-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||     

HOME   ଜିଲ୍ଲା

ଜଳବାୟୁ ପରିବର୍ତ୍ତନକୁ  ପ୍ରତିହତ ପାଇଁ  କିଶୋର କିଶୋରୀ  ମାନଙ୍କ ଦ୍ଵାରା “ସାମୁହିକ ବୃକ୍ଷ ରୋପଣ

19-Aug-2023



ନବରଙ୍ଗପୁର(ମିହିର ଶଙ୍କର ପାତ୍ର ): ଜଳବାୟୁ ପରିବର୍ତ୍ତନ ଯୋଗୁଁ ପୃଥିବୀର ଉତ୍ତାପ ବଢୁଛି। ଏହାର ପ୍ରଭାବରେ ଅତ୍ୟଧିକ ଗରମ ହେବା, ବନ୍ୟା, ବାତ୍ୟା ଓ ମରୁଡି ଭଳି ବିପତ୍ତି ଆସୁଛି । ଜଳବାୟୁ ପରିବର୍ତ୍ତନ ପିଲାମାନଙ୍କୁ ମଧ୍ୟ ପ୍ରଭାବିତ କରୁଛି। ପରିବାରରେ ରୋଜଗାର କମିଗଲେ, ପ୍ରାକୃତିକ ଦୁର୍ବପାକ ହେଲେ ପିଲାଙ୍କ ଶିକ୍ଷ୍ୟା, ସ୍ବାସ୍ଥ୍ୟ ଓ ସୁରକ୍ଷା ମଧ୍ୟ ପ୍ରଭାବିତ ହେଉଛି । ଜଳବାୟୁ ପରିବର୍ତ୍ତନ କୁ ରୋକା ନଗଲେ

ପୃଥିବୀର ଅନେକ ଅଂଶ ଜଳମଗ୍ନ ହେବ, ଅନେକ ଅଂଶ ମରୁଭୂମିରେ ପରିବର୍ତ୍ତନ ହେବ। ଏହାଦ୍ବାରା ଜୀବଜଗତ  ଧ୍ଵଂସ  ପାଇଯିବ । ପୃଥିବୀ ଓ ଆମ ପରିବେଶକୁ ଧ୍ଵଂସାବଶେଷ  ମୁଖରୁ ରକ୍ଷା କରିବା ଆମ ନାଗରିକଙ୍କ  ଦାୟିତ୍ଵ । କ୍ରମେ କ୍ରମେ  ଲୋପ ଯାଉଥିବା ଗଛପତ୍ର ଜଳବାୟୁ ପରିବର୍ତ୍ତନର ଏକ ପ୍ରମୁଖ କାରଣ। ଦୈନଦିନ ହେଉଥିବା  ଜଳବାୟୁ ପରିବର୍ତ୍ତନକୁ  ଦୃଷ୍ଟିରେ  ଆଜି ନବରଙ୍ଗପୁର ଜିଲ୍ଲା ପ୍ରଶାସନର ଜିଲ୍ଲା ସମାଜ କଲ୍ଯାଣ ବିଭାଗ ,ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟି ,ୟୁନିସେଫ ଓ ଆକ୍ସନଏଡ ର  ମିଳିତ ସହଯୋଗରେ  ୮୩୨  ଗୋଟି ରାଜସ୍ୱଗ୍ରାମରେ  କିଶୋର କିଶୋରୀ  ମାନଙ୍କ ଦ୍ଵାରା  ସାମୁହିକ ବୃକ୍ଷ  ରୋପଣ  କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାରେ  କାର୍ଯ୍ୟରତ ୨୩୩୦ ଅଙ୍ଗନବାଡି କେନ୍ଦ୍ରରେ କିଶୋର କିଶୋରୀ  ମାନଙ୍କ ନିମନ୍ତେ  ଉଦିଷ୍ଟ  ପ୍ରତି ଶନିବାର ଦିନ ହେଉଥବା  କିଶୋରୀ ସଶକ୍ତି କରଣ “ଅଦ୍ଵିକା” କାର୍ଯ୍ୟ କ୍ରମରେ ଆଜି ମୋଟ ୪୭୫୬୧ କିଶୋର କିଶୋରୀ  ଭାଗ ନେଇ  ଜଳବାୟୁ ପରିବର୍ତ୍ତନର ପ୍ରତିହତ ପାଇଁ ବୃକ୍ଷର ଭୂମିକା ଉପରେ ଆଲୋଚନା କରିବା ସହିତ  ସାମୁହିକ ଭାବରେ  ମୋଟ ୨୭୫୦୩ ଫଳ ଗଛ ରୋପଣ  କରିଛନ୍ତି  । ତନମଧ୍ୟରେ ଚନ୍ଦାହାଣ୍ଡି ବ୍ଲକ ରେ  ୧୪୭୮ ଟି ଗଛ  ,ଡାବୁଗାଁ ବ୍ଲକ ରେ  ୨୧୪୨  ଟି ଗଛ, ଝରୀଗାଁ ବ୍ଲକରେ ୩୩୨୫ ଟି ଗଛ , କୋଷଗୁମୁଡା ବ୍ଲକରେ ୩୧୫୦ଟି ଗଛ ,  ନବରଙ୍ଗପୁର ବ୍ଲକରେ ୨୩୩୭  ଟି ଗଛ , ନନ୍ଦହାଣ୍ଡି ବ୍ଲକ ରେ  ୨୩୬୮  ଟି ଗଛ , ପାପଡାହାଣ୍ଡି ବ୍ଲକ ରେ  ୪୧୩୬  ଟି ଗଛ , ରାଇଘର ବ୍ଲକରେ ୩୧୫୮ ଟି ଗଛ , ତେନ୍ତୁଲି ଖୁଣ୍ଟି ବ୍ଲକ ରେ  ୧୩୧୪  ଟି ଗଛ ଓ ଉମେରକୋଟ ବ୍ଲକ ରେ  ୪୦୯୫ ଟି ଗଛ   ରୋପଣ କରାଯାଇ ଥିବାର ଜଣା ପଡିଛି ।ଜିଲ୍ଲାରେ କାର୍ଯ୍ୟରତ ଅଙ୍ଗନବାଡି କର୍ମୀ ମାନେ ନିଜ ନିଜ ଅଞ୍ଚଳରେ ମିଳୁଥିବା  ଫଳ ଗଛ ଯଥା  ଆମ୍ବ ,ପଣସ , ଜାମୁ,   କଦଳୀ ,ଲେମ୍ବୁ ,ଅମୃତଭଣ୍ଡା , ସଜନା, କମଳା  ଇତ୍ୟାଦି କୁ ସଂଗ୍ରହ କରାଇବା ସହିତ ସମସ୍ତ କେନ୍ଦ୍ର ଗୁଡିକରେ ଜଳବାୟୁ ପରିବର୍ତ୍ତନର ପ୍ରତିହତ ପାଇଁ ଗଛର ଭୂମିକା ଉପରେ ସଚେତନ ସଭାମାନ କରାଇଥିଲେ । ଜିଲ୍ଲା ସମାଜ କଲ୍ଯାଣ ଅଧିକାରୀ  ଶିବାନୀ ଗୁହା  ଙ୍କ  ପ୍ରତ୍ଯେକ୍ଷ ତତ୍ଵାବଧାନ  ଅନୁଷ୍ଠିତ ଏହି ସାମୁହିକ ବୃକ୍ଷ  ରୋପଣ  କାର୍ଯ୍ୟକ୍ରମରେ   ଜିଲ୍ଲା  ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ, ଆକ୍ସନଏଡ ସଂସ୍ଥାର ଜିଲ୍ଲା ସଂଯୋଜକ ଫକିର ଚରଣ ରାଉତ , ଜିଲ୍ଲା ମମତା ସଂଯୋଜକ ବିଶୋଜିତ

ମହାନ୍ତି , ଜିଲ୍ଲା ପୋଷଣ ସଂଯୋଜକ ହେମରାଜ ଦଣ୍ଡସେନା , ଆଶୁତୋଷ ମିଶ୍ର ,ବାଲ୍ୟବିବାହ ନିଷେଧ ଅଧିକାରୀ, ଏସେ ଗୀତା, ସସ୍ମିତା ମହାନ୍ତି , ଯମୁନା ଭତ୍ରା  , ସଂଯୁକ୍ତା ବେହେରା, ଗୀତାରାଣୀ ମିଶ୍ର , କାଞ୍ଚନପଣ୍ଡା , ବିରଜା ମୋହିନୀ ପାଙ୍ଗି, ସୁଦର୍ଶନୀ  ରଥ ଓ ଜିଲ୍ଲାର ସମସ୍ତ ମହିଳା ସୁପରଭାଇଜର ମାନେ ଅଙ୍ଗନବାଡି କେନ୍ଦ୍ରରେ ହୋଇ ଥିବା “ଅଦ୍ଵିକା” କାର୍ଯ୍ୟକ୍ରମ  ରେ ଭାଗନେଇ  ଜଳବାୟୁ ପରିବର୍ତ୍ତନର ପ୍ରତିହତ ପାଇଁ ଗଛର ଭୂମିକା ଉପରେ ଆଲୋଚନା କରିବା ସହିତ ବୃକ୍ଷ  ରୋପଣ କରାଇବାରେ ସହଯୋଗ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା   19-Sep-2026
  ଜିଲ୍ଲା  
*ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   19-Sep-2026
  ଜିଲ୍ଲା  
ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର   19-Sep-2026
  ଜିଲ୍ଲା  
"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   19-Sep-2026
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026

You Might Also Like