-+91-9937148622 |
prerana_bgr@rediffmail.com |
Saturday 4th July 2026 |
R.N.I. Regd No. ODIODI/2010/46693
Breaking News
23-Jul-2023
ବଲାଙ୍ଗିର (ଦେବାଶିଷ ବହିଦାର ): ପୁଇଁତଳା ବ୍ଳକ କୁର୍ଲୁ ପାଲି ଗାଁ ର ସ୍ଵର୍ଗତ ଶିବ ପ୍ରସାଦ ସାହୁ ଙ୍କ ପତ୍ନୀ ବସୁମତୀ ସାହୁ (୭୯) ଙ୍କ ଶୁକ୍ରବାର ପରଲୋକ ହୋଇଯାଇଛି l ବଲାଙ୍ଗିର ଜିଲ୍ଲା ତୈଳିକ ବୈଶ୍ୟ ସାମାଜ ସଭାପତି ତଥା ଜିଲ୍ଲା କଂଗ୍ରେସ ଲିଗାଲ ସଭାପତି ଉମାକାନ୍ତ ସାହୁ ବସୁମତୀ ସାହୁ ଙ୍କ ବଡ ପୁଅ ଅଟନ୍ତି l ଶେଷ ସମୟରେ ବଡ ପୁଅ ଉମାକାନ୍ତ , ସାନ ପୁଅ ସୁଶାନ୍ତ , ଝିଅ ,ଜ୍ୱାଇଁ , ନାତି ନାତୁଣୀ ତଥା ପରିବାର ବର୍ଗ ଉପସ୍ଥିତ ଥିଲେ l ବଡ ପୁଅ ଉମାକାନ୍ତ ମୁଖାଗ୍ନି ଦେଉଥିଲେ l