-+91-9937148622 |
prerana_bgr@rediffmail.com |
Sunday 3rd May 2026 |
R.N.I. Regd No. ODIODI/2010/46693
Breaking News
10-Oct-2023
କଳାହାଣ୍ଡି,କୋକସରା(ତ୍ରିନାଥ ବେଶ୍ରା )
ଜମାକାରୀ ଙ୍କ ଲକ୍ଷାଧିକ ଟଙ୍କା ହଡପ ଘଟଣାରେ କୋର୍ଟ ଚାଲାଣ ହେଳା ଅଭିଯୁକ୍ତ ଯୁବକ |ଯୁବକ ଜଣକ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ ପୋଡାଗୁଡ଼ା ଗ୍ରାମ ର ଜଗଦୀଶ ଚନ୍ଦ୍ର ସିଂ ଗ୍ରାହାକ ସେବା କେନ୍ଦ୍ର କରି ଗରିବ ହିତାଧିକାରୀ ମାନଙ୍କ ଲକ୍ଷାଧିକ ଟଙ୍କା ହଡପ କରିଥିବା ନେଇ ଅଭିଯୋଗ ହୋଇଥିଲା | ଏନେଇ ଆମପାଣି ପୋଲିସ ଟିମ ଓ ସାଇବର ସେଲର ସହାୟତାରେ ପାଟଣାଗଡ଼ ରୁ ପୋଲିସ କାବୁ କରିଥିଲା । ତାଙ୍କ ଠାରୁ 1 ଲକ୍ଷ ଟଙ୍କା ଓ ଏକ ମୋବାଇଲ୍ ଫୋନ ଜବତ କରିଛି ପୋଲିସ | 27 ଜଣ ଙ୍କ ଠାରୁ ଲକ୍ଷାଧିକ ଟଙ୍କା ହଡପ କରିଥିବା ଜଣାପଡିଛି | ରବିବାର ଅଭିଯୁକ୍ତ ଜଗଦୀସ ଚନ୍ଦ୍ର ସିଂ ଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ଏନେଇ ଗଣମାଧ୍ୟମରେ ପୋଲିସ ଅଧିକାରୀ ଭିଲ୍ଲାସ ଚନ୍ଦ୍ର ରାଉତ୍ ସୂଚନା ଦେଇଛନ୍ତି ।