-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
14-Oct-2023
ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର)- ସର୍ଗୂଲ ଗ୍ରାମର ଜଣେ ପରୋକାରୀ ବ୍ୟକ୍ତି ବୈଷ୍ଣବ ସାହୁ(୫୫)ଙ୍କ ଗତ ରାତିରେ ଦେହାନ୍ତ ହୋଇଯାଇଛି । ଗତକାଲି ଡୁଙ୍ଗୁରିପାଲି ସହରରେ ବୁଲାବୁଲି କରିବା ସହ ବିଭିନ୍ନ ବ୍ୟକ୍ତିମାନଙ୍କ ସହ ହସଖୁସିରେ କଥାବର୍ତ୍ତା ହୋଇ ଘରକୁ ଫେରିଥିଲେ । ରାତିରେ ହଠାତ୍ ଛାତିରେ ଯନ୍ତ୍ରଣା ହେବାରୁ ଡୁଙ୍ଗୁରିପାଲି ଡାକ୍ତରଖାନାକୁ ନିଆଯାଇଥିଲା । ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ନ ହେବାରୁ ସଙ୍ଗେ ବୁର୍ଲା ନେଉଥିବା ବେଳେ ବରଗଡ ବିକାଶ ହସିପିଟ୍ାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ଆଜି ସକାଳ ପ୍ରଚାରିତ ହେବା ପରେ ଲୋକେ ହତବାକ୍ ହୋଇଯାଇଛି । ବନ୍ଧପରିଜନ ମହଲରେ ଶୋକର ଛାୟା ଖେଳି ଯାଇଥିଲା । ତାଙ୍କ