-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
13-Sep-2023
ସମ୍ବଲପୁର.ମାନେଶ୍ଵର.ବ୍ଲକ.( ସଂଜୀବକୁମାରପାଣିଗ୍ରାହୀ) ବ୍ଲକ ଶିକ୍ଷା ଅଧିକାରୀ କାଯ୍ୟାଳୟ ରେ ଗତ ତା.୦୮.୦୯.୨୩ ରୁ ଧାରଣ ଦେଇ ଥିବା ଶିକ୍ଷକ ମାନଙ୍କ ଧାରଣ ସ୍ଥଳରେ ପହଞ୍ଚିଲେ ରେଙ୍ଗାଲି ବିଧାୟକ ନାଉରୀ ନାୟକ ଆଲୋଚନା କଲେ ଓ ଶିକ୍ଷା ଅଧିକାରୀ ଙ୍କ ସହିତ ଆଲୋଚନା ସମୟରେ ଧନୁପାଲି ମଣ୍ଡଳ ସଭାପତି ପ୍ରକାଶ ସାହୁ ଯୋଗଦାନ କରିଥିଲେ।