-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||     

HOME   ଜିଲ୍ଲା

ଜମାକାରୀ ଚିହ୍ନଟ ଓ ଟଙ୍କା ଫେରସ୍ତ ଦାବିରେ ୯ ନଭେମ୍ବର ବଲାଙ୍ଗିର ଜିଲ୍ଲା ସ୍ତରୀୟ ଜମାକାରୀ ଗଣ ସତ୍ୟାଗ୍ରହ

08-Oct-2023



ବଲାଙ୍ଗିର(ପ୍ରେରଣା ଖବର)- ମାନ୍ୟବର ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ତଥା ବଡସ ଆଇନ ଏବଂ ଓପିଡା ଆଇନ ଭିତ୍ତିରେ ବଲାଙ୍ଗିର ଜିଲ୍ଲାର ପ୍ରତ୍ୟେକ କମ୍ପାନୀର କ୍ଷତିଗ୍ରସ୍ତ ଜମାକାରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜମାକାରୀ ଗଣ ସତ୍ୟାଗ୍ରହଣରେ ସାମିଲ ହୋଇ କ୍ଲେମ ଫର୍ମରେ ନିଜ ଜମାରାଶି ପ୍ରମାଣ, ପରିଚୟ ପ୍ରମାଣ ଓ ବ୍ୟାଙ୍କ ଜମା ଖାତା ଇତ୍ୟାଦିର ଜେରକ୍ସ ନକଲ ଯୋଡି ଜିଲ୍ଲାପାଳଙ୍କ ଠାରେ ଦାଖଲ କରିବା ପାଇଂ ଆଜି ବଲାଙ୍ଗିର ଜିଲ୍ଲା ସ୍ତରୀୟ ଜମାକାରୀ ବୈଠକରେ ଦୃପ୍ତ ଆହ୍ୱାନ ଦିଆଯାଇଚି । ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତ ମଂଚର ଜିଲ୍ଲା ସଭାପତି ଲଳିତ ଦୀପଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଏହି ବୈଠକରେ ଓଡିଶା ଜମାକାରୀ ଆନ୍ଦୋଳନ ଆବାହକ ଜୟନ୍ତ ଦାସ ଯୋଗ ଦେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପ୍ରୋତ୍ସାହନରେ ଅସାଧୁ ସଂସ୍ଥାମାନେ କିଭଳି ଜମାକାରୀଙ୍କୁ ପ୍ରଲୋଭିତ କରି ଜମା ରାଶି ନେଇ ଫାଙ୍କି ଦେଲେ, ପୁଣି ଏ ଠକାମୀ ଖୁଲାସା ହେବା ପରେ ସରକାର ନିଜ ସଂମ୍ପୃକ୍ତି ର ପ୍ରମାଣ ସବୁ ତଦନ୍ତ ବାହାନାରେ ଧ୍ୱଂସ କଲେ, ଅନେକ ଅସାଧୁ ସଂସ୍ଥାର ସମ୍ପତ୍ତି ଜବତ ନ କରି ମାତ୍ର ଅଳ୍ପକେ କେତେକ ଅସାଧୁ କମ୍ପାନୀର ସମ୍ପତ୍ତି ଜବତ କରି ଅଭାବୀ ଦାମରେ ଇ-ନିଲାମ କରି ସମ୍ପତ୍ତି ମୁଲ୍ୟର ଟଙ୍କାକୁ ସରକାର ଜମାକାରୀ ନ ଫେରାଇ ନିଲାମ ଅର୍ଥକୁ ସରକାର ନିଜ ତହବିଲରେ ରଖିବା, ଜମାକାରୀ ଆନ୍ଦୋଳନ କୁ ପ୍ରଶମିତ କରିବା ପାଇଁ ସରକାରଙ୍କ ସମସ୍ତ ଘୋଷଣା ପାଣି ଗାଁର ସଦୃଶ ହୋଇଥିବାରୁ ଗଭୀର ଉଦ୍‌ବେଗ ପ୍ରକାଶ କରିଥିଲେ । ଏହି ଘଟଣାରେ ମାନ୍ୟବର ସୁପ୍ରିମ କୋର୍ଟ ଉଭୟ ସରକାର ଓ ତଦନ୍ତକାରୀ ସଂସ୍ଥାମାନଙ୍କୁ କଡା ଭର୍ସନା କରି ଜମାକାରୀ ଚିହ୍ନଟ ଓ ଟଙ୍କା ଫେରସ୍ତ ନିର୍ଦ୍ଦେଶ ଦେଇଥିବାରୁ ବଲାଙ୍ଗିର ଜିଲ୍ଲାର ସମସ୍ତ ଜମାକାରୀ ଚିହ୍ନଟ ଓ ଟଙ୍କା ଫେରସ୍ତ ପାଇଁ ଆସନ୍ତା ୯ ନଭେମ୍ବର ବଲାଙ୍ଗିର କଲେକ୍ଟୋରେଟ ରେ କ୍ଲେମ ଆବେଦନ କରିବାକୁ ଆହ୍ୱାନ ଦେଇଛନ୍ତି । ଦୁର୍ଗା ପୂଜା ପୂର୍ବରୁ ସମସ୍ତ ବ୍ଲକ ସ୍ତରୀୟ ବୈଠକ ଓ ଦଶହରା ପରେ ୫ ନଭେମ୍ବର ପୂର୍ବରୁ ସମସ୍ତ ଗ୍ରାମ ପଂଚାୟତ ସ୍ତରୀୟ ଜମାକାରୀ ଜାଗତିଆର ଅଭିଯାନ ସହ ୯ ନଭେମ୍ବର ସକାଳ ୧୦ ଘଣ୍ଟା ରେ ଏକ ବିଶାଳ ଜମାକାରୀ ଶୋଭାଯାତ୍ରା ବାହାରି କଲେକ୍ଟୋରେଟ ଠାରେ ଜମାକାରୀ ଗଣ ସତ୍ୟାଗ୍ରହ ହେବା ସହ ଜମାକାରୀ କ୍ଲେମ ଦାଖଲ ହେବ ବୋଲି ସୂଚନା ଦେଇଥିଲେ । ଏହି ବୈଠକରେ ମିଳିତ ମଂଚର ଉପସଭାପତି ବିଭୁଦତ୍ତମିଶ୍ର, ତିର୍ଥ ପ୍ରଧାନ, ମଦନ ମୋହନ ଡେଙ୍ଗ, ରବି ନାରାୟଣ ଭୋଇ, ଗୋକୁଲା ରଣା, ପୃଥ୍ୱରାଜ ସିଂ ବାଗ, ସତ୍ୟବାନ ମହାନ୍ତି, ସନ୍ଥ କୁମାର ସା, ଆନନ୍ଦ ପ୍ରଦାନ, ପୂର୍ଣ୍ଣଚନ୍ଦ୍ର ଦଳପତି, କୁଶଳେଶ୍ୱର ନାଏକ, ସୁଧାଂଶୁ ଶେଖର ଛତ୍ରିଆ, ନିମାଇଁ ଚରଣ କୁଅଁର, ସୁରେଶ ଗଡତିଆ, ଯୋଗେନ୍ଦ୍ର ବୁଡେକ, ବିଦେଶୀ ବୁଡେକ, ତୋଫାନ ପ୍ରଧାନ, ରୁକ୍ମଣ ଧାରୁଆ ଓ ରାଜ କିଶୋର ପଣ୍ଡା ପ୍ରମୁଖ ଜମାକାରୀ ଆର୍ଥିକ ଦୁର୍ଗତି ଜନିତ ସମସ୍ୟାର ଆଲୋଚନା ସହ ଶକ୍ତିଶାଳୀ ଆନ୍ଦୋଳ ପାଇଁ ସଂକଳ୍ପ ନେଇଥଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026
  ଜିଲ୍ଲା  
*ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   24-Sep-2026
  ଜିଲ୍ଲା  
ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    24-Sep-2026
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026

You Might Also Like