-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||     

HOME   ଜିଲ୍ଲା

ସୁବର୍ଣ୍ଣପୁର ସିନିୟର ଫୂଟବଲ ଲିଗ ମୁନିସିପାଲିଟି ଜୋନ ରେ ରାମଧୁନ କ୍ଲବ ଚମ୍ପିୟାନ

06-Sep-2023



ସୋନପୁର( ମନୋରଞ୍ଜନ ତ୍ରିପାଠୀ )
 ଜିଲ୍ଲା କ୍ରୀଡା ସଂଘ ଦ୍ୱାରା ଆୟୋଜିତ ସୋନପୁର ମୁନିସିପାଲିଟି ଜୋନ ଫୁଟବଲ ଲିଗର ଫାଇନାଲ ଦିବସ ରେ ଖେଳ ଆଜି କଲେଜ ପଡିଆରେ ରାମଧୁନ କ୍ଲବ ଓ ସୁବର୍ଣ୍ଣପୁର ରିଜର୍ଭ ପୋଲିସ ମଧ୍ୟରେ ଅତି ସଙ୍ଘର୍ଷ ପୂର୍ଣ୍ଣ  ଖେଳ ହୋଇଥିଲା l ରାମଧୁନ କ୍ଲବ 2-0 ଗୋଲରେ ବିଜୟୀ ହୋଇଛନ୍ତି  l ଆଜି ର ଏହି ସଭାରେ ମୁଖ୍ୟ ଅତିଥି ଭାବରେ ସୋନପୁର ପୌରପରିଷଦର ଅଧକ୍ଷl  ତାମାସୀ ତମସ୍ମିତା ନାୟକ ଏବଂ ସମ୍ମାନିତ ଅତିଥି ଭାବେ ଅବକାରୀ ଅଧିକ୍ଷିକା ସୁମତି ତ୍ରିପାଠୀ,ଜ଼ିଲ୍ଲା କ୍ରୀଡା ଅଧିକାରୀ  ଚିତ୍ତରଞ୍ଜନ ମିଶ୍ର, ରାଜ୍ୟ ପି ଇ ଟି  ଏସୋସିଏସନ ର ସମ୍ପାଦକ ରାମ ସାହୁ ଯୋଗଦେଇ ଦର୍ଶକ ଙ୍କୁ ଉତ୍ସାହିତ କରିଥିଲେ l ଜ଼ିଲ୍ଲା କ୍ରୀଡା ସଂଘ ସମ୍ପାଦକ ପିୟୁଷ କୁମାର ପଣ୍ଡା , ପୋଲିସ ଆର ଆଇ କାଁହୁ ଚରଣ ମାରାଣ୍ଡି, ପ୍ରାକ୍ତନ ପୌରାଧ୍ୟକ୍ଷ କଇରୁ ସ୍ୱାଇଁ, ପ୍ରକାଶ ସାହୁ, ସମାଜସେବୀ ପଠlନ କୁମାର ତ୍ରିପାଠୀ,  କ୍ରୀଡ଼ାପ୍ରେମୀ ସୀତୁ ମହାପାତ୍ର, ଦିଲୀପ ଗୁରୁ, ଗୋବିନ୍ଦ ତରେଇ, ଗୌରୀଶ୍ୟାମ ପଣ୍ଡା,ଜିତେନ୍ଦ୍ର ସାହୁ,କଇରୁ ସ୍ୱାଇଁ,କୃଷ୍ଣ କୁମାର ବାଘ, , ଶାଶ୍ୱତ କୁମାର ମିଶ୍ର, ,,ସୁଦଂlଶୁ ମେଣ୍ଡଳୀ, ପୁରୋଶୋତ୍ତମ ପାଣିଗ୍ରାହୀ, ବଳରାମ ପଟ୍ଟନାୟକ, ବିକାଶ ପଣ୍ଡା, ଜଳନ୍ଧର ଦୀପ, ମନୋଜ ପଣ୍ଡା ଉପସ୍ଥିତ ରହି ଉତ୍ସାହିତ କରିଥିଲେ l ରେଫରୀ ଭାବରେ, ଜ଼ିତେନ୍ଦ୍ର ଥନାପତି , ପ୍ରଶାନ୍ତ ସେଠି,  , ରାଜେଶ ଥନା ପତି, ସୁଶାନ୍ତ ନାୟକ ଖେଳ ପରିଚାଳନା କରିଥିଲେ l  ସନ୍ତୋଷ ପାଢ଼ୀ,ସଚିନ ସାହୁ, ଜଗନ୍ନାଥ ସାହୁ, ବୁବୁନ ନାଏକ ସମେତ ଜ଼ିଲ୍ଲା କ୍ରୀଡା ସଂଘ ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ l ସାମ୍ବାଦିକ ମନୋରଞ୍ଜନ ତ୍ରିପାଠୀ, ସଞ୍ଜୟ ସାହୁ ଅତିଥି ଙ୍କୁ ସ୍ୱାଗତ କରି ଖେଳ ର ଧାରା ବିବରଣୀ ପ୍ରଦାନ କରିଥିଲେ l  ବେଷ୍ଟ ପ୍ଲେୟାର ଭାବେ ଚନ୍ଦନ ବେହେରା ଓ ଅମାଯ଼ିଙ୍ଗ  ପ୍ଲେୟାର ଭାବେ ଅଶିକ ମହମ୍ମଦଙ୍କୁ ଏବଂ ବିଜେତା ଓ ଉପବିଜେତା ଦଳକୁ ଅତିଥି ଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା lସୋନପୁର( ମନୋରଞ୍ଜନ ତ୍ରିପାଠୀ )

 ଜିଲ୍ଲା କ୍ରୀଡା ସଂଘ ଦ୍ୱାରା ଆୟୋଜିତ ସୋନପୁର ମୁନିସିପାଲିଟି ଜୋନ ଫୁଟବଲ ଲିଗର ଫାଇନାଲ ଦିବସ ରେ ଖେଳ ଆଜି କଲେଜ ପଡିଆରେ ରାମଧୁନ କ୍ଲବ ଓ ସୁବର୍ଣ୍ଣପୁର ରିଜର୍ଭ ପୋଲିସ ମଧ୍ୟରେ ଅତି ସଙ୍ଘର୍ଷ ପୂର୍ଣ୍ଣ ଖେଳ ହୋଇଥିଲା l ରାମଧୁନ କ୍ଲବ 2-0 ଗୋଲରେ ବିଜୟୀ ହୋଇଛନ୍ତି l ଆଜି ର ଏହି ସଭାରେ ମୁଖ୍ୟ ଅତିଥି ଭାବରେ ସୋନପୁର ପୌରପରିଷଦର ଅଧକ୍ଷl ତାମାସୀ ତମସ୍ମିତା ନାୟକ ଏବଂ ସମ୍ମାନିତ ଅତିଥି ଭାବେ ଅବକାରୀ ଅଧିକ୍ଷିକା ସୁମତି ତ୍ରିପାଠୀ,ଜ଼ିଲ୍ଲା କ୍ରୀଡା ଅଧିକାରୀ ଚିତ୍ତରଞ୍ଜନ ମିଶ୍ର, ରାଜ୍ୟ ପି ଇ ଟି ଏସୋସିଏସନ ର ସମ୍ପାଦକ ରାମ ସାହୁ ଯୋଗଦେଇ ଦର୍ଶକ ଙ୍କୁ ଉତ୍ସାହିତ କରିଥିଲେ l ଜ଼ିଲ୍ଲା କ୍ରୀଡା ସଂଘ ସମ୍ପାଦକ ପିୟୁଷ କୁମାର ପଣ୍ଡା , ପୋଲିସ ଆର ଆଇ କାଁହୁ ଚରଣ ମାରାଣ୍ଡି, ପ୍ରାକ୍ତନ ପୌରାଧ୍ୟକ୍ଷ କଇରୁ ସ୍ୱାଇଁ, ପ୍ରକାଶ ସାହୁ, ସମାଜସେବୀ ପଠlନ କୁମାର ତ୍ରିପାଠୀ, କ୍ରୀଡ଼ାପ୍ରେମୀ ସୀତୁ ମହାପାତ୍ର, ଦିଲୀପ ଗୁରୁ, ଗୋବିନ୍ଦ ତରେଇ, ଗୌରୀଶ୍ୟାମ ପଣ୍ଡା,ଜିତେନ୍ଦ୍ର ସାହୁ,କଇରୁ ସ୍ୱାଇଁ,କୃଷ୍ଣ କୁମାର ବାଘ, , ଶାଶ୍ୱତ କୁମାର ମିଶ୍ର, ,,ସୁଦଂlଶୁ ମେଣ୍ଡଳୀ, ପୁରୋଶୋତ୍ତମ ପାଣିଗ୍ରାହୀ, ବଳରାମ ପଟ୍ଟନାୟକ, ବିକାଶ ପଣ୍ଡା, ଜଳନ୍ଧର ଦୀପ, ମନୋଜ ପଣ୍ଡା ଉପସ୍ଥିତ ରହି ଉତ୍ସାହିତ କରିଥିଲେ l ରେଫରୀ ଭାବରେ, ଜ଼ିତେନ୍ଦ୍ର ଥନାପତି , ପ୍ରଶାନ୍ତ ସେଠି, , ରାଜେଶ ଥନା ପତି, ସୁଶାନ୍ତ ନାୟକ ଖେଳ ପରିଚାଳନା କରିଥିଲେ l ସନ୍ତୋଷ ପାଢ଼ୀ,ସଚିନ ସାହୁ, ଜଗନ୍ନାଥ ସାହୁ, ବୁବୁନ ନାଏକ ସମେତ ଜ଼ିଲ୍ଲା କ୍ରୀଡା ସଂଘ ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ l ସାମ୍ବାଦିକ ମନୋରଞ୍ଜନ ତ୍ରିପାଠୀ, ସଞ୍ଜୟ ସାହୁ ଅତିଥି ଙ୍କୁ ସ୍ୱାଗତ କରି ଖେଳ ର ଧାରା ବିବରଣୀ ପ୍ରଦାନ କରିଥିଲେ l ବେଷ୍ଟ ପ୍ଲେୟାର ଭାବେ ଚନ୍ଦନ ବେହେରା ଓ ଅମାଯ଼ିଙ୍ଗ ପ୍ଲେୟାର ଭାବେ ଅଶିକ ମହମ୍ମଦଙ୍କୁ ଏବଂ ବିଜେତା ଓ ଉପବିଜେତା ଦଳକୁ ଅତିଥି ଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l


News Comment




Photo in News

Advertisment
Lastest News
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026

You Might Also Like