-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
13-Dec-2020
ଯାଜପୁର, (ଦୀପକ କୁମାର ଷଡଙ୍ଗୀ ଙ୍କ ରିପୋର୍ଟ)- ହଟଡିହି ବ୍ଲକ ଅଁରା଼ ଗ୍ରାମର ଗତ ନଭେମ୍ବର ମସ 20 ତାରିଖ ଘଟିଥିବା କୁକୁଡ଼ା ପାଇଁ ହତ୍ୟକାଣ୍ଡ ଘଟଣା ରେ ନଡ଼ିପଡ଼ା ପୁଲିଶ ଜଣେ ଅଭିଯୁକ୍ତ ଙ୍କୁ ଗିରଫ କରିଛି ଗା ରେ ଲଷ୍ମୀଧର ମଲିକ କୁକୁଡ଼ା ଭୀମସେନ ଖଣ୍ଡେ ଇଁ ଙ୍କ ପଶି ଯାଇଥିଲା ବାଡ଼ିରେ ଲଗା ଯାଇଥବା ପନିପରି ବା ରେ ଭୀମସେନ କୀଟନାଶକ ପକାଇ ଥିବା କାରଣ ରୂ ଲକ୍ଷ୍ମୀ ଧର ଙ୍କ କୁକୁଡ଼ା ଟି କୀଟନା ସ କ ଖାଈ ମରି ଯାଇଥିଲା ବୋଲି ଲକ୍ଷ୍ମୀ ଧର ଅଭିଯୋଗ କରିଥିଲେ ଯାହାକୁ ନେ ଇ ଗତ 20 ତାରିଖ ରାତିରେ ଅନରା଼ ଗ୍ରାମର ଧକ୍ଷିଣ ସାହିରେ ନ୍ୟ ୟ ନିଶାପ କରା ଯାଇଥିଲା ଏ ଥି ରେ ଦୁଇ ପାଖ ଭଦ୍ରଲୋକ ଙ୍କ ମଧ୍ୟ ରେ ସାମାନ୍ୟ କଥାକୁ ନେ ଇ ବଚସା ହେବାରୁ ଉଭୟ ଗୋଷ୍ଟି ଙ୍କ ମଧ୍ୟ ରେ ସଙ୍ଘର୍ଷ ଘଟିଥିଲା ଗା ର ବାବନ ବେହେରା ଙ୍କ ପୁଅ ବିଜନ ବେହେରା ଏକ ବ୍ୟ ଟ ରେ ଆନନ୍ଦ ନାୟକ ଙ୍କୁ ପିଟି ଦେବାରୁ ସେ ଗୁରୁତର ଅବସ୍ଥା ରେ ତଳେ ପଡିଯାଇଥିଲେ ତାଙ୍କୁ ପ୍ରଥମେ ଶାଳନିଆ ଭଦ୍ରକ ଓ ସେଠା ରୁ କଟକ ଡାକ୍ତର ଖାନ ନେବା ବାଟରେ ତାଙ୍କର ମୂର୍ତ ଘଟିଥିଲା ଆ ନଦ ନାୟକ ଙ୍କ ପଃ ତୀ ମଞ୍ଜୁ ଲ ତା ନାୟକ ଏ ନେଇ ନଦୀପଡା ଥାନା ରେ ବିଜନ ବେହେରା ବାବନ ବେହେରା ଉମକାନ୍ତ ଖଣ୍ତ ଇଁ ସୁକାନ୍ତ ନାୟକ ଅଭିଯୋଗ କରିବାପରେ ପୁଲିସ ଥଂ ନା କେଶ ନଂ 151/20 ବିଭିନ୍ନ ଧଫାରେ ମାମଲା ରୁଜୁ କରି ତଦନ୍ତ ଚଲା ଇଥି ଲେ ବିଭିନ୍ନ ସ୍ଥା ନାଁରେ ବିଶ୍ୱ ସ୍ତ ସୂତ୍ର ରୁ ଖବର ପାଇଁ ଗତକାଲି ରାତିରେ ଟାଉନ ଥା ନା ଆଦିକାରୀ ମଦନ ନାୟକ ଯାଜପୁର ଜିଲ୍ଲା ର ଦାନଗଦି ଅଞ୍ଚଳ ରୂ ଅଭିଯୁକ୍ତ ବାବନ ବେହେରା ଙ୍କୁ ଗିରଫ କରିବା ର ସଫଳ ହୋଇଛି ।