-+91-9937148622 |

prerana_bgr@rediffmail.com |

  Friday 4th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ସାଧାରଣ ପରିଷଦର ବୈଠକ   (03-Sep-2026)       ||      ଜାତୀୟ ସମ୍ମାନ ରେ ସମ୍ମାନୀତ ହେଲେ ଏଡ଼ିଇଓ ସେବାଶ୍ରୀ ଭୋଇ   (03-Sep-2026)       ||      ପ୍ରାଧ୍ୟାପକଙ୍କ ପି.ଏଚ. ଡ଼ି. ଲାଭ    (03-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ତୃତୀୟ ଦିବସ    (03-Sep-2026)       ||      ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ଉଦଘାଟିତ ♦️ ଦଳଗତ ବାଳକ ବିଭାଗ ଫାଇନାଲ ରେ ଓଡିଶା ଓ ଉତ୍ତରାଖଣ୍ଡ   (03-Sep-2026)       ||      *ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଚକ୍ଷୁ ଦାନ ସମ୍ପର୍କିତ ଆଲୋଚନା*   (03-Sep-2026)       ||      ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ହଡପ ଜମି ଫେରାଇବା ବ୍ୟବସ୍ଥା କରନ୍ତୁ ଉପ ମୁଖ୍ୟମନ୍ତ୍ରୀ -ନରସିଂହ   (03-Sep-2026)       ||      ପମ୍ପ ଡ୍ରାଇଭର ଓ ଏସିଏମ ଙ୍କୁ ପ୍ରାପ୍ୟ ପ୍ରଦାନ ଦାବି    (03-Sep-2026)       ||      ବରପାଲିରେ ବ୍ଳକ ସ୍ତରୀୟ ଯାଦବ ସମାଜର ସାର୍ବଜନୀନ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସଵ ପାଳନ ପାଇଁ କଲସ ଶୋଭା ଯାତ୍ରା   (03-Sep-2026)       ||      ରାଜ୍ୟ ଯୋଗାଣ ନିଗମ ପ୍ରତିଷ୍ଠା ଦିବସ ପାଳିତ    (03-Sep-2026)       ||      *ନୀଳଲତା ସାହୁ ଙ୍କ ସ୍ମୃତିଚାରଣ ସଭା*   (03-Sep-2026)       ||      ଗରଡୁଗୁଡା ଠାରେ ଜିଲ୍ଲା ପରଜା ସମାଜ ବିକାଶ ପରିଷଦର ୨୮ ତମ ପ୍ରତିଷ୍ଠା ଦିବସ ପାଳିତ*   (03-Sep-2026)       ||      ୩୭ଟି ପ୍ରକଳ୍ପକୁ ଇଡ଼କୋ ର ଜମି ବଣ୍ଟନ କମିଟିର ଅନୁମୋଦନ   (03-Sep-2026)       ||      ଶୌଚ ଯିବା ହେଲା କାଳ♦️ଅଜଣା ଗାଡି ଧକ୍କାରେ ବୃଦ୍ଧ ମୃତ   (03-Sep-2026)       ||      ବଙ୍ଗୋମୁଣ୍ଡା ଓ ମୁରିବାହାଲରେ Green Eagle Army ପକ୍ଷରୁ ବନମହୋତ୍ସବ   (03-Sep-2026)       ||      ଉପାନ୍ତ ଅଂଚଳରେ ସରକାରୀ ଯୋଜନା ନାଁ ରେ ସରକାରୀ ଅର୍ଥର ବାଟମାରଣା    (03-Sep-2026)       ||      ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବଲାଙ୍ଗିରରେ ପ୍ରବେଶ ଉତ୍ସବ♦️ ନବାଗତ ଛାତ୍ରଛାତ୍ରୀଙ୍କୁ ଭବ୍ୟ ସ୍ୱାଗତ, ଶିକ୍ଷା ଓ ସଫଳତାର ସଙ୍କଳ୍ପ   (03-Sep-2026)       ||      ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ସଂସ୍କୃତ ସପ୍ତାହ ଦିବସ ପାଳିତ   (03-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଦ୍ୱିତୀୟ ଦିବସ    (02-Sep-2026)       ||      *ଡାବୁଗାଁ ଲ୍ୟାମ୍ପସ୍ ଏମ୍.ଡି ବିରୋଧରେ ଜନ ଆକ୍ରୋଶ, ବ୍ୟାପକ ଦୁର୍ନୀତି ବିରୋଧରେ ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ ।*   (02-Sep-2026)       ||     

HOME   ଜିଲ୍ଲା

କେସିଙ୍ଗା ବ୍ଲକ ସ୍ତରୀୟ କନ୍ଧ ସମାଜ ନୂତନ କର୍ମକର୍ତ୍ତା ଚୟନ

05-Nov-2023



କେସିଙ୍ଗା (କେଶବ ମେହେର)
କେସିଙ୍ଗା ବ୍ଲକ କନ୍ଧ ସମାଜ ର ବ୍ଲକ ସ୍ତରୀୟ ନୂତନ କର୍ମକର୍ତ୍ତା ଚୟନ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଛି।ଉକ୍ତ ସଭା ଟି କେସିଙ୍ଗା
 ବ୍ଲକ ସଭାପତି ଶ୍ରୀଯୁକ୍ତ ଯୁଧିଷ୍ଠିର ମାଝୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା।ଏବଂ ଉକ୍ତ ସଭା କୁ ପରିଚାଳନା କରିଥିଲେ   କଳାହାଣ୍ଡି କନ୍ଧ ସମାଜ ସଭାପତି ଶ୍ରୀଯୁକ୍ତ ପ୍ରକାଶ ମାଝୀ   ,ସର୍ବପ୍ରଥମେ ମା ଆଦିମାତା,ଆଦିଶକ୍ତି, କନ୍ଦବୁଢା,କନ୍ଧେନ୍ ବୁଢ଼ୀ,ମା ଜାଡେନ,କୁ ପ୍ରଥମେ ପୂଜା ପାଠ କରି ସଭା କାର୍ଯ୍ୟ ପରିଚାଳନା କରିଥିଲେ ।ଉକ୍ତ ସଭା କାର୍ଯ୍ୟ ରେ କଳାହାଣ୍ଡି ଜିଲ୍ଲା କନ୍ଧ ସମାଜ ସଭାପତି ଶ୍ରୀଯୁକ୍ତ ରାଜେନ୍ଦ୍ର ଭୋଇ,ସହିତ ସମାଜ ସେବୀକା ଶ୍ରୀମତୀ ରତ୍ନମାଳା ମାଝୀ,ସହିତ ଅନେକ ବ୍ଲକ ତଥା ଅନେକ ଗ୍ରାମ ଏବଂ ଅନେକ ପ୍ରଗଣା ରୁ ଶହ ଶହ ସଂଖ୍ୟା ରେ ମା ବାପା , ଭାଇ,ଭଉଣୀ,ଓ ସମାଜ ସେବୀ, ବୁଦ୍ଧଜୀବୀମାନେ ବହୁତ୍ ସଂଖ୍ୟାରେ ଯୋଗଦେଇଥିଲେ ।ଓ କେସିଙ୍ଗା ବ୍ଲକ ନୂତନ କର୍ମକର୍ତ୍ତା ଚୟନ ପ୍ରକିୟା ଆରମ୍ଭ ହୋଇଥିଲା।କେସିଙ୍ଗା ବ୍ଲକ ନୂତନ ସଭାପତି ଭାବରେ ଶ୍ରୀଯୁକ୍ତ ଶେଷଦେବ ମାଝୀ,ଗ୍ରାମ ବୋରୀଙ୍ଗ ପଦର,କୁ ମନୋନୀତ କରିଥିଲେ ।ଉପ ସଭାପତି ଶ୍ରୀଯୁକ୍ତ ଅରବିନ୍ଦ ମାଝୀ,ଉପ ସଭାପତି ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ମାଝୀ,ଉପ ସଭାନେତ୍ରି ଶ୍ରୀମତୀ ସବିତା ମାଝୀ,ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ବିକ୍ରମ ମାଝୀ,ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ସୁରେଶ ମାଝୀ,ସମ୍ପାଦକ ଶ୍ରୀଯୁକ୍ତ ନରେନ୍ଦ୍ର ମାଝୀ,ସମ୍ପାଦିକା ଶ୍ରୀମତୀ ସୁକାନ୍ତି ମାଝୀ, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଖିରସିନ୍ଧୁ ମାଝୀ,ଏବଂ ଏକ୍ତିଭ୍ ମେମ୍ବର ଭାବେ ଶ୍ରୀଯୁକ୍ତ ହେମନ୍ତ କୁମାର ମାଝୀ ,ଓ ଶ୍ରୀମତୀ ଶାନ୍ତି ମାଝୀ,ଓ ପତ୍ର ବହାକ,ଶ୍ରୀଯୁକ୍ତ ଗର୍ବ ମାଝୀ,ଏବଂ ଉପଦେଷ୍ଟା କମିଟି ଭାବରେ ଶ୍ରୀ ପରମେଶ୍ବର ମାଝୀ,ଚୂଡ଼ାମଣି ମାଝୀ, କୈଳାସ  ମାଝୀ,ଧନ ମାଳି ମାଝୀ, ସଂକୀର୍ତ୍ତନ ମାଝୀ,ଶଶି ମାଝୀ,ଉପେନ୍ଦ୍ର ମାଝୀ,ଭୀଷ୍ମ ଦେବ ମାଝୀ,ହର୍ଷ ଚନ୍ଦ୍ର ମାଝୀ,ଙ୍କୁ ସମସ୍ତେ ନୂତନ କର୍ମକର୍ତ୍ତା ଭାବରେ ଚୟନ କରିଛନ୍ତି ।

ଏହି ସଭା କାର୍ଯ୍ୟ ଆୟାଜକ କରିଥିଲେ ଶ୍ରୀ ବିକ୍ରମ ମାଝୀ,ଇନ୍ଦ୍ରମଣି ମାଝୀ,ଜଗନ୍ନାଥ ମାଝୀ,ସଞ୍ଜୀବ ମାଝୀ,ଧନଞ୍ଜୟ ମାଝୀ,କୃଷ୍ଣ ଚନ୍ଦ୍ର ମାଝୀ, ଓ ଅନ୍ୟ ସମସ୍ତେ ମିଶି ଏହି ସଭା ଆୟୋଜନ କରିଥିଲେ ।ନୂତନ ସଭାପତି କହିବା ଅନୁଯାୟୀ କନ୍ଧ ସମାଜ ର କିପରି ଉନ୍ନତି ହେବ ,ବା କନ୍ଧ ସମାଜ ର ପୁଅ ,ଝିଅ କିପରି ,ଚାକିରି,ଶିକ୍ଷା କ୍ଷେତ୍ରରେ କିପରି ଆଗକୁ ବଢ଼ିବେ ଓ କନ୍ଧ ସମାଜ ର, ,କିପରି ଉନ୍ନତି ଆଣିବାହେବ ସେଥି ପ୍ରତି ନିଶ୍ଚୟ ଆମ୍ଭ ମାନଙ୍କର ଦୃଷ୍ଟି ରହିବ ବୋଲି ମତ ପ୍ରକାଶ କରିଛନ୍ତି।ଓ ସର୍ବ ଶେଷରେ ନର୍ଲା ବ୍ଲକ ସଭାପତି ଶ୍ରୀଯୁକ୍ତ ରଣଜିତ୍ ମାଝୀ ସମସ୍ତ ଙ୍କୁ ଧନ୍ୟବାଦ୍ ଦେଇ ସଭା ସାଙ୍ଗ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ସାଧାରଣ ପରିଷଦର ବୈଠକ   03-Sep-2026
  ଜିଲ୍ଲା  
ଜାତୀୟ ସମ୍ମାନ ରେ ସମ୍ମାନୀତ ହେଲେ ଏଡ଼ିଇଓ ସେବାଶ୍ରୀ ଭୋଇ   03-Sep-2026
  ଜିଲ୍ଲା  
ପ୍ରାଧ୍ୟାପକଙ୍କ ପି.ଏଚ. ଡ଼ି. ଲାଭ   03-Sep-2026
  ଜିଲ୍ଲା  
ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ତୃତୀୟ ଦିବସ   03-Sep-2026
  ଜିଲ୍ଲା  
ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ଉଦଘାଟିତ ♦️ ଦଳଗତ ବାଳକ ବିଭାଗ ଫାଇନାଲ ରେ ଓଡିଶା ଓ ଉତ୍ତରାଖଣ୍ଡ   03-Sep-2026
  ଜିଲ୍ଲା  
*ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଚକ୍ଷୁ ଦାନ ସମ୍ପର୍କିତ ଆଲୋଚନା*   03-Sep-2026
  ରାଜନୀତି  
ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ହଡପ ଜମି ଫେରାଇବା ବ୍ୟବସ୍ଥା କରନ୍ତୁ ଉପ ମୁଖ୍ୟମନ୍ତ୍ରୀ -ନରସିଂହ   03-Sep-2026
  ଜିଲ୍ଲା  
ପମ୍ପ ଡ୍ରାଇଭର ଓ ଏସିଏମ ଙ୍କୁ ପ୍ରାପ୍ୟ ପ୍ରଦାନ ଦାବି   03-Sep-2026
  ଜିଲ୍ଲା  
ବରପାଲିରେ ବ୍ଳକ ସ୍ତରୀୟ ଯାଦବ ସମାଜର ସାର୍ବଜନୀନ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସଵ ପାଳନ ପାଇଁ କଲସ ଶୋଭା ଯାତ୍ରା   03-Sep-2026
  ଜିଲ୍ଲା  
ରାଜ୍ୟ ଯୋଗାଣ ନିଗମ ପ୍ରତିଷ୍ଠା ଦିବସ ପାଳିତ   03-Sep-2026
  ଜିଲ୍ଲା  
*ନୀଳଲତା ସାହୁ ଙ୍କ ସ୍ମୃତିଚାରଣ ସଭା*   03-Sep-2026
  ଜିଲ୍ଲା  
ଗରଡୁଗୁଡା ଠାରେ ଜିଲ୍ଲା ପରଜା ସମାଜ ବିକାଶ ପରିଷଦର ୨୮ ତମ ପ୍ରତିଷ୍ଠା ଦିବସ ପାଳିତ*   03-Sep-2026

You Might Also Like