-+91-9937148622 |

prerana_bgr@rediffmail.com |

  Saturday 3rd October 2026 |

| | | |

R.N.I. Regd No. ODIODI/2010/46693

Breaking News

ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ଗାନ୍ଧି ଓ ଶାସ୍ତ୍ରୀ ଙ୍କ ଜୟନ୍ତୀ ପାଳିତ   (02-Oct-2026)       ||      ଜନତାଙ୍କ ସହ ସମ୍ପର୍କ, ଜନତାଙ୍କ ପାଇଁ ସେବା — ଏହି ମନ୍ତ୍ରକୁ ନେଇ ଆଗକୁ ବଢ଼ୁଛି ଜନସମ୍ପର୍କ ଅଭିଯାନ।   (02-Oct-2026)       ||      ଗାନ୍ଧୀ ଜୟନ୍ତୀରେ ଅସହାୟ ପିଲାଙ୍କ ପାଇଁ ସହାୟତାର ହାତ ୩୬ ଜଣ ଶିଶୁଙ୍କୁ ଉପହାର ବାକ୍ସ ପ୍ରଦାନ; ବାଲ୍ୟବିବାହ ଓ ଶିଶୁଶ୍ରମ ରୋକିବାକୁ ଶପଥ   (02-Oct-2026)       ||      *ସାହାଣୀ କପ୍ ଫୁଟବଲ୍ ରେ ସନସ୍କୃତିକ କାର୍ଯ୍ଯ କ୍ରମ*- *ଖେଳାଳି ଓ ଦର୍ଶକ ଙ୍କ ମନ ମୋହିଲା ଗୀତ ନାଚ*   (02-Oct-2026)       ||      ନର୍ଲା ଥାନା ଠାରେ ଗାନ୍ଧୀ ଜୟନ୍ତୀ ପାଳନ,ଓ ସଫେଇ କାର୍ଯକ୍ରମ   (02-Oct-2026)       ||      ହରିଶ୍ଚନ୍ଦ୍ର ନାୟକଙ୍କ ଅଵସର କାଳୀନ ସମ୍ବର୍ଦ୍ଧନା ସଭା:ଜଣେ ନିଷ୍ଠାପର କର୍ମଚାରୀ ଭାବେ ସବୁଦିନେ ମନେ ରହିବେ-ଅଧ୍ୟକ୍ଷ   (02-Oct-2026)       ||      ଏସୟୁସିଆଇ ( କମ୍ୟୁନିଷ୍ଟ) ପକ୍ଷରୁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେସ କୁମାର ଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ   (02-Oct-2026)       ||      ଗାନ୍ଧୀ ଜୟନ୍ତୀରେ ‘ଗ୍ରୀନ୍ ଟିଟିଲାଗଡ଼ କ୍ଲିନ୍ ଟିଟିଲାଗଡ଼’ ଅଭିଯାନ - ବିଧାୟକ କରାଇଲେ ସ୍ଵଚ୍ଚତାକୁ ନେଇ ଶପଥ ପାଠ   (02-Oct-2026)       ||      ଟିଟିଲାଗଡ ଉପଖଣ୍ଡ ପ୍ରଶାସନ ଓ ପୌର ପରିଷଦ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ    (02-Oct-2026)       ||      କଟକ ସଦର ବ୍ଲକ କଂଗ୍ରେସ କମିଟି ତରଫରୁ ମହାତ୍ମା ଗାନ୍ଧୀ ଓ ଲାଲ୍ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳିତ   (02-Oct-2026)       ||      ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟ ଠାରେ ଜାତୀୟ ସ୍ବେଚ୍ଛା କୃତ ରକ୍ତ ଦାନ ଶିବିର ଓ ସଚେତନତା ସଭା ଅନୁଷ୍ଟିତ   (02-Oct-2026)       ||      ଡାବୁଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଅନ୍ତର୍ଜାତୀୟ ବୟସ୍କ ବ୍ୟକ୍ତି ଦିବସ ଓ ସ୍ବଚ୍ଛତା ହିଁ ସେବା ୨୦୨୬ କାର୍ଯ୍ୟକ୍ରମର ସଫଳତା ଉପରେ ପ୍ରଶ୍ନବାଚୀ?   (02-Oct-2026)       ||      *ଅକ୍ଟୋବର ୨ ନବରଙ୍ଗପୁର ଜିଲ୍ଲା ପ୍ରତିଷ୍ଠା ଦିବସ*   (02-Oct-2026)       ||      ବିଶ୍ୱ ଜଳାତଙ୍କ ଦିବସରେ ସଚେତନତା ବାର୍ତ୍ତା, ଜଳାତଙ୍କରୁ ସୁରକ୍ଷା ପାଇଁ ସଚେତନ ହେବାକୁ ଆହ୍ୱାନ   (02-Oct-2026)       ||      ହୀରାକୁଦ ର ଚର୍ଚ୍ଚିକା ରାନୀଙ୍କୁ ମିଳିଲା ଗ୍ଲୋବାଲ୍ ଆଇକନ୍ ଅଫ୍ ଇଣ୍ଡିଆ ର ସମ୍ମାନ |   (02-Oct-2026)       ||      ଦୁର୍ଗାପୂଜା ଓ ଦୀପାବଳି ୨୦୨୬ ପାଇଁ ଶାନ୍ତି ଓ ସମନ୍ୱୟ କମିଟି ବୈଠକ   (01-Oct-2026)       ||      ମହାବୀର ପଡା ରେ ବରିଷ୍ଟ ନାଗରିକ ଦିବସ ପାଳିତ   (01-Oct-2026)       ||      ଅନ୍ତର୍ଜାତୀୟ କରାଟେରେ ଶରଣ୍ୟା ସାହୁ ଓ ଶ୍ରେୟାନ୍ସ ସାହୁଙ୍କ ଉଲ୍ଲେଖନୀୟ ସଫଳତା ପାଈଁ ଲାୟନ୍ସ କ୍ଲବ ଟିଟିଲାଗଡ ତରଫରୁ ଦିଆଗଲା ସମ୍ବର୍ଦ୍ଧନା    (01-Oct-2026)       ||      ବଲାଙ୍ଗିରରେ ଜାତୀୟ ଲନ୍ ବଲ ଚାମ୍ପିଅନସିପ୍ ♦️ଅକ୍ଟୋବର ୨୩ରୁ ୨୬ ଯାଏ ପ୍ରତିଯୋଗିତା   (01-Oct-2026)       ||      *ସାହାଣୀ କପ୍ ଫୁଟବଲ୍ ଅଷ୍ଟମ ଦିବସ ରେ ପୁରୀ ଓ କଟକ ଵିଜୟୀ*- *ଗୀତ ନାଚ ରେ ଜମିଲା ଗାନ୍ଧି ଷ୍ଟାଡିୟମ୍* -   (01-Oct-2026)       ||     

HOME   ଜିଲ୍ଲା

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ *ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦକୁ ସ୍ୱାଗତ : ଧନ୍ୟବାଦ ମୁଖ୍ୟମନ୍ତ୍ରୀ ସମାବେଶ ପାଇଁ ନିଷ୍ପତିl *କେନ୍ଦ୍ର ଆଣୁଥିବା ସମାନ ନାଗରିକ ସଂହିତାକୁ ବିରୋଧ, *ମଣିପୁର ଆଦିବାସୀ ମହିଳା ନିର୍ଯ୍ୟାତନା ଘଟଣା ର ତିବ୍ର ନିନ୍ଦା ସହ ଆନ୍ଦୋଳନ ପ୍ରସ୍ତାବ ଗୃହିତ *ସଂଘର ପରିବର୍ଦ୍ଧିତ କର୍ମକର୍ତା ଘୋଷଣା l

23-Jul-2023



ବଲାଙ୍ଗିର,  (ପ୍ରେରଣା ଖବର ) ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ସଭା ପୂର୍ବରୁ ଆଦିବାସୀ ମନେ ବଲାଙ୍ଗିର ର ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ୱରୀ ଏବଂ ପାଟଣେଶ୍ୱରୀ ଙ୍କୁ ପୂଜାର୍ଚନା କରି ବିଶାଳ ଶୋଭାଯାତ୍ରା ରେ ସହର ପରିକ୍ରମା କରି ଟାଉନ ହଲ କୁ ପହଂଚିଥିଲେ l ପରେ ସଂଘର ଜିଲ୍ଲା ସଭାପତି ଶ୍ୟାମ ସୁନ୍ଦର ଭୋଇଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ମହାସଭାରେ ଓଡିଶା ସରକାର ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ବଲାଙ୍ଗିର ଜିଲ୍ଲାକୁ ସାମିଲ କରିଥିବାରୁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଅର୍ପଣ କରିବା ପାଇଁ ଏକ ବିଶାଲ ଆଦିବାସୀ ସମାବେଶ କରିବାକୁ ନିଷ୍ପତି କରାଯାଇଛି । ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଦ୍ୱାରା ଆଦିବାସୀମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଜମି ଜଳ ଜଙ୍ଗଳ, ଜୀବନ ଜିବିକାର ବିକାଶ ହେବା ସହିତ ଆଦିବାସୀ ସଂସ୍କୃତି ନୃତ୍ୟ, ଗୀତ, ବାଦ୍ୟ, ସଙ୍ଗୀତ, ଐତିହ୍ୟ, ପୂଜାପୀଠ ସ୍ଥଳି ଗୁଡିକର ସୁରକ୍ଷା, ସଂରକ୍ଷଣ ପୁନଃରୁଦ୍ଧାର ହେବ । ଆଦିବାସୀମାନଙ୍କ ଜାନୀ ଯାତ୍ରା, ପର୍ବପର୍ବାଣୀ, ଚାଳିଚଳଣୀ ପ୍ରଥ ପରମ୍ପରା, ରୀତିନୀତି, ଭାଷା ଧର୍ମ, ମ୍ୟୁଜିୟମ, କଲ୍ୟାଣ ମଣ୍ଡପ, ସାମାଜିକ ଭବନ, ଗୋଷ୍ଠି ଗୃହ, ଲାଇବ୍ରେରୀ ହଳ, ପାରମ୍ପରୀକ ବଜାର ହାଟ, ବନଜାତ ଦ୍ରବ୍ୟ ସଂଗ୍ରହ ବିକ୍ରୟ ଆଦି ପାଇଁ ସୁବିଧା ହେବ ଯାହାକି ଆଦିବାସୀ ଙ୍କ ସାମାଜିକ ଅର୍ଥନୈତିକ ଉନ୍ନତି ହେବ ।  ଏଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଆଦିବାସୀ ସମାଜ କୃତଜ୍ଞତା ଜଣାଇଥିଲେ । ଭାରତୀୟ ଆଇନ ଆୟୁକ୍ତ ଜରିଆରେ କେନ୍ଦ୍ର ସରକାର ସମାନ ନାଗରିକ ସଂହିତା କୁ ଲାଗୁ କରିବା ପାଇଁ ଷଡଯନ୍ତ୍ର କରୁଛି । ଏହି ୟୁନିଫର୍ମ ସିଭିଲ କୋଡ ଲାଗୁ ହେଲେ ଆଦିବାସୀମାନଙ୍କ ପ୍ରଥା ପରମ୍ପରା ସଂସ୍କୃତି, ପ୍ରଥାଗତ ଆଇନ, ବିବାହ, ମୃତାହ କାର୍ଯ୍ୟ, ଜନ୍ମ କର୍ମୀ, ଛାଡପତ୍ର, ପୌଷ୍ୟ ପୁତ୍ର ଗ୍ରହଣ, ସମ୍ପତି ଅଧିକାର ଉପରେ ଥିବା ସ୍ୱତନ୍ତ୍ରତା ଲୋପ ପାଇଯିବ ବୋଲି ଆଦିବାସୀମାନେ ଆଶା ଆଶଙ୍କା କରି ସମାନ ନାଗରିକ କୋଡ ବିରୁଦ୍ଧରେ ତଥା କେନ୍ଦ୍ର ବିଜେପି ସରକାର ବିରୁଦ୍ଧରେ ଆନ୍ଦୋଳନ କରିବାକୁ ପ୍ରସ୍ତାବ ଗୃହିତ କରିଥିଲେ । ମଣିପୁର ରେ ଆଦିବାସୀ ମହିଳାମାନଙ୍କ ପ୍ରତି କରାଯାଇଥିବା ବର୍ବର ଆକ୍ରମଣ ଏହାର ପ୍ରତିବାଦରେ ଦୋଷିମାନଙ୍କୁ ଫାସି ଦେବା ଦାବୀରେ ମହାମହିମ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ କରିବାକୁ ସ୍ଥିରିକୃତ କରାଗଲା । ଅଗଷ୍ଟ ୯ ରେ ହେବାକୁ ଥିବା ବିଶ୍ୱ ଆଦିବାସୀ ଦିବସ ଉପଲକ୍ଷେ ବିଶାଳ ଆଦିବାସୀ ମେଲି କରିବାକୁ ଧାର୍ଯ୍ୟ କରା୍‌ାଇଛି । ଆଦିବାସୀଙ୍କ ଜଙ୍ଗଳ ଜମି ଅଧିକାର, ସ୍ୱତ୍ୱ ପ୍ରଦାନ, ଅଣ ଆଦିବାସୀ ଙ୍କ ଅକ୍ତିଆର ରେ ଥିବା ଆଦିବାସୀ ଜମି ଫେରସ୍ତ, ନକଲି ଆଦିବାସୀ ଦୋରା, କୁଲି, କନ୍ଧଗଉଡ, ବଞ୍ଜାରାମାନଙ୍କ ଜାଲ ଜାତି ପ୍ରମାଣପତର ରଦ୍ଦ, ମୋ ଘର ଯୋଜନାରେ ସବୁ ଆଦିବାସୀମାନଙ୍କୁ ଗୃହଋଣ ମଞ୍ଜୁର କରିବା ଦାବୀରେ ଲଢେଇ ଦୋରଦାର କରିବାକୁ ସ୍ଥିର କରାଯାଇଛି ।  ସଂଘର କାର୍ଯ୍ୟକ୍ରମ ଏବଂ ସ୍ୱତନ୍ତ୍ର ଉନ୍ନୟନ (ଆଦିବାସୀ) ପରିଷଦର କାର୍ଯ୍ୟର ସଠିକ ପରିଚାଳନା ପାଇଁ ସଙ୍ଗଠନର କର୍ମକର୍ତା ପରିବର୍ଦ୍ଧିତ କରାଯାଇଛି ।

ସଂଘର ପରିବର୍ଦ୍ଧିତ ପରିଚାଳନା କମିଟି, କାର୍ଯ୍ୟକାରିଣୀ କମିଟି ଓ କର୍ମକର୍ତା ଭାବରେ ଜିଲ୍ଲା ସଭାପତି ଶ୍ୟାମ ସୁନ୍ଦର ଭୋଇ, ମହାସଚିବ ନିରଞ୍ଜନ ବିଶି, କାର୍ଯ୍ୟକାରୀ ସଭାପତି ବନଲତା ମାଝି, ଉପସଭାପତି ବିଶିକେଶନ ଜାନୀ, ସାଧାରଣ ସଂପାଦକ ହେମେନ୍ଦ୍ର ନାଥ ହାଂସଦା, କୋଷାଧ୍ୟକ୍ଷ ପ୍ରଫୁଲ୍ଲ ତୁମୁନିଆ, ସଂଗଠକ ଥବିର ପୁଝାରୀ, ସହ ସଂପାଦକ ମଧୁ ବିଶ୍ୱାଲ, ବ୍ଲକ ସଭାପତି ବଳଦେବ ଭୋଇ ଆଗଲପୁର, ଦଶରଥ ଛତ୍ରିଆ ଲୋଇସିଂହା, ନିମାଇଁ ଝାଙ୍କର ସଦର ବ୍ଲକ, ସୁଦାମ ଚରଣ ଭୋଇ ଦେଓଗାଁ, ସନ୍ତୋଷ ପୁଟା ସଇଁନ୍ତଲା, ପଦ୍ମନ ପ୍ରଧାନୀ ଟିଟିଲାଗଡ, ରାଜିବ କୁଅଁର ମୁରିବାହାଲ, ଚୌବନ କିଶୋର ମାଝି ତୁରେକେଲା, ରସିକ ଧରୁଆ ବେଲପଡା, ଚନ୍ଦ୍ର ବରିହା ଖପ୍ରାଖୋଲ, ମନରଞ୍ଜନ ଭୋଇ ବଙ୍ଗୋମୁଣ୍ଡା, ଦିବାକର ଭୋଇ ପୁଇଁନ୍ତଲା, ଭୁୁବନ କୁଅଁର କାର୍ଯ୍ୟକାରୀ ସଭାପତି ପାଟଣାଗଡ, ସମ୍ପତି ମାଝି ଗୁଡଭେଲା, ନିତ୍ୟାନନ୍ଦ ମାଝି ଏନ୍‌ଏସି ସଭାପତି ଟିଟିଲାଗଡ, ଚନ୍ଦ୍ରମଣି ଶବର ସଭାପତି ପାଟଣାଗଡ ଏନ୍‌ଏସି, ଚୁମନ ମାଝି ତୁଷୁରା ଏନ୍‌ଏସି, ପାଳା ଭୋଇ ସୁରଥ ଧରୁଆ, ସାରଥି ବାଗ, ଟଙ୍କଧର ଧରୁଆ, ଗୋପାଳ ପ୍ରଧାନ, ଅଶ୍ୱିନୀ ରାଏ, ଭୁବନ ମାଝି, ନାରାୟଣ କିଶାନ, ପ୍ରିତିସିଂ ମାଝି, ଉପସଭାପତି ଲକ୍ଷ୍ମୀ ଶବର, ଘାସିରାମ ମାଝି, ଯଦୁମଣି ବରିହା, ଜଳ ଧରୁଆ, ଖେଳନ୍ତି ସମରଥ, ଟିକେମଣି ମିର୍ଦ୍ଧା, ଧୁବଳେଶ୍ୱର ଭୋଇ, ବିକାଶ ଭୋଇ, ଗିରିଧାରି ଭୋଇ, ବିଜୟ ମାଝି, ଚୈତନ୍ୟ ମାଝି, ଅଲେଖ ବେଣ୍ଟକାର ସହିତ ପଂଚାୟତ ସ୍ତରୀୟ କମିଟି ଚୟନ କରାଯାଇଛି ।ଏହି ମହାସଭା ରେ ମୁଖ୍ୟ ଅତିଥି ଭାବରେ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ର ସାଧାରଣ ସମ୍ପାଦକ ବାଳକୃଷ୍ଣ ଶବର,  ସ୍ୱତନ୍ତ୍ର ଅତିଥି ଭାବରେ ସୋନପୁର ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର ଜ଼ିଲ୍ଲା ସଭାପତି ଯୋଗେନ୍ଦ୍ର ଭୋଇ ଯୋଗଦେଇଥିବା ବେଳେ ବଲାଙ୍ଗିର ଜ଼ିଲ୍ଲା ର ବ୍ଲକ ସ୍ତରୀୟ, ପଂଚାୟତ ସ୍ତରୀୟ ସମସ୍ତ  କାର୍ଯ୍ୟକାରୀ ସଦସ୍ୟ, କର୍ମକର୍ତ୍ତା ଯୋଗ ଦେଇଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ଗାନ୍ଧି ଓ ଶାସ୍ତ୍ରୀ ଙ୍କ ଜୟନ୍ତୀ ପାଳିତ   02-Oct-2026
  ଜିଲ୍ଲା  
ଜନତାଙ୍କ ସହ ସମ୍ପର୍କ, ଜନତାଙ୍କ ପାଇଁ ସେବା — ଏହି ମନ୍ତ୍ରକୁ ନେଇ ଆଗକୁ ବଢ଼ୁଛି ଜନସମ୍ପର୍କ ଅଭିଯାନ।   02-Oct-2026
  ଜିଲ୍ଲା  
ଗାନ୍ଧୀ ଜୟନ୍ତୀରେ ଅସହାୟ ପିଲାଙ୍କ ପାଇଁ ସହାୟତାର ହାତ ୩୬ ଜଣ ଶିଶୁଙ୍କୁ ଉପହାର ବାକ୍ସ ପ୍ରଦାନ; ବାଲ୍ୟବିବାହ ଓ ଶିଶୁଶ୍ରମ ରୋକିବାକୁ ଶପଥ   02-Oct-2026
  ଜିଲ୍ଲା  
*ସାହାଣୀ କପ୍ ଫୁଟବଲ୍ ରେ ସନସ୍କୃତିକ କାର୍ଯ୍ଯ କ୍ରମ*- *ଖେଳାଳି ଓ ଦର୍ଶକ ଙ୍କ ମନ ମୋହିଲା ଗୀତ ନାଚ*   02-Oct-2026
  ଜିଲ୍ଲା  
ନର୍ଲା ଥାନା ଠାରେ ଗାନ୍ଧୀ ଜୟନ୍ତୀ ପାଳନ,ଓ ସଫେଇ କାର୍ଯକ୍ରମ   02-Oct-2026
  ଜିଲ୍ଲା  
ହରିଶ୍ଚନ୍ଦ୍ର ନାୟକଙ୍କ ଅଵସର କାଳୀନ ସମ୍ବର୍ଦ୍ଧନା ସଭା:ଜଣେ ନିଷ୍ଠାପର କର୍ମଚାରୀ ଭାବେ ସବୁଦିନେ ମନେ ରହିବେ-ଅଧ୍ୟକ୍ଷ   02-Oct-2026
  ଜିଲ୍ଲା  
ଏସୟୁସିଆଇ ( କମ୍ୟୁନିଷ୍ଟ) ପକ୍ଷରୁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେସ କୁମାର ଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ   02-Oct-2026
  ଜିଲ୍ଲା  
ଗାନ୍ଧୀ ଜୟନ୍ତୀରେ ‘ଗ୍ରୀନ୍ ଟିଟିଲାଗଡ଼ କ୍ଲିନ୍ ଟିଟିଲାଗଡ଼’ ଅଭିଯାନ - ବିଧାୟକ କରାଇଲେ ସ୍ଵଚ୍ଚତାକୁ ନେଇ ଶପଥ ପାଠ   02-Oct-2026
  ଜିଲ୍ଲା  
ଟିଟିଲାଗଡ ଉପଖଣ୍ଡ ପ୍ରଶାସନ ଓ ପୌର ପରିଷଦ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ    02-Oct-2026
  ଜିଲ୍ଲା  
କଟକ ସଦର ବ୍ଲକ କଂଗ୍ରେସ କମିଟି ତରଫରୁ ମହାତ୍ମା ଗାନ୍ଧୀ ଓ ଲାଲ୍ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳିତ   02-Oct-2026
  ଜିଲ୍ଲା  
ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟ ଠାରେ ଜାତୀୟ ସ୍ବେଚ୍ଛା କୃତ ରକ୍ତ ଦାନ ଶିବିର ଓ ସଚେତନତା ସଭା ଅନୁଷ୍ଟିତ   02-Oct-2026
  ଜିଲ୍ଲା  
ଡାବୁଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଅନ୍ତର୍ଜାତୀୟ ବୟସ୍କ ବ୍ୟକ୍ତି ଦିବସ ଓ ସ୍ବଚ୍ଛତା ହିଁ ସେବା ୨୦୨୬ କାର୍ଯ୍ୟକ୍ରମର ସଫଳତା ଉପରେ ପ୍ରଶ୍ନବାଚୀ?   02-Oct-2026

You Might Also Like