-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
01-Nov-2023
ଲୋଇସିଂହା, (ବିନୋଦ କୁମାର ଦୀପ) ଲୋଇସିଂହା ବ୍ଲକ ଠାରେ ନୂତନ ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ଯୋଗ ଦେଇଥିବାରୁ ଲୋଇସିଂହା ବ୍ଲକ ସରପଞ୍ଚ ସଂଘ ପକ୍ଷରୁ ନୂତନ ବିଡ଼ିଓ ଶ୍ରୀ ଯୁଧିଷ୍ଠିର ମେହେର ଙ୍କୁ ଉତ୍ତରୀୟ ଦେବାସହ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧନା ଦିଆଗଲା l ସମ୍ବର୍ଦ୍ଧନା ଦେବା ସମୟରେ ଲୋଇସିଂହା ସରପଞ୍ଚ ସଂଘ ସଭାପତି ଶ୍ରୀ ସଞ୍ଜୟ ଗଡ଼ତ୍ୟା, ଉପ ସଭାପତି ସୁଦିପ ସା, ସମ୍ପାଦକ କୌସ୍ତୁଭ ସାହୁ, କୋଷାଧ୍ୟକ୍ଷ ସରୋଜ ବେହେରା, ଶ୍ରୀମତୀ ଲକ୍ଷ୍ମୀ ପଧାନ ସମେତ ବ୍ଲକର ଅନ୍ୟାନ୍ୟ ପଂଚାୟତ ର ସରପଞ୍ଚ ମାନେ ଉପସ୍ଥିତ ଥିଲେ l