-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
11-Dec-2020
ସମ୍ବଲପୁର,(ସଞ୍ଜିବ ପାଣିଗ୍ରାହୀ ଙ୍କ ରିପୋର୍ଟ): ଆସନ୍ତା ରବିବାର ସକାଳ ଘ.୧୦ ଟା ୩୦ ମି. ସମୟରେ ସ୍ଥାନୀୟ କଚେରି ଛକ ଠାରେ ସମ୍ବଲପୁର ର ଅଗ୍ରଣୀ ଚିତ୍ରକଳା ଅନୁଷ୍ଠାନ କଳା ଓ କଳାକାର ପକ୍ଷରୁ ଏକ ଚିତ୍ରକଳା କର୍ମଶାଳା ଅନୁଷ୍ଠିତ ହେବ l ଏହି କର୍ମଶାଳା ଅନୁଷ୍ଠାନ ର ୩୦ ରୁ ଉର୍ଧ୍ୟ ନବୀନ ପ୍ରବୀଣ ଚିତ୍ରଶିଳ୍ପୀ ଅଂଶ ଗ୍ରହଣ କରିବେ କଳା ଓ କଳାକାର ଅନୁଷ୍ଠାନ ପକ୍ଷର ସୂଚନା ଦିଆଯାଇଛି l