-+91-9937148622 |

prerana_bgr@rediffmail.com |

  Thursday 7th May 2026 |

| | | |

R.N.I. Regd No. ODIODI/2010/46693

Breaking News

ସୁନ୍ଦରଗଡ଼ରେ ରାସ୍ତା ସମସ୍ୟା, ଗ୍ରାମବାସୀ ଅସୁବିଧାରେ   (07-May-2026)       ||      ଶିକ୍ଷା ସହିତ ପ୍ରତିଭା ବିକାଶ ଶିଶୁ ମାନଙ୍କୁ ସଂସ୍କାରିତ କରେ    (07-May-2026)       ||      କୁରସୁଡରେ ଜନ ଆକ୍ରୋଶ ମହିଳା ପଦଯାତ୍ରା ଅନୁଷ୍ଠିତ   (06-May-2026)       ||      ବନ ବିଭାଗ ଚଢ଼ଉ ବଦଳରେ ଚୁପ୍ ରହିବା ନେଇ ସନ୍ଦେହ   (06-May-2026)       ||      *ଉଲୁଣ୍ଡା ଅଞ୍ଚଳ ରେ ଗଞ୍ଜେଇ ଓ ମଦ ଜବତ*-   (06-May-2026)       ||      ପାର୍ବତୀଗିରି ମହିଳା କଲେଜ, ବରଗଡ଼ରେ ସୁସଂଗଠିତ ପୂର୍ବ ଛାତ୍ରୀ ତଥ୍ୟଭଣ୍ଡାର ଆରମ୍ଭ   (06-May-2026)       ||      ଅଟୋ ଧକ୍କାରେ ମୋଟରସାଇକେଲ ଚାଳକ ମୃତ   (06-May-2026)       ||      ଖରିଫ ବିପଣନ ବର୍ଷ ୨୦୨୫-୨୬ ରେ ରବି ଧାନ ସଂଗ୍ରହ ପାଇଁ ବଲାଙ୍ଗୀର ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟିର ବୈଠକ   (06-May-2026)       ||      ବିଧାୟିକା ସୋଫିଆଙ୍କ ଜନସମ୍ପର୍କ ପଦଯାତ୍ରା   (06-May-2026)       ||      ବରିଷ୍ଠ ସମାଜ ସେବୀ ଦେବାର୍ଚ୍ଚନ ପଧାନ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ   (06-May-2026)       ||      *ସୋନପୁର ପୌର ପରିଷଦ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା କଲେ ଯୋଜନା ବୋର୍ଡ ଅଧ୍ୟକ୍ଷ*-   (05-May-2026)       ||      ନବରଙ୍ଗପୁର ଜିଲ୍ଲାରେ ରେ ତେଲ ଅଭାବ, ପେଟ୍ରୋଲ ପମ୍ପ ଆଗରେ ଲୋକଙ୍କ ଭିଡ଼   (05-May-2026)       ||      ବିଜେପି ନେତା ଚିତ୍ତରଞ୍ଜନ ଦାସଙ୍କୁ ହତ୍ୟା ଧମକ   (05-May-2026)       ||      ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବିଜେପି ବଡ଼ ଦାୟିତ୍ୱ ♦️ ତାଙ୍କୁ ବିଜେପି ପକ୍ଷରୁ ସହ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି   (05-May-2026)       ||      ବାତ୍ୟା ଆଶଙ୍କା । ୮ରୁ ୯ ତାରିଖ ମଧ୍ୟରେ କେରଳ ଉପକୂଳରେ ସୃଷ୍ଟି    (05-May-2026)       ||      ଗୋଡଭଗାରେ ଡକ୍ଟର ଚିତ୍ତରଂଜନ ଜେନାକୁଂ ସମ୍ବର୍ଦ୍ଦନା ପ୍ରଦାନ କଲେ ଆଞ୍ଚଳିକ ସାହିତ୍ୟ ପରିଷଦ   (05-May-2026)       ||      ସଡ଼କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିବାକୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ   (05-May-2026)       ||      ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୦ଟି ଦରଖାସ୍ତ ଗ୍ରହଣ, ୬ଟିର ତୁରନ୍ତ ସମାଧାନ   (05-May-2026)       ||      ବରପାଲି ଶିଶୁ ବିଦ୍ୟା ମନ୍ଦିର ଠାରେ ତ୍ରି ଦିବସୀୟ ସାମୁହିକ ଆଚାର୍ଯ୍ୟ କର୍ମଶାଳା ଉଦଯାପିତ   (05-May-2026)       ||      ଚନ୍ଦନଭାଟି କଲ୍ୟାଣମଣ୍ଡପ ଉପରମହଲା ଉଦ୍‌ଘାଟନ କଲେ ନରସିଂହ   (05-May-2026)       ||     

HOME   ଜିଲ୍ଲା

ରାଜ୍ୟ ଓବିସି ମଞ୍ଚ ପକ୍ଷରୁ ବି.ପି. ମଣ୍ଡଳଙ୍କ ୧୦୫ତମ ଜୟନ୍ତୀ ପାଳିତ I

25-Aug-2023



ସମ୍ବଲପୁର-,(ସଂଜୀବପାଣିଗ୍ରାହୀ) : ରାଜ୍ୟ ଓବିସି ମଞ୍ଚ ପକ୍ଷରୁ ଆଜି ପଛୁଆ ବର୍ଗଙ୍କ ମସିହା ତଥା ରାଷ୍ଟ୍ର ନିର୍ମାତା ସ୍ୱର୍ଗତ ବି.ପି. ମଣ୍ଡଳଙ୍କ ୧୦୫ତମ ଜୟନ୍ତୀ ସ୍ଥାନୀୟ ଶାନ୍ତି ନଗର ଠାରେ ପାଳିତ ହୋଇଯାଇଛି I ମଞ୍ଚର ସମ୍ବଲପୁର ଜ଼ିଲ୍ଲା ଆବାହକ ସରୋଜ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓବିସି ମଞ୍ଚ ରାଜ୍ୟ ସଭାପତି ଶଙ୍କର କୁମାର ପାତ୍ର (ମୁଖ୍ୟ ଅତିଥି) ତଥା ଓବିସି କର୍ମୀ ପରଦେଶୀ ବିଶ୍ୱାଳ, ହୀରାଲାଲ ବେହେରା, ମଞ୍ଚର ଝାରସୁଗୁଡା ଜ଼ିଲ୍ଲା ଆବାହକ ବିରଞ୍ଚି ସାହୁ, ବଲାଙ୍ଗୀର ଜ଼ିଲ୍ଲା ଆବାହକ ସରୋଜ କୁମାର ମେସୁଆ, ବୌଦ୍ଧ ଜ଼ିଲ୍ଲା ଆବାହକ କୃତିବାସ ପଳେଇ, ଡ଼ଃ ଉତ୍ତମ ପ୍ରଧାନ, ଚୂଳଧର ପ୍ରଧାନ, ଭୋନାଥ ବଢ଼େଇ, ଗୋପୀନାଥ ବେହେରା ପ୍ରମୁଖ ସୃତି ଚାରଣ ପୂର୍ବକ ସ୍ୱର୍ଗତ ବି.ପି.ମଣ୍ଡଳ ପଛୁଆ ବର୍ଗଙ୍କ ହକ୍ ଅଧିକାର ପାଇଁ ମଣ୍ଡଳ କମିଶନ ରିପୋର୍ଟରେ ଉଲ୍ଲେଖ କରିଥିବା ୪୦ଟି ଯାକ ବିନ୍ଦୁ ଉପରେ ବିସ୍ତୃତ ଆଲୋଚନା କରିଥିଲେ I ସଭା ପ୍ରାରମମ୍ଭରେ ବି.ପି. ମଣ୍ଡଳ ଙ୍କ ତୈଲ୍ୟ ଫଟୋ ଚିତ୍ରରେ ଧୂପ, ଦୀପ ପୁଷ୍ପ ପ୍ରଦାନ କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ମଞ୍ଚର ରାଜ୍ୟ କର୍ମକର୍ତ୍ତା ଙ୍କ ସମେତ ସମସ୍ତ ଜ଼ିଲ୍ଲାର ସଭାପତି ତଥା ଆବାହକ ମାନେ ଉପସ୍ଥିତ ଥିଲେ I


News Comment




Photo in News

Advertisment
Lastest News
  ଜିଲ୍ଲା  
ସୁନ୍ଦରଗଡ଼ରେ ରାସ୍ତା ସମସ୍ୟା, ଗ୍ରାମବାସୀ ଅସୁବିଧାରେ   07-May-2026
  ରାଜ୍ୟ  
ଶିକ୍ଷା ସହିତ ପ୍ରତିଭା ବିକାଶ ଶିଶୁ ମାନଙ୍କୁ ସଂସ୍କାରିତ କରେ   07-May-2026
  ଜିଲ୍ଲା  
କୁରସୁଡରେ ଜନ ଆକ୍ରୋଶ ମହିଳା ପଦଯାତ୍ରା ଅନୁଷ୍ଠିତ   06-May-2026
  ରାଜ୍ୟ  
ବନ ବିଭାଗ ଚଢ଼ଉ ବଦଳରେ ଚୁପ୍ ରହିବା ନେଇ ସନ୍ଦେହ   06-May-2026
  ଜିଲ୍ଲା  
*ଉଲୁଣ୍ଡା ଅଞ୍ଚଳ ରେ ଗଞ୍ଜେଇ ଓ ମଦ ଜବତ*-   06-May-2026
  ଜିଲ୍ଲା  
ପାର୍ବତୀଗିରି ମହିଳା କଲେଜ, ବରଗଡ଼ରେ ସୁସଂଗଠିତ ପୂର୍ବ ଛାତ୍ରୀ ତଥ୍ୟଭଣ୍ଡାର ଆରମ୍ଭ   06-May-2026
  ରାଜ୍ୟ  
ଅଟୋ ଧକ୍କାରେ ମୋଟରସାଇକେଲ ଚାଳକ ମୃତ   06-May-2026
  ରାଜ୍ୟ  
ଖରିଫ ବିପଣନ ବର୍ଷ ୨୦୨୫-୨୬ ରେ ରବି ଧାନ ସଂଗ୍ରହ ପାଇଁ ବଲାଙ୍ଗୀର ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟିର ବୈଠକ   06-May-2026
  ଜିଲ୍ଲା  
ବିଧାୟିକା ସୋଫିଆଙ୍କ ଜନସମ୍ପର୍କ ପଦଯାତ୍ରା   06-May-2026
  ଜିଲ୍ଲା  
ବରିଷ୍ଠ ସମାଜ ସେବୀ ଦେବାର୍ଚ୍ଚନ ପଧାନ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ   06-May-2026
  ଜିଲ୍ଲା  
*ସୋନପୁର ପୌର ପରିଷଦ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା କଲେ ଯୋଜନା ବୋର୍ଡ ଅଧ୍ୟକ୍ଷ*-   05-May-2026
  ଜିଲ୍ଲା  
ନବରଙ୍ଗପୁର ଜିଲ୍ଲାରେ ରେ ତେଲ ଅଭାବ, ପେଟ୍ରୋଲ ପମ୍ପ ଆଗରେ ଲୋକଙ୍କ ଭିଡ଼   05-May-2026

You Might Also Like