-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
03-Aug-2023
ସୋନପୁର (ମନୋରଞ୍ଜନ ତ୍ରିପାଠୀ ): ଶ୍ରୀ ରାଜ କିଶୋର ମିଶ୍ର l ସାନ୍ଧ୍ୟl ୬ଟା ରେ ପ୍ରାକ୍ତନ ଏସ୍ଡ଼ିପିଓ ଶ୍ରୀମତୀ ପୁଷ୍ପାଞ୍ଜଳି ନିଙ୍ଗୀ ଙ୍କ ଠାରୁ ଶ୍ରୀ ମିଶ୍ର ନୂତନ ଭାବେ କାର୍ଯ୍ୟଭାର ଗ୍ରହଣ
କରିଥିବା ବେଳେ ଶ୍ରୀମତୀ ନିଙ୍ଗୀ ଙ୍କ ଭଳି ସହର ତଥା ଜ଼ିଲ୍ଲା ର ବିଭିନ୍ନ ଅଞ୍ଚଳ ରେ ଦକ୍ଷତା ର ସହିତ କାର୍ଯ୍ୟ ଭାର ତୁଲାଇ ଆଇନ ଶୃଙ୍ଖଳା କୁ ନିୟନ୍ତ୍ରଣ ରଖିବେ ବୋଲି ସହରର ବୁଦ୍ଧିଜୀବୀ ଆଶା ବ୍ୟକ୍ତ କରିଛନ୍ତି l ଶ୍ରୀ ମିଶ୍ର ପୂର୍ବରୁ କୁଚିଣ୍ଡା ଏସଡିପିଓ ଭାବେ ସୁଚାରୁ ରୂପେ ଦାୟିତ୍ୱ ନିଭାଇ ଥିବା ବେଳେ ସୁବର୍ଣ୍ଣପୁର ଜ଼ିଲ୍ଲା ର ତରଭା, ବିନିକା ଓ ଆଦି ସ୍ଥାନ ରେ ୨୦୦୨ ରୁ ୨୦୦୮ଯାଏ ଥାନା ଅଧିକାରୀ ଭାବେ ସଫଳତା ର ସହ କାର୍ଯ୍ୟ ତୁଲାଇଥିଲେ l ଶ୍ରୀ ମିଶ୍ର ଦାୟିତ୍ୱ ନେବା ପୂର୍ବରୁ ଏସପି ଅମରେଶ ପଣ୍ଡା ଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରି ବିଭିନ୍ନ ପରାମର୍ଶ ନେଇଥିଲେ l