-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
10-Oct-2023
ଲୋଇସିଂହା, (ବିନୋଦ କୁମାର ଦୀପ) ଲୋଇସିଂହା ବ୍ଲକ ବୁଢ଼ୀପଦର ପଂଚାୟତ ଅନ୍ତର୍ଗତ ରୁଗୁଡ଼ିଖାଳ ଠାରେ ମାନସ ଯଜ୍ଞ କମିଟି ଗଠନ ହୋଇଯାଇଛି l ଉକ୍ତ କମିଟି ର ସଭାପତି ହେଲେ ଯୁଧିଷ୍ଠିର ପଧାନ, ଉପ ସଭାପତି ବିକ୍ରମ ସିଂ ରାଏ, ଉତ୍ତମ ଭୋଇ, ସମ୍ପାଦକ ବେଦପତି ପଧାନ, ଯୁଗ୍ମ ସମ୍ପାଦକ କିଶୋର ଦର୍ଜୀ, ମଧୁସୂଦନ ପଧାନ, କୋଷାଧ୍ୟକ୍ଷ ସୁଧାଂଶୁ ସାହୁ ମନ୍ଦିର ପରିଚାଳନା କମିଟି ରାମ ଗୋପାଳ ମଲ୍ଲିକ, ପଦ୍ମଲୋଚନ ପଟ୍ଟନାୟକ, ଶଙ୍କର ସାହାଣୀ, କୃଷ୍ଣ ବୁଦ୍ଧିଆ, ରାଜ କୁମାର ଦାସ ସହ ଉପଦେଷ୍ଟା ମଣ୍ଡଳୀ ମଧ୍ୟ ଉପସ୍ଥିତ ଥିଲେ l