-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
01-Aug-2023
ବଲାଙ୍ଗୀର, ଆଜି ବଲାଙ୍ଗୀର ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଜଣେ ଭୂମିହୀନ ନିଜର ରହିବା ପାଇଁ ୪ଡିସିମିଲ ଜମି ଯୋଗାଇ ଦେବାକୁ ନିବେଦନ କରିଛନ୍ତି । ଦେଓଗାଁ ବ୍ଲକ କୁନ୍ଧପାଣି ଗାଁ ର ବସନ୍ତ ହନୁମାନ ଜଣେ ଭୂମି ହୀନ ଗରିବ ପରିବାର । ନିଜର ଜାଗା ନ ଥିବାରୁ ଅତି ଦୟନୀୟ ଭାବରେ ଜୀବନ ବିତାଉଛନ୍ତି ବସନ୍ତ । ଆଜି ବସନ୍ତ ହନୁମାନ ଜିଲ୍ଲାପାଳ ଚଂଚଳ ରାଣା ଙ୍କୁ ସାକ୍ଷାତ କରି ନିଜର ରହିବା ପାଇଁ ୪ ଡିସିମିଲ ଯୋଗାଇ ଦେବାକୁ ନିବେଦନ କରିଛନ୍ତି ।