-+91-9937148622 |
prerana_bgr@rediffmail.com |
Saturday 26th September 2026 |
R.N.I. Regd No. ODIODI/2010/46693
Breaking News
15-Jul-2023
ବଲାଙ୍ଗୀର(ଦେବାଶିଷ ବହିଦାର ): ବଲାଙ୍ଗୀର ରାମ ଗୋପାଳ ହିନ୍ଦୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ରାଧାରାଣୀ ପଡ଼ା ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ " ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ " ଅନୁଷ୍ଠିତ ହୋଇ ଯାଇଛି , ସ୍ଥାନୀୟ ଡି. ଆଇ. ଇ. ଟି ପ୍ରିନ୍ସିପାଲ ଶ୍ରୀ ଜ୍ଞାନେଦ୍ର ମଲ୍ଲିକ ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯକ୍ରମ ରେ ପ୍ରଶିକ୍ଷକ ପ୍ରଶାନ୍ତ କୁମାର ନିଖଣ୍ଡିଆ, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ନାୟକ, ପିରାମଲ୍ ଫାଉଣ୍ଡେସନ ତରଫରୁ ଫର୍ମାନ ଖାନ୍ ପ୍ରମୁଖ ଯୋଗଦାନ କରିଥିଲେ, ସି. ଆର୍. ସି. ସି ଗିରିଶ ରାମ ବେହେରା ସଭାକାର୍ଯ୍ୟ ପରିଚାଳନା କରି ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ , ମାଗଣା ପୋଷାକ ବଣ୍ଟନ, Udise+, ସ୍କୁଲ ଡାଇରୀ, ମୁଖ୍ୟ ମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଭୁତି ବିଷୟ ଉପର ବିଶଦ ଆଲୋଚା କରିଥିଲେ, ଶେଷରେ ବରିଷ୍ଠ ଶିକ୍ଷୟତ୍ରୀ ମାଧବିକା ଚାଟାର୍ଜୀ ଧନ୍ୟବାଦ୍ ଅର୍ପଣ କରିଥିଲେ