-+91-9937148622 |

prerana_bgr@rediffmail.com |

  Saturday 8th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଧର୍ମପରାୟଣା ମହିଳା କ୍ଷିତିସୂତା ମିଶ୍ରଙ୍କ ପରଲୋକ;ଶୋକରେ ଯୋଗୀସର୍ଡ଼ା ଗ୍ରାମ    (07-Aug-2026)       ||      ହାତୀ ଆକ୍ରମଣରେ ଘର ସମ୍ପୂର୍ଣ୍ଣ ଧ୍ୱଂସ; ଆହତ ଆଦିବାସୀ ପରିବାରକୁ ୨୦ ଲକ୍ଷ କ୍ଷତିପୂରଣ ଦାବି କଲେ ପୂର୍ବତନ ସାଂସଦ ନିରଞ୍ଜନ ବିଶି   (07-Aug-2026)       ||      ଶିକ୍ଷକଙ୍କ ନ୍ୟାୟସଙ୍ଗତ ଦାବୀ ପାଇଁ ଏକାଠି ହେଲା ଓଷ୍ଟା;ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ସ୍ମାରକ ପତ୍ର    (07-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ପେନାଲଟିକ ସୁଟ ଜରିଆରେ ପାଦେରୀପଡା ଓ ସୁଣ୍ଡରୁମିଲା ଦଳ ବିଜୟୀ    (07-Aug-2026)       ||      "ଇନୋଭେସନ୍ ଓ ଷ୍ଟାର୍ଟଅପ୍ ପ୍ରତିଯୋଗିତା–୨୦୨୬"   (07-Aug-2026)       ||      ବର୍ଷାରେ ଭାଙ୍ଗିଲା ଘର ଅଳ୍ପେକ ବର୍ତିଲେ ବୃଦ୍ଧ ଦମ୍ପତି   (07-Aug-2026)       ||      ବନ୍ୟାକ୍ଷୟକ୍ଷତିର ଆକଳନ,ଚାଷୀଙ୍କୁ ସଠିକ ଦରରେ ସାରଯୋଗାଣ ନେଇ ପ୍ରଶାସନକୁ କାଳିକେଶଙ୍କ ନିର୍ଦ୍ଦେଶ   (07-Aug-2026)       ||      ବଜରଙ୍ଗୀ ସଂଘ ପକ୍ଷରୁ ଗୋଖାଦ୍ୟ ବଣ୍ଟନ   (07-Aug-2026)       ||      ବରପାଲି ପ୍ରଶାସନ ପକ୍ଷରୁ ସ୍ୱାଧୀନତା ଦିବସ ଅବସର ରେ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା   (07-Aug-2026)       ||      *ସୁବର୍ଣ୍ଣପୁର ଗସ୍ତରେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଶ୍ରୀ ବି. ପରମେଶ୍ୱରନ୍*- *ଏସ ଆଇ ଆର୍ ଉପରେ କଲେ ସମୀକ୍ଷା*-   (07-Aug-2026)       ||      ଛତାମଖନା ବନ୍ଧର କ୍ଷୟକ୍ଷତି ଘଟଣାର ନିରପେକ୍ଷ ତଦନ୍ତ ଦାବି କଲେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ   (07-Aug-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟରେ କ୍ୟାନ୍ସର ସଚେତନତା କାର୍ଯ୍ୟକ୍ରମ   (07-Aug-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ଛାତ୍ରୀ ମାନେ ରାଜ୍ୟ ସ୍ତରରେ ସମ୍ବର୍ଦ୍ଧିତ   (07-Aug-2026)       ||      ଅତିରିକ୍ତ ତହସିଲ ଖୋଲିବାକୁ ନେଇ ଜିଲ୍ଲାପାଳଙ୍କ ସ୍ଥାନ ପରିଦର୍ଶନ   (07-Aug-2026)       ||      ଜିଲ୍ଲାପାଳଙ୍କ ଡାକ୍ତରଖାନା ପରିଦର୍ଶନ, ସ୍ବଚ୍ଛତାକୁ ନେଇ ଅସନ୍ତୋଷ ପ୍ରକାଶ କଲେ   (07-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ପ୍ରେରଣା ପକ୍ଷରୁ ଜିଲ୍ଲାସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା   (06-Aug-2026)       ||      ସାମ୍ବାଦିକ ରାଜ କିରଣ ସିଂ ଦେଓଙ୍କ ପରଲୋକ ବିଭିନ୍ନ ମହଲରୁ ଗଭୀର ଶ୍ରଦ୍ଧାଞ୍ଜଳି   (06-Aug-2026)       ||      ଆଦର୍ଶ ବିଦ୍ୟାଳୟ ରେ ଜ଼ିଲ୍ଲାପାଳ    (06-Aug-2026)       ||      ବିଜେପି ର ମଣ୍ଡଳ ସ୍ତରୀୟ ମାସିକ ବୈଠକ   (06-Aug-2026)       ||      ପୁରାତନ ଶୈବ ପୀଠ ବାବା ଅଷ୍ଟଶମ୍ଭୁ ମହାଦେବ ମନ୍ଦିରରେ କାଉଁରିଆ ମାନଙ୍କର ପ୍ରବଳ ଭିଡ଼ |   (06-Aug-2026)       ||     

HOME   ଜିଲ୍ଲା

ପ୍ରକୃତି କୋଳରେ ସମୟ କାଟିବାରେ ଅନନ୍ୟ ଅନୁଭୂତି : ପର୍ଯ୍ୟଟନସ୍ଥଳୀ ତେଲିଙ୍ଗିରି

14-Dec-2020



(ପ୍ରେରଣା ଖବର) ଜୟପୁର: ପ୍ରାକୃତିକ ସୌନ୍ଦର୍ୟ୍ୟରେ ଭରା କେରାପୁଟ ଜିଲ୍ଲା ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ଏଠାକାର ଜଳବାୟୁ ଏବଂ ଶାନ୍ତ ପରିବେଶ ରାଜ୍ୟ ବାହାର ତଥା ବିଦେଶୀ ପର୍ଯ୍ୟଟନଙ୍କୁ ଆକୃଷ୍ଟ କରେ। ବର୍ଷରେ ଅଧିକାଂଶ  ସମୟରେ ପର୍ୟ୍ୟଟକଙ୍କ ଭିଡ ଲାଗି ରହୁଥିବା ବେଳେ ଶୀତ ମାସରେ ଏହି ସଂଖ୍ୟା ଦୁଇଗୁଣା ବୃଦ୍ଧି ପାଇଥାଏ। ଏପରିକି ଆଖପାଖ ଜିଲ୍ଲାରୁ ବି ବହୁ ସଂଖ୍ୟାରେ ପର୍ଯ୍ୟଟନ ପିକିନିକ୍ ଋତୁରେ ଏଠାକୁ ଛୁଟି ଆସନ୍ତି। ତେବେ ଗତ ମାର୍ଚ୍ଚ ମାସରୁ ଲାଗିଥିବା କୋଭିଡ୍ ସଂକ୍ରମଣ ଏବଂ କଟକଣା ଯୋଗୁଁ ପର୍ଯ୍ୟଟନମାନେ ଆସୁନଥିବାରୁ ଜିଲ୍ଲାର ସବୁ ପର୍ଯ୍ୟଟନସ୍ଥଳୀ ଫାଙ୍କା ପଡ଼ିଥିଲା। କୋଭିଡ୍ ସଂକ୍ରମଣ ସ୍ବାଭାବିକ ହେବା ପରେ ଗତ ମାସର ଶେଷ ସପ୍ତାହରୁ ଲଗାତାର ସବୁ ଦିନ ପିକ୍ ନିକ୍ ଓ ଭୋଜି ଭାତ ଆରମ୍ଭ ହୋଇଛି। ଜୟପୁର ଉପଖଣ୍ତ ସଦରମହକୁମାରୁ ୧୫କିଲୋମିଟର ଦୁରରେ ପ୍ରାକୃତିକ ଘ˚ଚ ବନାନୀ ମଧ୍ୟରେ ତେଲିଙ୍ଗିରି ନଦୀ ଓ ପାହାଡର ନାଳ ପାଣିକୁ ଅଟକାଇ ତେଲିଙ୍ଗିରି ମଧ୍ୟମ ଜଳସେଚନ ପ୍ରକଳ୍ପ କରାଯାଇଛି। ଦୀର୍ଘ ୧୭ବର୍ଷ ପରେ ତଥା ଦେଢ଼ବର୍ଷ ତଳେ ଏହା ଲୋକାର୍ପିତ ହୋଇଛି। ଏହି ପ୍ରକଳ୍ପର ପାର୍ଶ୍ବ ଦେଇ ବୋରିଗୁମ୍ମା , ଜୟପୁର ବ୍ଲକର ବିଭିନ୍ନ ପଂଚାୟତର ଲୋକଙ୍କ ଠାରୁ ଆରମ୍ଭ କରି କୋରାପୁଟ ଯାଉଥିବା ବହୁ ଯାନବାହାନ ଆଦି ବି ଚଳାଚଳ କରୁଛି। ଜଳଭଣ୍ଡାର ପାର୍ଶ୍ବରେୁ ଥିବା ଅଙ୍କାବଙ୍କା ରାସ୍ତା ଏବଂ ଜଳଭଣ୍ଡାରର ସୁନ୍ଦରତା ସମସ୍ତଙ୍କୁ ମନମୋହୁଛି। ଲୋକେ ପୂର୍ବଭଳି ବେଶି ଦୂରକୁ ନ ଯାଇ ଜୟପୁର ସହରରୁ ଅଳ୍ପ ଦୂରରେ ଥିବା ମାଳିଗୁଡା ରେଳୱେ ଟନେଲ୍ ଓ ବ୍ରିଜ୍ ବୁଲି ଦେଖିବା ସହ ତେଲିଙ୍ଗିରୀ ପ୍ରକଳ୍ପକୁ ଆସି ବୁଲି ପ୍ରକୃତିର ମଜା ଉଠାଇ ଯାଉଛନ୍ତି। ସହରର ସିମେଣ୍ଟ ଘର, ଗହଳିଚହଳି, ଗାଡି ଘୋଡାର ଶବ୍ଦ ଠାରୁ ଦୁରରେ କିଛି ସମୟ ଶାନ୍ତିରେ ଏବଂ ପ୍ରାକୃତିକ ବିଭବ ମଧ୍ୟରେ ନିଜକୁ ହଜାଇ ଦେବା ପାଇଁ ତେଲିଙ୍ଗିରରେ ପର୍ଯ୍ୟଟନଙ୍କ ଭିଡ ଦେଖିବାକୁ ମିଳିଛି। ଖାସ୍ କରି ରବିବାର କିମ୍ବା ଛୁଟି ଦିନ ଗୁଡିକରେ ଅଧିକା ଭିଡ୍ ଦେଖିବାକୁ ମିଳୁଛି। ଗତ କିଛି ଦିନ ହେବ ଏହି ମାଟି ବନ୍ଧ ଉପରେ ବ୍ୟାପକ ଭାବେ ପିକନିକ୍ ‌ଏବଂ ଭୋଜିଭାତ କରି ‌ଲୋକେ ଖାଇ ଯାଉଥିବା ଦେଖିବାକୁ ମିଳିଛି ବୋଲି କହିଛନ୍ତି ରାଣୀଗଡ ଓ ବୋରିପୁଟ ଗ୍ରାମବାସୀ। ଗତ କିଛି ଦିନ ହେବ ଜାତୀୟ ରାଜପଥ ୨୬ର ବୋରିଗୁମ୍ମାରୁ ବାରିଣୀପୁଟ ପ୍ରଶସ୍ତିକରଣ କାମ ଚାଳିଥିବାରୁ ଏହି ରାସ୍ତାରେ ଅଧିକାଂଶ ଗାଡି ଯିବା ଆସିବା ବି କରୁଛି। ପ୍ରକଳ୍ପ ପାର୍ଶ୍ବ ଦେଇ ରାସ୍ତା ଥିବାରୁ ଲୋକେ ଘଡିଏ ସେଠାରେ ରହି ପ୍ରକଳ୍ପ ଏବଂ ପ୍ରକଳ୍ପ ପାର୍ଶ୍ବରେ ଥିବା ପ୍ରାକୃତିକ ବିଭବକୁ ଉପଭୋଗ କରି ଯାଉଛନ୍ତି। ଏହିସମୟରେ ଲୋକେ ଅନାୟସରେ ମାଟି ବନ୍ଧ ଉପରକୁ ଯିବା ଆସିବା କରୁଛନ୍ତି। ୨ଟି ମାଟି ବନ୍ଧ ଧରାଯାଇଥିବା ବେଳେ ଦ୍ବିତୀୟ ତଥା ମୁଖ୍ୟ ବନ୍ଧ ନିକଟରେ ଜଳସେଚନ ବିଭାଗ ପକ୍ଷରୁ ପ୍ରାକୃତିକ ଦୃଶ୍ୟରାଜିକୁ ଉପଭୋଗ କରିବା ପାଇଁ ୱାଚ୍ ଟାୱର ବି ନିର୍ମାଣ କରାଯାଇଛି। ୨ଟି ଯାକ ମାଟିବନ୍ଧ ପାର୍ଶ୍ବରେ ଥିବା ପାହାଡ ଏବଂ ଜଳଭଣ୍ଡାରର ସୁନ୍ଦର ପରିବେଶ ସାଧାରଣ ଲୋକଙ୍କୁ ବି କିଛି ସମୟ ବିଭୋର କରୁଛି। ପରିବେଶର ପ୍ରାକୃତିକ ସୌନ୍ଦର୍ୟ୍ୟଭରା ସ୍ଥାନ ଭାବେ ଏବେ ତେଲିଙ୍ଗିରୀ ପାଲଟିଛି। ଏଥିରେ ହଜିଯିବାକୁ ବି ବିଭିନ୍ନ ସହରରୁ ଲୋକଙ୍କ ଭିଡ ଦେଖିବାକୁ ମିଳିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଧର୍ମପରାୟଣା ମହିଳା କ୍ଷିତିସୂତା ମିଶ୍ରଙ୍କ ପରଲୋକ;ଶୋକରେ ଯୋଗୀସର୍ଡ଼ା ଗ୍ରାମ   07-Aug-2026
  ଜିଲ୍ଲା  
ହାତୀ ଆକ୍ରମଣରେ ଘର ସମ୍ପୂର୍ଣ୍ଣ ଧ୍ୱଂସ; ଆହତ ଆଦିବାସୀ ପରିବାରକୁ ୨୦ ଲକ୍ଷ କ୍ଷତିପୂରଣ ଦାବି କଲେ ପୂର୍ବତନ ସାଂସଦ ନିରଞ୍ଜନ ବିଶି   07-Aug-2026
  ଜିଲ୍ଲା  
ଶିକ୍ଷକଙ୍କ ନ୍ୟାୟସଙ୍ଗତ ଦାବୀ ପାଇଁ ଏକାଠି ହେଲା ଓଷ୍ଟା;ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ସ୍ମାରକ ପତ୍ର   07-Aug-2026
  ରାଜ୍ୟ  
ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ପେନାଲଟିକ ସୁଟ ଜରିଆରେ ପାଦେରୀପଡା ଓ ସୁଣ୍ଡରୁମିଲା ଦଳ ବିଜୟୀ   07-Aug-2026
  ଜିଲ୍ଲା  
"ଇନୋଭେସନ୍ ଓ ଷ୍ଟାର୍ଟଅପ୍ ପ୍ରତିଯୋଗିତା–୨୦୨୬"   07-Aug-2026
  ଜିଲ୍ଲା  
ବର୍ଷାରେ ଭାଙ୍ଗିଲା ଘର ଅଳ୍ପେକ ବର୍ତିଲେ ବୃଦ୍ଧ ଦମ୍ପତି   07-Aug-2026
  ଜିଲ୍ଲା  
ବନ୍ୟାକ୍ଷୟକ୍ଷତିର ଆକଳନ,ଚାଷୀଙ୍କୁ ସଠିକ ଦରରେ ସାରଯୋଗାଣ ନେଇ ପ୍ରଶାସନକୁ କାଳିକେଶଙ୍କ ନିର୍ଦ୍ଦେଶ   07-Aug-2026
  ଜିଲ୍ଲା  
ବଜରଙ୍ଗୀ ସଂଘ ପକ୍ଷରୁ ଗୋଖାଦ୍ୟ ବଣ୍ଟନ   07-Aug-2026
  ଜିଲ୍ଲା  
ବରପାଲି ପ୍ରଶାସନ ପକ୍ଷରୁ ସ୍ୱାଧୀନତା ଦିବସ ଅବସର ରେ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା   07-Aug-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଗସ୍ତରେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଶ୍ରୀ ବି. ପରମେଶ୍ୱରନ୍*- *ଏସ ଆଇ ଆର୍ ଉପରେ କଲେ ସମୀକ୍ଷା*-   07-Aug-2026
  ରାଜ୍ୟ  
ଛତାମଖନା ବନ୍ଧର କ୍ଷୟକ୍ଷତି ଘଟଣାର ନିରପେକ୍ଷ ତଦନ୍ତ ଦାବି କଲେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ   07-Aug-2026
  ଜିଲ୍ଲା  
ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟରେ କ୍ୟାନ୍ସର ସଚେତନତା କାର୍ଯ୍ୟକ୍ରମ   07-Aug-2026

You Might Also Like