱତଃ ଭାବରେ ସାମିଲ ରହି ସମର୍ଥନ ଜଣାଇଥିଲେ । ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ଶହ ଶହ ସଂଖ୍ୟାରେ ଗାଡି ମଟର ଅଟକି ରହିଥିଲା ।

 ଅତ୍ୟାବଶ୍ୟକ ଜରୂରୀ  ଗାଡି ବ୍ୟତିତ କୌଣସି ଗାଡିକୁ ଛାଡି ନଥିଲେ ।  ଆନ୍ଦୋଳନ ସମୟରେ ଏହି ରାସ୍ତା ଦେଇ ବଲାଙ୍ଗିର ଜିଲ୍ଲା ଆରକ୍ଷୀ ଅଧକ୍ଷକ ଯାଉଥିଲେ । ଡୁଙ୍ଗୁରିପାଲି ସହଲା ଛକଠାରେ ତାଙ୍କ ଗାଡି ପହଞ୍ଚିବା ପରେ ସେଠାରେ ଥିବା ଆନ୍ଦୋଳନ କାରୀଙ୍କୁ ତାଙ୍କର ପିଏସଓ ହଠାତ ଧକ୍କା ମାରିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ ଆନ୍ଦୋଳନକାରୀଙ୍କୁ ସେମାନେ ସାମନା କରି ନପାରି ନାକେଦମ ହୋଇଯାଇଥିଲେ । ଡୁଙ୍ଗୁରିପାଲି ପୋଲିସ ଏବଂ କେତେକ ସ୍ଥାନୀୟ ନେତୃବୃନ୍ଦଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡିଥିଲା । ପରେ ଏକ ପ୍ରତିବାଦ ସଭା ସରୋ ପଧାନଙ୍କ ସଭାପତିତ୍ୱରେ  ଅନୁଷ୍ଠିତ ସଭାରେ  କୋଶଲ ସାମ୍ବାଦିକ ସଂଘର ଆବାହକ ରତ୍ନାକର ସେଠ କୋଶଲ ରାଜ୍ୟଦାବୀର ଯଥାର୍ଥତା ଉପସ୍ଥାପନ କରିଥିଲେ । ବଡ ବଡ ଜିଲ୍ଲାକୁ ପ୍ରସାଶନ ସୁବିଧା ପାଇଁ ବିଜୁ ପଟ୍ଟନାୟକ ଜିଲ୍ଲା ବିଭାଜନ କରିଥିଲେ । ସୁବିଧା ଦୃଷ୍ଟିରୁ ବଡ ପଞ୍ଚାୟତକୁ ବିଭାଜନ କରି ଛୋଟ ଛୋଟ ଜିଲ୍ଲା କରାଯାଇଛି । କିନ୍ତୁ ଆଞ୍ଚଳିକ ବୈଷମ୍ୟର ଶୀକାର ହୋଇଥିବା ଗୋଟିଏ ଅଂଚଳ, ଭାଷାଗତ , ସାଂସ୍କୃତିକ ଦୃଷ୍ଟିରୁ ଆଉଗୋଟିଏ ରାଜ୍ୟ ହେବାର କୌଣସି ଅସୁବିଧା ନାହିଁ । ଏଥିପାଇଁ ଯେଉଁମାନେ ସ୍ୱର ଉତ୍ତୋଳନ କରିଛନ୍ତି ସେମାନେ କେବେ ବିଭାଜନକାରୀ ନୁହନ୍ତି ବୋଲି  ଯୁକ୍ତିଯୁକ୍ତ ମତାମତ ଉପସ୍ଥାପନ କରିଥିଲେ । କମିଟୀର ସଭାପତି ବିପ୍ରଚରଣ ସାହୁ, ଜିଲ୍ଲା ଟ୍ରକ ମାଲିକ ସଂଘର ସଭାପତି ମୃତ୍ୟୁଞ୍ଜୟ ମିଶ୍ର, ବିକାଶ ଶତପଥି ପ୍ରମୁଖ ମତାମତ ପ୍ରଦାନ କରିଥିଲେ । ଆନ୍ଦୋଳନରେ ବରିଷ୍ଠ ସମାଜସେବୀ ଗୋପାଳ ବାରିକଙ୍କ ସମେତ କୋଶଲ ସାମ୍ବାଦିକ ସଂଘର ଉପସଭାପତି ଅରିବିନ୍ଦ ମିଶ୍ର, କୋଶଲ ସେନାର ଦୀପକ ମିଶ୍ର, ଯଦୁମଣି କୁଦେଇ,ବୁଲୁ ବାରିକ,  ଶୁଶାନ୍ତ ବାରିକ, ପ୍ରଭୁଦତ୍ତ ନାୟକ, ସର୍କଷଣ ବୁଡେକ, ଇନ୍ଦ୍ର ମେହେର, ଲବ ପଧାନ, ଧିରେନ ଦୀପ, ଲଇତରା ଦୀପ ପ୍ରମୁଖ ଯୋଗଦାନ କରିଥିଲେ । ଡୁଙ୍ଗୁରିପାଲି ଥାନାଧିକାରୀ ସତ୍ୟନାରାୟଣ ପଧାନ ପରିସ୍ଥିତି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖି ବିଭିନ୍ନ ଛକମାନଙ୍କରେ ପୋଲିସ ମୁତୟନ କରିଥିଲେ । 


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋଇସିଂହା କଲେଜ ରେ ସୁ ପୋଷିତ ଓଡିଶା ମିଶନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ   01-Sep-2026
  ରାଜ୍ୟ  
ସୂଚନା ନିର୍ଦ୍ଦେଶକଙ୍କୁ ଭେଟିଲେ ଓଡ଼ିଶା ବରିଷ୍ଠ ସାମ୍ୱାଦିକ ସଂଘର କର୍ମକର୍ତ୍ତା   01-Sep-2026
  ଜିଲ୍ଲା  
ଶ୍ରୀ ଗଣେଶ ସରକାରୀ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ଦିବସ   01-Sep-2026
  ଜିଲ୍ଲା  
ଉଚ୍ଚ ଆକାଂକ୍ଷା ଓ ଉଚ୍ଚଶିକ୍ଷାର ନୂତନ ଦୃଷ୍ଟିକୋଣ ସହ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ବଲାଙ୍ଗିରର ଷଷ୍ଠ ପ୍ରତିଷ୍ଠା ଦିବସ ପାଳିତ   01-Sep-2026
  ଜିଲ୍ଲା  
ବିଶ୍ୱ ତାପାୟନ ସଙ୍କଟ ଉପରେ ସଚେତନତା କାର୍ଯ୍ୟକ୍ରମ   01-Sep-2026
  ଜିଲ୍ଲା  
ଭଗବତୀ କୌଶଲ୍ୟା  ବି.ଏସ.ସି. ନର୍ସିଂ ଛାତ୍ରଛାତ୍ରୀ ଙ୍କ ଶପଥ ଗ୍ରହଣ ଉତ୍ସବ    01-Sep-2026
  ଜିଲ୍ଲା  
ବଲାଙ୍ଗୀରରେ ମହିଳାଙ୍କ ପରିବେଶ ସଚେତନତା : ସ୍କୁଲ ପରିସରରେ ବୃକ୍ଷରୋପଣ   01-Sep-2026
  ଜିଲ୍ଲା  
ତୁଷୁରାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ   01-Sep-2026
  ଜିଲ୍ଲା  
ତୁଷୁରାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ   01-Sep-2026
  ଜିଲ୍ଲା  
ସମ୍ବଲପୁରର ଅଜ୍ଞାତ ଇତିହାସ, ଐତିହ୍ୟ ଓ ସଂସ୍କୃତି ଉପରେ ଜାତୀୟ ସମ୍ମିଳନୀ ସଂସ୍କୃତି ସଭ୍ୟତାର ପ୍ରୟୋଗଶାଳା ହେବ ସମ୍ବଲପୁର ଜିଲ୍ଲା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଶିଷ୍ଟ ଇତିହାସକାର ଶିବ ପ୍ରସାଦ ଦାସଙ୍କ ୧୨୫ତମ ଜୟନ୍ତୀ ପାଳିତ   01-Sep-2026
  ଜିଲ୍ଲା  
ବଲାଙ୍ଗୀରର ବିକାଶ ଯାତ୍ରାରେ ଯୋଡ଼ି ହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ - ଅଧ୍ୟକ୍ଷା ଲିକା ସାହୁ   31-Aug-2026
  ଜିଲ୍ଲା  
ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   31-Aug-2026

You Might Also Like