-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
12-Nov-2023
ବୋଡ଼େନ(ଡୋଲେସ୍ବର ଵାଗ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ସମ୍ମାନନୀୟ 5T ଅଧ୍ୟକ୍ଷ ଭି କେ ପାଣ୍ଡିଆନ ନୂଆଁପଡ଼ା ଜିଲ୍ଲା ର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମ ର ଶୁଭ ଉଦଘାଟନ କରିଥିଲେ । ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ହିସାବରେ ୨୭ ଗୋଟି ଗ୍ରାମପଞ୍ଚାୟତ ୧୩ କୋଟି ୫୦ ଲକ୍ଷ ଟଙ୍କା ଗାଁ ଗାଁ ରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର, ଡିଜିଟାଲ ଭିତ୍ତିଭୂମି, ଦକ୍ଷତା ବିକାଶ, ବ୍ୟାଙ୍କିଙ୍ଗ ସେବା ତଥା ସ୍ଵୟଂ ସହାୟକ ମାଁ ମାନଙ୍କର ସଶକ୍ତିକରଣ କରିବା ସହିତ ଗ୍ରାମ ପଞ୍ଚାୟତ ମାନଙ୍କୁ ସଶକ୍ତ କରିବାର ପ୍ରୟାସକୁ ଖରସେଲ ଗ୍ରାମପଞ୍ଚାୟତର ସରପଞ୍ଚ ବୀରେନ୍ଦ୍ର କୁମାର ଖମାରୀ ଧନ୍ୟବାଦ ଜଣାଇଛନ୍ତି ।