-+91-9937148622 |
prerana_bgr@rediffmail.com |
Thursday 3rd September 2026 |
R.N.I. Regd No. ODIODI/2010/46693
Breaking News
09-Nov-2023
ବଲାଙ୍ଗୀର(ପ୍ରେରଣା ଖବର): ଆୟୁର୍ବେଦିକ ମେଡିକାଲ କଲେଜ ଅଧ୍ୟକ୍ଷ ସୁଦର୍ଶନ ବେହେରାଙ୍କ କାର୍ଯ୍ୟାଳୟ ଭିଜିଲାନ୍ସ ରେଡ। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରୁଛି ଦୁର୍ନୀତି ନିବାରଣ ବିଭାଗ। ଡିଏସପିଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍ କରୁଛନ୍ତି ଯାଞ୍ଚ। ନଭେମ୍ବର ୧ ତାରିଖରେ ସୁଦର୍ଶନ ବଲାଙ୍ଗୀର ଆୟୁର୍ବେଦିକ କଲେଜରେ ଯୋଗ ଦେଇଥିଲେ। ମାତ୍ର ଗୋଟିଏ ଦିନ କାମ କରିବା ପରେ ଛୁଟି ନେଇ ନିଜ ପୈତୃକ ବାସଭବନକୁ ଚାଲିଯାଇଥିବା ସୂଚନା। ଏମିତିକି କିଛି ଦିନ ତଳେ ତାଙ୍କ କେଲେଙ୍କାରି ଜଣା ପଡ଼ିବ ପରେ ତାଙ୍କୁ ଦଣ୍ଡନୀୟ ବଦଳି କରାଯାଇଥିବା ନେଇ ସୂଚନା ମିଳିଛି।