-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
12-Nov-2023
ସମ୍ବଲପୁର.ରୁ (ସଂଜୀବକୁମାରପାଣିଗ୍ରାହୀ)
ଜ଼ିଲ୍ଲାସମ୍ବଲପୁର -ତା.୧୨.୧୧.୨୩. ଧନକଉଡ଼ା ବ୍ଲକ କଳାମାଟି ପଞ୍ଚାୟତ ଗୋଲକ ନଗର ନିବାସୀ ବରିଷ୍ଠ ସାମ୍ବାଦିକ ଭୀଷ୍ମ ଦେବ ପଣ୍ଡା ଙ୍କ ଆଜି ସନ୍ଧ୍ୟାରେ ୬୬ ବର୍ଷ ବୟସରେ ପରଲୋକ ହୋଇଛି I ସ୍ୱର୍ଗତ ଭୀଷ୍ମ ଦେବ ପଣ୍ଡା ହେଉଛନ୍ତି ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ସମ୍ବଲପୁର ଜ଼ିଲ୍ଲା ଶାଖା ର ପୂର୍ବତନ ସାଧାରଣ ସମ୍ପାଦକ ସ୍ୱର୍ଗତ ଉପେନ୍ଦ୍ର ନାରାୟଣ ପଣ୍ଡା ଙ୍କ ବଡ ଭାଇ I ସ୍ୱର୍ଗତ ସାମ୍ବାଦିକ ଭୀଷ୍ମ ଦେବ ପଣ୍ଡା ଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗ ଙ୍କୁ ଓଜେୟୁ ସମ୍ବଲପୁର ଜ଼ିଲ୍ଲା ଶାଖା ପକ୍ଷରୁ ସମବେଦନା ଜ୍ଞାପନ କରୁଛୁ I