-+91-9937148622 |

prerana_bgr@rediffmail.com |

  Friday 4th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ସାଧାରଣ ପରିଷଦର ବୈଠକ   (03-Sep-2026)       ||      ଜାତୀୟ ସମ୍ମାନ ରେ ସମ୍ମାନୀତ ହେଲେ ଏଡ଼ିଇଓ ସେବାଶ୍ରୀ ଭୋଇ   (03-Sep-2026)       ||      ପ୍ରାଧ୍ୟାପକଙ୍କ ପି.ଏଚ. ଡ଼ି. ଲାଭ    (03-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ତୃତୀୟ ଦିବସ    (03-Sep-2026)       ||      ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ଉଦଘାଟିତ ♦️ ଦଳଗତ ବାଳକ ବିଭାଗ ଫାଇନାଲ ରେ ଓଡିଶା ଓ ଉତ୍ତରାଖଣ୍ଡ   (03-Sep-2026)       ||      *ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଚକ୍ଷୁ ଦାନ ସମ୍ପର୍କିତ ଆଲୋଚନା*   (03-Sep-2026)       ||      ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ହଡପ ଜମି ଫେରାଇବା ବ୍ୟବସ୍ଥା କରନ୍ତୁ ଉପ ମୁଖ୍ୟମନ୍ତ୍ରୀ -ନରସିଂହ   (03-Sep-2026)       ||      ପମ୍ପ ଡ୍ରାଇଭର ଓ ଏସିଏମ ଙ୍କୁ ପ୍ରାପ୍ୟ ପ୍ରଦାନ ଦାବି    (03-Sep-2026)       ||      ବରପାଲିରେ ବ୍ଳକ ସ୍ତରୀୟ ଯାଦବ ସମାଜର ସାର୍ବଜନୀନ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସଵ ପାଳନ ପାଇଁ କଲସ ଶୋଭା ଯାତ୍ରା   (03-Sep-2026)       ||      ରାଜ୍ୟ ଯୋଗାଣ ନିଗମ ପ୍ରତିଷ୍ଠା ଦିବସ ପାଳିତ    (03-Sep-2026)       ||      *ନୀଳଲତା ସାହୁ ଙ୍କ ସ୍ମୃତିଚାରଣ ସଭା*   (03-Sep-2026)       ||      ଗରଡୁଗୁଡା ଠାରେ ଜିଲ୍ଲା ପରଜା ସମାଜ ବିକାଶ ପରିଷଦର ୨୮ ତମ ପ୍ରତିଷ୍ଠା ଦିବସ ପାଳିତ*   (03-Sep-2026)       ||      ୩୭ଟି ପ୍ରକଳ୍ପକୁ ଇଡ଼କୋ ର ଜମି ବଣ୍ଟନ କମିଟିର ଅନୁମୋଦନ   (03-Sep-2026)       ||      ଶୌଚ ଯିବା ହେଲା କାଳ♦️ଅଜଣା ଗାଡି ଧକ୍କାରେ ବୃଦ୍ଧ ମୃତ   (03-Sep-2026)       ||      ବଙ୍ଗୋମୁଣ୍ଡା ଓ ମୁରିବାହାଲରେ Green Eagle Army ପକ୍ଷରୁ ବନମହୋତ୍ସବ   (03-Sep-2026)       ||      ଉପାନ୍ତ ଅଂଚଳରେ ସରକାରୀ ଯୋଜନା ନାଁ ରେ ସରକାରୀ ଅର୍ଥର ବାଟମାରଣା    (03-Sep-2026)       ||      ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବଲାଙ୍ଗିରରେ ପ୍ରବେଶ ଉତ୍ସବ♦️ ନବାଗତ ଛାତ୍ରଛାତ୍ରୀଙ୍କୁ ଭବ୍ୟ ସ୍ୱାଗତ, ଶିକ୍ଷା ଓ ସଫଳତାର ସଙ୍କଳ୍ପ   (03-Sep-2026)       ||      ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ସଂସ୍କୃତ ସପ୍ତାହ ଦିବସ ପାଳିତ   (03-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଦ୍ୱିତୀୟ ଦିବସ    (02-Sep-2026)       ||      *ଡାବୁଗାଁ ଲ୍ୟାମ୍ପସ୍ ଏମ୍.ଡି ବିରୋଧରେ ଜନ ଆକ୍ରୋଶ, ବ୍ୟାପକ ଦୁର୍ନୀତି ବିରୋଧରେ ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ ।*   (02-Sep-2026)       ||     

HOME   ଜିଲ୍ଲା

ବ୍ରାହ୍ମଣି ପାହାଡ଼ (ସିଦ୍ଧି କ୍ଷେତ୍ର )କୁ ପର୍ଯ୍ଯଟନ ବିଭାଗର ରାଜ୍ଯସ୍ତରୀୟ ଅଧିକାରୀଙ୍କ ପରିଦର୍ଶନ

04-Nov-2023



ମୁରିବାହାଲ (ସୁଦାମ ଚରଣ ବଘାର): ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ମାଲିଶିରା ପଂଚାୟତ ଖରାଲୀ ଗ୍ରାମ ନିଜଟସ୍ଥ ରହେନଚୁଆଁ ମୁଣ୍ଡା ବ୍ରାହ୍ମଣି ପାହାଡକୁ ଡବ୍ଲୁଡିସି ସଦସ୍ଯ ହଂସରାଜ ଜୈନଙ୍କ ସ୍ୱତନ୍ତ୍ର ନିବେଦନ ଅନୁସାରେ ତଥା ଡବ୍ଲୁଡିସି ଅଧକ୍ଷ  ଅସିତ ତ୍ରିପାଠୀଙ୍କ ଅନୁରୋଧ କ୍ରମେ ଏବଂ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ସାହାଯ୍ୟ ସହଯୋଗ ତଥା ସ୍ୱତନ୍ତ୍ର ଦୃଷ୍ଟି ହେତୁ ଅଦ୍ୟ ତା.୦୪/୧୧/୨୦୨୩ ରିଖ ଶନିବାର ଦିନ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡ, ମୁରିବାହାଲ ବ୍ଲକ ମାଲିସିରା ଗ୍ରାମପଂଚାୟତର ଖରାଳି ନିକଟସ୍ଥ ରହେଁନଚୁଆ ମୁଣ୍ଡା ତଥା ବ୍ରାହ୍ମଣୀ ପାହାଡ଼ (ସିଦ୍ଧି କ୍ଷେତ୍ର) କୁ ଓଡିଶା ରାଜ୍ୟ ପର୍ଯ୍ୟଟନ ବିଭାଗ ତରଫରୁ ଉନ୍ନତିମୂଳକ ପଦକ୍ଷେପ ଗ୍ରହଣ ପାଇଁ ରାଜ୍ୟସ୍ତରୀୟ ଅଧିକାରୀ ଗଣ ପରିଦର୍ଶନ କରିଥିଲେ l 
  କ୍ଷେତ୍ର ପରିଦର୍ଶନ କରିଥିବା ଉଚ୍ଚସ୍ତରୀୟ କମିଟି ମଧ୍ୟରେ ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଯୁଗ୍ମ ନିର୍ଦେଶକ ରବୀନ୍ଦ୍ର କୁମାର ଦଳାଇ, ବରିଷ୍ଠ ଆର୍କିଟେକଚର କୁମାରୀ ବର୍ଣ୍ଣିକା ଚଟୋପଧ୍ୟାୟ ଓଡିଶା ସରକାର, ପିଏମଯୁ କନଷଲଣ୍ଟାଣ୍ଟ ଚିରଂଜିତ ଗୁପ୍ତା ଓଡିଶା ସରକାର, ପୂର୍ଣ୍ଣାନନ୍ଦ ପଟେଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୁରିବାହାଲ, ଆୟୁବ ମଣ୍ଡଳ ତହସିଲଦାର ମୁରିବାହାଲ, ଅବିନାଶ ମୋଦି ସହକାରୀ ଯନ୍ତ୍ରୀ, ଆର ଆଇ ହିମାଂଶୁ ମେହେର,ସରପଞ୍ଚ  ଦେବରାଜ ପାତ୍ର, ଇଓ  ଅର୍ଜୁନ ଛୁରା, ବନ ବିଭାଗରୁ  ନୀଲେନ୍ଦ୍ରୀ ଭୋଇ ବନପାଳିକା ଡ଼ଙ୍ଗାବାଞ୍ଜି ବନ ସୁରକ୍ଷାକର୍ମୀ  ଘନଶ୍ୟାମ ପଶାୟତ ସହିତ ଅନେକ ବନ ସୁରକ୍ଷା କର୍ମୀ ତତ ସହିତ ପୂର୍ବତନ ସରପଞ୍ଚ ଦୁଳମଣି ବାଗ, କ୍ଷିତିପତି ମହାକୁର, ଟ୍ରଷ୍ଟି  ପୁଲସ୍ତି ବେହେରା, ଦେବେନ୍ଦ୍ର ମେର୍ଲି, ଲଳିତ ମହାନ୍ତି, ଭୁଲା ବେହେରା, ଶେଷଦେବ ପଧାନ, ରାମଚନ୍ଦ୍ର ମାଝୀ,ଦୁର୍ଯ୍ୟୋଧନ ବେହେରା,ରାମୁ ନିଆଲ, ତପନ ଦୀପ, ପିଣ୍ଟୁ ଦୀପ, ପୁର୍ଣ ସେଠ, ଅଗାଧୁ ଧରୁଆ, ପ୍ରକାଶ ସାହୁ, ନେତ୍ର ମେର୍ଲି ବସ୍ତିଆ ବାବୁ, ଭୋଦେବ ପୁଟେଲ ସହିତ ବହୁ ସ୍ଥାନୀୟ ଅଧିବାସୀ ଉପସ୍ଥିତ ଥିଲେ l ଶ୍ରୀ  ଜୈନ ଉପସ୍ଥିତ ରହି ସମସ୍ତ ସ୍ଥାନ ପରିଭ୍ରମଣ କରାଇ ସମସ୍ତ ପୁଙ୍ଖାନୁପୁଙ୍ଖ ତଥ୍ୟ ଓଡିଶା ସରକାରଙ୍କ ଅଫିସର ମାନଙ୍କୁ ପ୍ରଦାନ କରିଥିଲେ ଏବଂ ଶୀଘ୍ର ସମସ୍ତ ଉନ୍ନତି ମୂଳକ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିବେଦନ କରିଥିଲେ ତତ ସହିତ ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ବନ ବିଭାଗୀୟ ଅଧିକାରୀ ମାନଙ୍କୁ କ୍ଷେତ୍ରର ଉନ୍ନତି ପାଇଁ ନିଜ ନିଜ ତରଫରୁ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ନିବେଦନ କରିଥିଲେ lଆଜି ଦିନ ସିଦ୍ଧି କ୍ଷେତ୍ର ପାଇଁ ଏକ ସୌଭାଗ୍ୟର ଦିନ ଏଣୁ ସ୍ଥାନୀୟ ବୁଦ୍ଧିଜିବୀ ଓ ଜ୍ଞାନୀ ମହାଲରେ ଖୁସିର ଲହରୀ ଖେଳି ଉଠିଛି, ସମସ୍ତଙ୍କର ନିବେଦନ ଏହି କ୍ଷେତ୍ରକୁ ସରକାର ପର୍ଯ୍ୟଟନସ୍ଥଳୀ ରୂପେ ଘୋଷଣା କରନ୍ତୁ ଏବଂ କ୍ଷେତ୍ରର ବହୁଳ ଉନ୍ନତି କରନ୍ତୁ ବୋଲି ଅନୁରୋଧ ରଖିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ସାଧାରଣ ପରିଷଦର ବୈଠକ   03-Sep-2026
  ଜିଲ୍ଲା  
ଜାତୀୟ ସମ୍ମାନ ରେ ସମ୍ମାନୀତ ହେଲେ ଏଡ଼ିଇଓ ସେବାଶ୍ରୀ ଭୋଇ   03-Sep-2026
  ଜିଲ୍ଲା  
ପ୍ରାଧ୍ୟାପକଙ୍କ ପି.ଏଚ. ଡ଼ି. ଲାଭ   03-Sep-2026
  ଜିଲ୍ଲା  
ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ତୃତୀୟ ଦିବସ   03-Sep-2026
  ଜିଲ୍ଲା  
ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ଉଦଘାଟିତ ♦️ ଦଳଗତ ବାଳକ ବିଭାଗ ଫାଇନାଲ ରେ ଓଡିଶା ଓ ଉତ୍ତରାଖଣ୍ଡ   03-Sep-2026
  ଜିଲ୍ଲା  
*ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଚକ୍ଷୁ ଦାନ ସମ୍ପର୍କିତ ଆଲୋଚନା*   03-Sep-2026
  ରାଜନୀତି  
ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ହଡପ ଜମି ଫେରାଇବା ବ୍ୟବସ୍ଥା କରନ୍ତୁ ଉପ ମୁଖ୍ୟମନ୍ତ୍ରୀ -ନରସିଂହ   03-Sep-2026
  ଜିଲ୍ଲା  
ପମ୍ପ ଡ୍ରାଇଭର ଓ ଏସିଏମ ଙ୍କୁ ପ୍ରାପ୍ୟ ପ୍ରଦାନ ଦାବି   03-Sep-2026
  ଜିଲ୍ଲା  
ବରପାଲିରେ ବ୍ଳକ ସ୍ତରୀୟ ଯାଦବ ସମାଜର ସାର୍ବଜନୀନ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସଵ ପାଳନ ପାଇଁ କଲସ ଶୋଭା ଯାତ୍ରା   03-Sep-2026
  ଜିଲ୍ଲା  
ରାଜ୍ୟ ଯୋଗାଣ ନିଗମ ପ୍ରତିଷ୍ଠା ଦିବସ ପାଳିତ   03-Sep-2026
  ଜିଲ୍ଲା  
*ନୀଳଲତା ସାହୁ ଙ୍କ ସ୍ମୃତିଚାରଣ ସଭା*   03-Sep-2026
  ଜିଲ୍ଲା  
ଗରଡୁଗୁଡା ଠାରେ ଜିଲ୍ଲା ପରଜା ସମାଜ ବିକାଶ ପରିଷଦର ୨୮ ତମ ପ୍ରତିଷ୍ଠା ଦିବସ ପାଳିତ*   03-Sep-2026

You Might Also Like