-+91-9937148622 |
prerana_bgr@rediffmail.com |
Saturday 3rd October 2026 |
R.N.I. Regd No. ODIODI/2010/46693
Breaking News
22-Sep-2023
ବୋଡେ଼ନ. ନୂଆପଡା ଜିଲ୍ଲା ସିନାପାଲି ସହର ନିକଟ ବିଜୁ ଏକ୍ସପ୍ରେସ ୱେ ରେ ସଡ଼କ ଦୁର୍ଘଟଣା ରେ ଘଟଣା ସ୍ଥଳରେ ଦୁଇ ବାଇକ ଆରୋହୀ ଙ୍କ ମୃତ୍ୟୁ ହୋଉଥିବା ବେଳେ ଅନ୍ୟ ଜଣେ ଗୁରୁତର ଥିବା ଜଣାପଡିଛି lମୃତକ ଦୁଇ ଜଣ ସିନାପାଲି ଥାନା ଦର୍ଲିପଡ଼ା ଗାଁର ବୋଲି ଜଣାପଡିଛି l ଖବର ପାଇ ସିନାପାଲି ପୋଲିସ ଘଟଣା ସ୍ଥଳରେ ପହଁଚି ଦୁଇ ମୃତ ଶବକୁ ଜବତ କରିବା ସହ ଗୁରୁତର ଙ୍କୁ ଉଦ୍ଧାର କରି ପ୍ରଥମେ ସିନାପାଲି ଡାକ୍ତର ଖାନା ରେ ଚିକିତ୍ସା ପାଇ ଭର୍ତ୍ତି କରିଥିବା ବେଳେ ପରେ ଅବସ୍ଥା ଗୁରୁତର ଭବାନୀପାଟଣା କୁ ସ୍ଥାନାନ୍ତର କରାଯାଇଛି। (ଡୋଲେସ୍ଵର ବାଗ ଙ୍କ ରିପୋର୍ଟ )