-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
07-Oct-2023
କଣ୍ଟାମାଳ ( ଅକୃର ସାହୁ) ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କଣ୍ଟାମାଳ ସ୍ବାସ୍ଥ୍ୟକେନ୍ଦ୍ରକୁ ନୂତନ ୧୦୮ ଆମ୍ବୁଲାନ୍ସ ଯୋଗାଦିଆଜାଈଛି। ଦୀର୍ଘ ଏକ ବର୍ଷ ପରେ ୧୦୮ ଆମ୍ବୁଲାନ୍ସ ମିଳିଥିବାରୁ ରୋଗିଙ୍କ ସହ ଅଞ୍ଚଳ ବାସୀ ଆନନ୍ଦିତ ହେବାର ଦେଖିବାକୁ ମିଳିଛି। ସୂଚନା ଅନୁସାରେ ପ୍ରତ୍ୟେକ ରୋଗିକୁ ଜାତା ତାୟତ ର ସହଯୋଗ ଆମ୍ବୁଲାନ୍ସ ୧୦୮ ମଧ୍ୟ ମରେ ସରକାର ଯୋଗାଇ ଦେଉଛନ୍ତି। ଏହି ସ୍ବାସ୍ଥ୍ୟ କେନ୍ଦ୍ରରେ ନିର୍ଭର କରୁଥିବା ପ୍ରାୟ ୨୦ ହଜାର ଲୋକ ଆମ୍ବୁଲାନ୍ସ ହେବାରୁ ବଞ୍ଚିତ ଥିବା ବେଳେ ଡ଼ାକ୍ତରଖାନାକୁ ନେବା ପାଇଁ ଖର୍ଚ୍ଚାନ୍ତ ହେବା ସହ ବହୁ ସମସ୍ୟାର ସମ୍ମୁଖୀନ ହେଉଥିଲେ । କଣ୍ଟାମାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଥିବା ଆମ୍ବୁଲାନ୍ସ ଟି ଦୀର୍ଘ ଏକ ବର୍ଷ ହେବ ଅଚଳ ହୋଇ ପଡ଼ିରହିଛି। କଣ୍ଟାମାଳ ଭଳି ର୍ଦୁଗମ ଅଞ୍ଚଳରେ ଆମ୍ବୁଲାନ୍ସ ସେବା ଯୋଗାଇଦେବାକୁ ଜିଲ୍ଲା ଚିକିତ୍ସାଧିକାରୀଙ୍କ ପାଖରେ ଦୀର୍ଘ ଦିନ ହେବ ଦାବି କରିଆସୁଥିଲେ। କଣ୍ଟାମାଳ ଅଞ୍ଚଳରେ ଜନସାଧାରଣ ଆନନ୍ଦିତ ହେବା ଦେଖି ବାକୁ ମିଳିଛି ।