-+91-9937148622 |

prerana_bgr@rediffmail.com |

  Wednesday 6th May 2026 |

| | | |

R.N.I. Regd No. ODIODI/2010/46693

Breaking News

*ସୋନପୁର ପୌର ପରିଷଦ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା କଲେ ଯୋଜନା ବୋର୍ଡ ଅଧ୍ୟକ୍ଷ*-   (05-May-2026)       ||      ନବରଙ୍ଗପୁର ଜିଲ୍ଲାରେ ରେ ତେଲ ଅଭାବ, ପେଟ୍ରୋଲ ପମ୍ପ ଆଗରେ ଲୋକଙ୍କ ଭିଡ଼   (05-May-2026)       ||      ବିଜେପି ନେତା ଚିତ୍ତରଞ୍ଜନ ଦାସଙ୍କୁ ହତ୍ୟା ଧମକ   (05-May-2026)       ||      ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବିଜେପି ବଡ଼ ଦାୟିତ୍ୱ ♦️ ତାଙ୍କୁ ବିଜେପି ପକ୍ଷରୁ ସହ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି   (05-May-2026)       ||      ବାତ୍ୟା ଆଶଙ୍କା । ୮ରୁ ୯ ତାରିଖ ମଧ୍ୟରେ କେରଳ ଉପକୂଳରେ ସୃଷ୍ଟି    (05-May-2026)       ||      ଗୋଡଭଗାରେ ଡକ୍ଟର ଚିତ୍ତରଂଜନ ଜେନାକୁଂ ସମ୍ବର୍ଦ୍ଦନା ପ୍ରଦାନ କଲେ ଆଞ୍ଚଳିକ ସାହିତ୍ୟ ପରିଷଦ   (05-May-2026)       ||      ସଡ଼କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିବାକୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ   (05-May-2026)       ||      ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୦ଟି ଦରଖାସ୍ତ ଗ୍ରହଣ, ୬ଟିର ତୁରନ୍ତ ସମାଧାନ   (05-May-2026)       ||      ବରପାଲି ଶିଶୁ ବିଦ୍ୟା ମନ୍ଦିର ଠାରେ ତ୍ରି ଦିବସୀୟ ସାମୁହିକ ଆଚାର୍ଯ୍ୟ କର୍ମଶାଳା ଉଦଯାପିତ   (05-May-2026)       ||      ଚନ୍ଦନଭାଟି କଲ୍ୟାଣମଣ୍ଡପ ଉପରମହଲା ଉଦ୍‌ଘାଟନ କଲେ ନରସିଂହ   (05-May-2026)       ||      ବୁଢୀପଦର ଠାରେ ଷୋହଳପ୍ରହରୀ ନାମଯଂଜ୍ଞ ଅନୁଷ୍ଠିତ   (05-May-2026)       ||      ବାଘ୍ ନାଇଁ ଦେଖଲେ ବିଲେଇ ଦେଖ   (05-May-2026)       ||      କୁମ୍ଭାରି ଧାନ ମଣ୍ଡିରେ ଚାଷୀ ସଚେତନତା ସମାବେଶ   (05-May-2026)       ||      ଲାଦେରପାଲିରେ ସମାପନ ହେଲା ଚୋବିଶ ପ୍ରହରୀ ନାମଯଜ୍ଞ ର ରୈ।ପ୍ୟ ଜୟନ୍ତୀ ମହୋତ୍ସବ   (05-May-2026)       ||      ବରପାଲି ଶୀତଳଷଷ୍ଠୀ ତାଡ଼କାସୁର ଭୂମିକା ପାଇଁ ବରିଷ୍ଠ କଳାକାର ଜଗଦାନନ୍ଦ ମିଶ୍ରଙ୍କୁ ବରଣ   (05-May-2026)       ||      କାଲିମେଳା ବ୍ଲକ ଲୁଗେଲ ପଞ୍ଚାୟତରେ ଜିଲ୍ଲାପଳାଙ୍କ ଅଭିଯୋଗ ଶୁଣାଣି : ୬୧ଟି ଆବେଦନ ଗ୍ରହଣ ସହ ସେବା ପ୍ରଦାନ ପାଇଁ ସ୍ବତନ୍ତ୍ର କ୍ୟାମ୍ପ    (05-May-2026)       ||      ଦୀର୍ଘ ଦିନ ଧରି ପାଇପ୍ ମରାମତି ଅଭାବରୁ ପାଇପ୍ ପାଣି ଲିକ୍ ବସୁଧା ପାଣି ପାଇଁ ପାରୁନାହାନ୍ତି ରାଜେନିପ୍ଡିଆ ସାହି ଲୋକ ଅନ୍ତସନ୍ତ ହୋଇ ରହୁଛନ୍ତି ଗ୍ରାମ ବାସୀ   (05-May-2026)       ||      ଚାଷୀ ସଚେତନତା ସମାବେଶ    (05-May-2026)       ||      ରଘୁନାଥ ଜୀଉ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା   (05-May-2026)       ||      ଅଧଘଣ୍ଟା ଧରି ପଡି ରହିଲେ ଡାକ୍ତର ଦେଖୁଲେ ନାହିଁ ♦️ ଏଇ ହେଉଛି ବିଶ୍ୱସ୍ତରୀୟ ହସ୍ପିଟାଲ   (05-May-2026)       ||     

HOME   ରାଜ୍ୟ

ସ୍ବାସ୍ଥ୍ୟକର୍ମୀଙ୍କ ଦାବି ଶୁଣନ୍ତୁ ସରକାର, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା

16-Dec-2020



 (ପ୍ରେରଣା ଖବର) ଭୁବନେଶ୍ବର: ସ୍ଥାୟୀ ନିଯୁକ୍ତି ଦାବିରେ ୧୮ ଦିନ ହେଲା ରାଜଧାନୀରେ ଏଏନ୍‌ଏମ୍‌ ସ୍ବାସ୍ଥ୍ୟକର୍ମୀମାନେ ଆନ୍ଦୋଳନ ଚଳାଇଛନ୍ତି। ଏହି ପ୍ରସଙ୍ଗରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। କରୋନା ମହାମାରୀ ପରି ସଙ୍ଗୀନ୍ ସମୟରେ ରୋଗୀଙ୍କ ସେବା କରିଥିବା ଏହି ସ୍ବାସ୍ଥ୍ୟ କର୍ମୀଙ୍କ ଦାବି ସରକାର ଶୁଣିବାକୁ ସେ ଅନୁ‌େରାଧ କରିଛନ୍ତି। ଶ୍ରୀ ନାଏକ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ କରୋନା ମହାମାରୀ ସମୟରେ ସ୍ବାସ୍ଥ୍ୟକର୍ମୀମାନେ ନିଜ ଜୀବନକୁ ବାଜି ଲଗାଇ ରୋଗୀଙ୍କ ସେବା କରୁଥିଲେ। କିନ୍ତୁ ବର୍ତ୍ତମାନ ସେମାନେ ରାଜରାସ୍ତାରେ ବସିବା ଦୁର୍ଭାଗ୍ୟଜନକ। ସରକାର ସେମାନଙ୍କୁ ଦୈନିକ ୮୫୦ ଟଙ୍କା ଲେଖା ହିସାବରେ ତିନି ମାସ ପାଇଁ ନିଯୁକ୍ତି ଦେଇଥିଲେ। କିନ୍ତୁ ତିନି ମାସ ସମ୍ପୂର୍ଣ୍ଣ ହେବା ଆଗରୁ ସେମାନଙ୍କୁ କାମରୁ ବିଦା କରିଦିଆଗଲା। ରାଜ୍ୟ ଏ ଯାଏ କୋଭିଡ୍‌ ମୁକ୍ତ ହୋଇ ନ ଥିଲେ ବି ସେମାନଙ୍କୁ କାମ ଦିଆଯାଉନି। ଏବେ ଏହି ସ୍ବାସ୍ଥ୍ୟକର୍ମୀମାନେ କୌଣସି କାମ ନ ପାଇ ବସିଛନ୍ତି। ବିରୋଧୀ ଦଳ ନେତା ତାଙ୍କ ଚିଠିରେ ଯୁକ୍ତି ଦର୍ଶାଇଛନ୍ତି ଯେ ଟିବି, ମ୍ୟାଲେରିଆ ଓ ପୋଲିଓ ଆଦି ସଚେତନତା ସୃଷ୍ଟି କ୍ଷେତ୍ରରେ ଓଡ଼ିଶା ପଛରେ ପଡ଼ିଛି। ଯଦି ଏଏନ୍‌ଏମ୍‌ମାନଙ୍କୁ ନିଯୁକ୍ତି ଦିଆଯାଆନ୍ତା, ତେବେ ସେମାନେ ତୃଣମୂଳ ସ୍ତରରେ ସଚେତନତା କାର୍ଯ୍ୟକ୍ରମ କରିପାରନ୍ତେ। କରୋନା ମୁକାବିଲାରେ ମୁଖ୍ୟ ଭୂମିକା ନେଇଥିବା ଏହି ଏଏନ୍‌ଏମ୍‌ମାନଙ୍କୁ ନିଯୁକ୍ତି ଦେବା ବଦଳରେ ଗତ ମାସ ୨୬ ତାରିଖରେ ନର୍ସିଂ ଷ୍ଟାଫ୍‌ ନିଯୁକ୍ତି ପାଇଁ ସରକାର ବିଜ୍ଞାପନ ଦେଇଛନ୍ତି। ରାଜ୍ୟରେ ୧୫ ହଜାର ଏଏନ୍‌ଏମ୍‌ ପଦବି ଖାଲି ପଡ଼ିଥିଲା ବେଳେ ସରକାର ସେମାନଙ୍କ ଅଭିଯୋଗ ନ ଶୁଣିବା ଦୁର୍ଭାଗ୍ୟଜନକ। ରାଜ୍ୟରେ ୧୦ ବର୍ଷ ହେଲାଣି ଏଏନ୍‌ଏମ୍‌ ପଦବିରେ ନୂଆ ନିଯୁକ୍ତି ଦିଆଯାଇ ନାହିଁ। ସେଥିପାଇଁ ସର୍ବାଧିକ ବୟସ ସୀମାକୁ ୩୨ ବଦଳରେ ୪୨ ବର୍ଷ କରାଯିବା ସହ କୋଭିଡ୍‌ ସମୟରେ କାମ କରିଥିବା ଏଏନ୍‌ଏମ୍‌ଙ୍କୁ ନିଯୁକ୍ତିରେ ଅଗ୍ର‌ାଧିକାର ଦିଆଯାଉ। ନର୍ସିଂ ପଦବି ପୂରଣ ପାଇଁ ଚୟନ ପ୍ରକ୍ରିୟା କରାଯିବା ବେଳେ ରାଜ୍ୟ ସରକାରଙ୍କ ଦ୍ବାରା ମନୋନୀତ ହୋଇ କୋଭିଡ୍‌ ସମୟରେ କାର୍ଯ୍ୟ କରିଥିବା ଏଏନ୍‌ଏମ୍‌ମାନଙ୍କ ପାଇଁ ଗ୍ରେସ୍‌ ମାର୍କର ବ୍ୟବସ୍ଥା କରିବାକୁ ଶ୍ରୀ ନାଏକ ଦାବି କରିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
*ସୋନପୁର ପୌର ପରିଷଦ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା କଲେ ଯୋଜନା ବୋର୍ଡ ଅଧ୍ୟକ୍ଷ*-   05-May-2026
  ଜିଲ୍ଲା  
ନବରଙ୍ଗପୁର ଜିଲ୍ଲାରେ ରେ ତେଲ ଅଭାବ, ପେଟ୍ରୋଲ ପମ୍ପ ଆଗରେ ଲୋକଙ୍କ ଭିଡ଼   05-May-2026
  ଜିଲ୍ଲା  
ବିଜେପି ନେତା ଚିତ୍ତରଞ୍ଜନ ଦାସଙ୍କୁ ହତ୍ୟା ଧମକ   05-May-2026
  ରାଜ୍ୟ  
ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବିଜେପି ବଡ଼ ଦାୟିତ୍ୱ ♦️ ତାଙ୍କୁ ବିଜେପି ପକ୍ଷରୁ ସହ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି   05-May-2026
  ଜିଲ୍ଲା  
ବାତ୍ୟା ଆଶଙ୍କା । ୮ରୁ ୯ ତାରିଖ ମଧ୍ୟରେ କେରଳ ଉପକୂଳରେ ସୃଷ୍ଟି   05-May-2026
  ଜିଲ୍ଲା  
ଗୋଡଭଗାରେ ଡକ୍ଟର ଚିତ୍ତରଂଜନ ଜେନାକୁଂ ସମ୍ବର୍ଦ୍ଦନା ପ୍ରଦାନ କଲେ ଆଞ୍ଚଳିକ ସାହିତ୍ୟ ପରିଷଦ   05-May-2026
  ଜିଲ୍ଲା  
ସଡ଼କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିବାକୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ   05-May-2026
  ଜିଲ୍ଲା  
ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୦ଟି ଦରଖାସ୍ତ ଗ୍ରହଣ, ୬ଟିର ତୁରନ୍ତ ସମାଧାନ   05-May-2026
  ଜିଲ୍ଲା  
ବରପାଲି ଶିଶୁ ବିଦ୍ୟା ମନ୍ଦିର ଠାରେ ତ୍ରି ଦିବସୀୟ ସାମୁହିକ ଆଚାର୍ଯ୍ୟ କର୍ମଶାଳା ଉଦଯାପିତ   05-May-2026
  ଜିଲ୍ଲା  
ଚନ୍ଦନଭାଟି କଲ୍ୟାଣମଣ୍ଡପ ଉପରମହଲା ଉଦ୍‌ଘାଟନ କଲେ ନରସିଂହ   05-May-2026
  ଜିଲ୍ଲା  
ବୁଢୀପଦର ଠାରେ ଷୋହଳପ୍ରହରୀ ନାମଯଂଜ୍ଞ ଅନୁଷ୍ଠିତ   05-May-2026
  ଜିଲ୍ଲା  
ବାଘ୍ ନାଇଁ ଦେଖଲେ ବିଲେଇ ଦେଖ   05-May-2026

You Might Also Like