-+91-9937148622 |

prerana_bgr@rediffmail.com |

  Saturday 10th October 2026 |

| | | |

R.N.I. Regd No. ODIODI/2010/46693

Breaking News

ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବରଗଡ଼ରେ ‘ଜୁଭେଣ୍ଟିକା’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ   (09-Oct-2026)       ||      ଛାତ୍ର ସଂସଦ ନିର୍ବାଚନ: ସରିଲା ନାମାଙ୍କନ♦️ କଣ୍ଟାମାଳ କଲେଜ ରୁ ୧୮ଜଣ କଲେ ନାମାଙ୍କନ ୫ଜଣ ନିର୍ଦ୍ୱନ୍ଦ୍ୱ ରେ ନିର୍ବାଚିତ, ଜଣଙ୍କ ପ୍ରାର୍ଥୀପତ୍ର ନାକଚ    (09-Oct-2026)       ||      ବାଦ୍ ପଡ଼ିଥିବା ଏବଂ ପ୍ରଥମ ଥର/ଯୁବ ଭୋଟରଙ୍କ ନାମ ପଞ୍ଜୀକରଣ ପାଇଁ ସ୍ୱତନ୍ତ୍ର ଅଭିଯାନ   (09-Oct-2026)       ||      ବରଗଡ଼ର ଇତିହାସ, ସଂସ୍କୃତି ଓ ପ୍ରତ୍ନତତ୍ତ୍ୱର ଦଲିଲୀକରଣ ପାଇଁ ଜାତୀୟ ଆଲୋଚନାଚକ୍ର   (09-Oct-2026)       ||      ସାମାଜିକ ଗଣମାଧ୍ୟମରେ ଉଦୀୟମାନ ଧାରା ଉପରେ ପ୍ରଥମ ଅଧିବେଶନ - ସରକାରୀ ସଂଚାରରେ ନୂତନ ପ୍ରଯୁକ୍ତି, ତଥ୍ୟର ସତ୍ୟତା ଓ ଜନସହଭାଗିତା ଉପରେ ଗୁରୁତ୍ୱ   (09-Oct-2026)       ||      ୭୧ତମ ରାଜ୍ୟ ପୁଲିସ ବୃତ୍ତିଗତ ପ୍ରତିଯୋଗିତା ଉଦ୍‌ଯାପିତ   (09-Oct-2026)       ||      ଓଡ଼ିଶା ସୂଚନା ସେବା (OIS) ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ: ସୋସିଆଲ ମିଡିଆ ଟ୍ରେଣ୍ଡ ଏବଂ AI-ଆଧାରିତ ସଂଚାର ଉପରେ ଆଲୋଚନା   (09-Oct-2026)       ||      *ଝରୀଗୁଡା ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା: ଗଛରେ ପିଟିଲା ଅଲଟୋ କାର୍, ସ୍ୱାମୀ-ସ୍ତ୍ରୀ ମୃତ*   (09-Oct-2026)       ||      ସୁଦୀପ କୁମାର ତ୍ରିପାଠୀ♦️ ମାନବିକତାର ଜ୍ୱଳନ୍ତ ଉଦାହରଣ - ୩୨ ଦିନର ଶିଶୁକୁ ରକ୍ତ ଦେଇ ଜୀବନ ବଞ୍ଚାଇଲେ    (09-Oct-2026)       ||      ସିରୋଲ କ୍ଲଷ୍ଟରରେ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଅନୁଷ୍ଠିତ   (09-Oct-2026)       ||      ବିଜେପୁର ଆଞ୍ଚଳିକ ସାଧନ କେନ୍ଦ୍ରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ    (09-Oct-2026)       ||      ବଲାଙ୍ଗୀର ବନଖଣ୍ଡରେ ୭୨ତମ ବନ୍ୟପ୍ରାଣୀ ସପ୍ତାହ ଉଦ୍‌ଯାପିତ   (09-Oct-2026)       ||      *ଦରଖାସ୍ତ ନଦେଇ ଫେରିଗଲେ ମହିଳାମାନେ, ଅବକାରୀ ଥାନା ରେ ପଡ଼ିଛି ତାଲା !*   (09-Oct-2026)       ||      ତୁଷୁରା କ୍ଲଷ୍ଟର ସ୍ତରୀୟ ଚତୁର୍ଥ ମାସିକ ବୈଠକ ଅନୁଷ୍ଠିତ   (09-Oct-2026)       ||      ବରପାଲିରେ ଭିନ୍ନକ୍ଷମ ଶିଶୁଙ୍କ ଚିହ୍ନଟ ଓ ସହାୟକ ଉପକରଣ ବଣ୍ଟନ ଶିବିର   (09-Oct-2026)       ||      ସରପଞ୍ଚ ସଂଘ ସଭାପତିଙ୍କ ବିରୋଧରେ ଥାନାରେ ମାମଲା   (09-Oct-2026)       ||      ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୱାଟରସେଡ୍ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ୮ଟି ସ୍ଥାନରେ ଚଢ଼ାଉ   (09-Oct-2026)       ||      ସୋହେଲାରେ ଜିଲା ସାମ୍ବାଦିକ ୟୁନିୟନ (ଜାବ୍) ବରଗଡର କାର୍ଯ୍ୟକାରିଣୀ ବୈଠକ   (09-Oct-2026)       ||      *ପୋଡ଼ାଗଡ ଐତିହାସିକ ପୀଠରେ ନୂଆଁଖାଇ ଭେଟ ଘାଟ*   (09-Oct-2026)       ||      ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଦ୍ଵିତୀୟ ଥର ପାଇଁ ପ୍ରେସ କାଉନସିଲ ସଭ୍ୟ ମନୋନୀତ   (09-Oct-2026)       ||     

HOME   ଜିଲ୍ଲା

ପୌର ପ୍ରଶାସନ ର ଖେଳ ଶ୍ରମିକ ଙ୍କ ପାଇଁ କାଳ

09-Sep-2023



ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ ): ଗରିବୀ ପାଇଁ ପେଟ ପୋଷିବାକୁ ଆସିଥିଲେ ପାଖ ସହରକୁ। ମୂଲ ଲାଗି ଦୁଇପଇସା ରୋଜଗାର କଲେ ପରିବାର ପାଇଁ ତେଲଲୁଣ ନେଇଥାନ୍ତା l ରୁଗଣ କାଳ ପିତାମାତାଙ୍କ ପାଇଁ ଔଷଧ ନେବାର ଆଶାକରି ଆସିଥିଲେ ନରସିଂହ।ହେଲେ କିଏ ଜାଣିଥିଲା  ଆଜି ସେଇକାମ ହିଁ ତାର ଜୀବନ ନେଇଯିବ  ବୋଲି।  ବୌଦ୍ଧ ଜିଲ୍ଲା ଧୁଙ୍ଗିଆ ପଦର୍ ଗ୍ରାମ

ରୁ ଆସିଥିବା ନରସିଂହ ମହାନନ୍ଦିଆ ଆଜି ବଡ଼ବଜାର ଦୂର୍ଗାମଣ୍ଡପ ପାଖରେ ଥିବା ସାହୁ ପରିବାରର ଏକ ପୁରୁଣା ଘରର ଛାତ ଭାଙ୍ଗିବାକୁ ଆସିଥିଲେ। ହେଲେ କାମକରୁଥିବା ବେଳେ ଛାତଟି ତା ଉପରେ ହିଁ ଭୁଷୁଡି ପଡିଲା । ଦୁର୍ଗାମଣ୍ଡପ ଛକ ର ନନ୍ଦ କିଶୋର ସାହୁଙ୍କ ଘରକୁ। ମାତ୍ର ଦୁର୍ଭାଗ୍ୟ ବଶତଃ କାମ କରୁଥିବା ସମୟରେ ଛାତ ଟି ହଠାତ୍ ମାଡ଼ି ବସିଥିଲା ଆଉ ପୁରା ଛାତ ତଳେ ଚାପି ହୋଇଯାଇଥିଲା ତାରି ପୁରା ଶରୀର। ଦମକଳ ବାହିନୀ ଆସି ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନା କୁ ନେଇଥିଲେ ହେଲେ ଡାକ୍ତର ସେଠି ମୃତ ଘୋଷଣା କରିଥିବା ସୂଚନା ମିଳିଛି। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତାଙ୍କର ଗୋଟିଏ କଲେଜ ପଢ଼ୁଆ ପୁଅ ଥିବା ସୂଚନା ମିଳିଛି। ପ୍ରକାଶ ଥାଉ କି ଯେ ସୋନପୁର ପୌର ପରିଷଦ ଦ୍ୱାରା ବିଗତ ମାସ ରେ ଏ ବଡ଼ ବଜାର ଅଞ୍ଚଳ ରେ ଜବର ଦଖଲ ଉଚ୍ଛେଦ ପାଇଁ ଅନେକ ପରିବାର କୁ ନୋଟିସ ଵା ତାଗିଦ କରିଥିଲା l ନିୟମତଃ  ଏ ଅଞ୍ଚଳ ର ଲୋକଙ୍କ ଘର ର  ଆସବାବ ପାତ୍ର ସ୍ୱତଃ ହଟାଇବା ପରେ ଲୋକ ଙ୍କ ଧନ ଜୀବନ ରକ୍ଷା ପାଇଁ ପୌର ପରିଷଦ ର ବୁଲଡ଼େଜର ମେସିନ ଦ୍ୱାରା ସୁରକ୍ଷିତ ଭାବେ ଘର ଭାଙ୍ଗିବା ଦାୟିତ୍ୱ ଓ କର୍ତ୍ତବ୍ୟ l ତାହା ପୁଣି ପୌର ପ୍ରଶାସନ, ପୋଲିସ ପ୍ରଶାସନ ଓ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି ରେ l ଯଦି ପୌର ପରିଷଦ  ନିଜ ଦାୟିତ୍ୱ ନିଜେ ମୁଣ୍ଡାଇ ଥାନ୍ତା ଆଜି ଅକାରଣ ରେ ଗୋଟେ ବହୁ ମୂଲ୍ୟ ନିରୀହ ଜୀବନ ଯାଇ ନ ଥାନ୍ତା,  ଏ  ଶ୍ରମିକ ପରିବାର ପିଲା ଛୁଆ ଅନାଥ ହୋଇ ନ ଥାନ୍ତେ l  ଘର ଭାଙ୍ଗିବାକୁ ପୌର ପରିଷଦ ଲୋକଙ୍କୁ ଟାଇମ  ଟାର୍ଗେଟ

ଦେଇ ଘୋଷଣା କରିବା ପରେ ଆମେ ମୁଲେଇ ଚୂଲେଇ ଶୀଘ୍ର  ଘର ଭଙ୍ଗା କାମ ସାରିବାକୁ  କଣ୍ଟାକ୍ଟ  ଦେଇଥିଲୁ  ବୋଲି ଘର ମାଲିକ  ପ୍ରକାଶ କରିଛନ୍ତି l କେବଳ ଏ ଘଟଣା ନୁହେଁ ପୌର ଅଧିକାରୀ ଙ୍କ ସହର ରେ ଏଭଳି ଅନେକ ଘଟଣା ରେ ମନମାନି ଓ ବଡ଼ ପଣିଆ ନୀତିକୁ ବୁଦ୍ଧିଜୀବୀ ଘୋର ନିନ୍ଦା କରିଛନ୍ତି l ଏବଂ ଦୀର୍ଘ ଦିନରୁ ଏ  ଅଧିକାରୀଙ୍କ ଅନ୍ୟତ୍ର ବଦଳି ହୋଇଥିବା ସତ୍ୱେ ଏ ଜାଗା ରୁ ରିଲିଭ ନ ହେବା ପଛରେ କଣ ରହସ୍ୟ ରହିଛି ତାହା ଏ ଘଟଣା ପରେ ଲୋକେ ପ୍ରଶ୍ନ କରିଛନ୍ତି l  ଖବର ରୁ ପ୍ରକାଶ ଯେ  ଆଜି ସନ୍ଧ୍ୟା ଯାଏ ମୃତ ଶ୍ରମିକ ର ପରିବାର ସ୍ୱଜନ   ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବୀ କରି  ଉକ୍ତ ଡେଡ ବଡି ର ପି ଏମ  କରେଇ ନ ଦେବାକୁ ଜିଦ ଧରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବରଗଡ଼ରେ ‘ଜୁଭେଣ୍ଟିକା’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ   09-Oct-2026
  ଜିଲ୍ଲା  
ଛାତ୍ର ସଂସଦ ନିର୍ବାଚନ: ସରିଲା ନାମାଙ୍କନ♦️ କଣ୍ଟାମାଳ କଲେଜ ରୁ ୧୮ଜଣ କଲେ ନାମାଙ୍କନ ୫ଜଣ ନିର୍ଦ୍ୱନ୍ଦ୍ୱ ରେ ନିର୍ବାଚିତ, ଜଣଙ୍କ ପ୍ରାର୍ଥୀପତ୍ର ନାକଚ   09-Oct-2026
  ରାଜ୍ୟ  
ବାଦ୍ ପଡ଼ିଥିବା ଏବଂ ପ୍ରଥମ ଥର/ଯୁବ ଭୋଟରଙ୍କ ନାମ ପଞ୍ଜୀକରଣ ପାଇଁ ସ୍ୱତନ୍ତ୍ର ଅଭିଯାନ   09-Oct-2026
  ଜିଲ୍ଲା  
ବରଗଡ଼ର ଇତିହାସ, ସଂସ୍କୃତି ଓ ପ୍ରତ୍ନତତ୍ତ୍ୱର ଦଲିଲୀକରଣ ପାଇଁ ଜାତୀୟ ଆଲୋଚନାଚକ୍ର   09-Oct-2026
  ଜିଲ୍ଲା  
ସାମାଜିକ ଗଣମାଧ୍ୟମରେ ଉଦୀୟମାନ ଧାରା ଉପରେ ପ୍ରଥମ ଅଧିବେଶନ - ସରକାରୀ ସଂଚାରରେ ନୂତନ ପ୍ରଯୁକ୍ତି, ତଥ୍ୟର ସତ୍ୟତା ଓ ଜନସହଭାଗିତା ଉପରେ ଗୁରୁତ୍ୱ   09-Oct-2026
  ଜିଲ୍ଲା  
୭୧ତମ ରାଜ୍ୟ ପୁଲିସ ବୃତ୍ତିଗତ ପ୍ରତିଯୋଗିତା ଉଦ୍‌ଯାପିତ   09-Oct-2026
  ଜିଲ୍ଲା  
ଓଡ଼ିଶା ସୂଚନା ସେବା (OIS) ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ: ସୋସିଆଲ ମିଡିଆ ଟ୍ରେଣ୍ଡ ଏବଂ AI-ଆଧାରିତ ସଂଚାର ଉପରେ ଆଲୋଚନା   09-Oct-2026
  ଜିଲ୍ଲା  
*ଝରୀଗୁଡା ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା: ଗଛରେ ପିଟିଲା ଅଲଟୋ କାର୍, ସ୍ୱାମୀ-ସ୍ତ୍ରୀ ମୃତ*   09-Oct-2026
  ଜିଲ୍ଲା  
ସୁଦୀପ କୁମାର ତ୍ରିପାଠୀ♦️ ମାନବିକତାର ଜ୍ୱଳନ୍ତ ଉଦାହରଣ - ୩୨ ଦିନର ଶିଶୁକୁ ରକ୍ତ ଦେଇ ଜୀବନ ବଞ୍ଚାଇଲେ   09-Oct-2026
  ଜିଲ୍ଲା  
ସିରୋଲ କ୍ଲଷ୍ଟରରେ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଅନୁଷ୍ଠିତ   09-Oct-2026
  ଜିଲ୍ଲା  
ବିଜେପୁର ଆଞ୍ଚଳିକ ସାଧନ କେନ୍ଦ୍ରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ   09-Oct-2026
  ଜିଲ୍ଲା  
ବଲାଙ୍ଗୀର ବନଖଣ୍ଡରେ ୭୨ତମ ବନ୍ୟପ୍ରାଣୀ ସପ୍ତାହ ଉଦ୍‌ଯାପିତ   09-Oct-2026

You Might Also Like