-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||     

HOME   ଜିଲ୍ଲା

ବରଗଡ଼ ରେ ଇଦ୍ ଉଲ୍ ଅଜହା ମହାସମାରୋହ ରେ ପାଳିତ

29-Jun-2023



ବରଗଡ(ନିରଞ୍ଜନ ତ୍ରିପାଠୀ)ମୁସଲିମ ସମାଜ ପକ୍ଷରୁ ତ୍ୟାଗ ଏବଂ ବଳିଦାନର ପବିତ୍ର ପର୍ବ ‘ବକ୍ରା ଇଦ୍’ ବା 'ଇଦ୍ ଉଲ ଅଜହା' ଅତି ଉତ୍ସାହର ସହିତ ପାଳନ କରାଯାଇଛି । ଏହି ଅବସରରେ ସ୍ଥାନୀୟ ଡେମ କଲୋନୀ ସ୍ଥିତ ଇଡଗାହ ରେ ବରଗଡର ସୁନ୍ନି ବରେଲବୀ ଜାମା ମସଜିଦ ଇମାମ ମୋୖଲାନା ସମସୁଦ୍ଦିନ ରିଜବୀଙ୍କ ଅଧ୍ୟକ୍ଷତାରେ ଶତାଧିକ ମୁସଲିମ ଭାଇମାନେ ସାମୁହିକ ନମାଜ ପାଠ କରି ଥିଲେ । ପରେ ସମସ୍ତେ ବିଶ୍ୱ ଶାନ୍ତି ପାଇଁ ପ୍ରାର୍ଥନା କରିଥିଲେ । ଇସଲାମ ଧର୍ମ ଅନୁଯାୟୀ ହଜରତ୍ ଇବ୍ରାହିମ ଆଲ୍ଲାଙ୍କ ଉଦ୍ଦେଶ୍ୟରେ ନିଜ ପୁଅ ହଜରତ ଇସମାଇଲଙ୍କୁ ବଳି ଦେବାକୁ ଯାଇଥିଲେ ।କିନ୍ତୁ ଆଲ୍ଲା ଇବ୍ରାହିମଙ୍କ ନିଷ୍ଠା ଦେଖି ତାଙ୍କ ଉପରେ ଖୁସି ହୋଇଯାଇଥିଲେ ଓ ପୁଅର ଜୀବନ ରକ୍ଷା କରିଥିଲେ । ତେବେଠାରୁ ଇବ୍ରାହିମଙ୍କ ମହାନ ତ୍ୟାଗ ଓ ନିଷ୍ଠାକୁ ମନେ ପକାଇ ପ୍ରତିବର୍ଷ ଏହି ପର୍ବ ପାଳନ କରାଯାଏ । ଏହି ପରିପେକ୍ଷୀ ରେ ନମାଜ ପାଠ ପରେ ବରଗଡ଼ ରେ ମୁସଲିମ ଭାଇ ମାନେ ନିଜ ନିଜ ଘରେ ଛେଳି ଉତ୍ସର୍ଗୀକୃତ କରି ଥିଲେ।  ଏହି ଅବସରରେ ନୂରି ମସଜିଦ୍ ଇମାମ ତନଜିଲ ଅହମ୍ମଦ, ଜାମା ମସଜିଦ ସଦର ଶେଖ ଅସଗର, ସମ୍ପାଦକ ଏମଡି ନିଜାମ, ଏମଡି ଆସ୍କାଲାନି, ସେଖ ନଜିମୁଦ୍ଦିନ, ସେଖ ନସିମୁଦ୍ଦିନ, ସେଖ ସବଦର, ଏମଡି ଆସ୍କାଲାନି, ଏମଡି ବବଲୁ ଙ୍କ ପରିଚାଳନା ରେ ଏମଡି ସଲିମ, ନାସିର ଖାନ, ଏମଡି ଅସଲମ, ଏମଡି ଇଲିୟାସ, ଗୁଲାମ ଗୌସ, ଏମ.ଡି ଖାଲିଦ ଏହି କାର୍ଯ୍ୟରେ ଏମଡି ବାବଲି, ଏମଡି ମୁସ୍ତାକିମ, ନାସିର ଖାନ, ଜିଆ ଉଲ ହକ, ଏମଡି ଆଲାଉଦ୍ଦିନ ସହଯୋଗ କରିଥିଲେ।  ଏହି ଅବସରରେ ପୋଲିସ ପ୍ରଶାସନ ପକ୍ଷରୁ ଟାଉନ ଥାନାଧିକାରୀ ସତ୍ୟଜିତ୍ କାଣ୍ଡେଲକ ଉପସ୍ଥିତ ରହି ସମସ୍ତଙ୍କୁ ଇଦ୍ ଶୁଭେଚ୍ଛା ଜଣାଇଥିଲେ ।

*ବରଗଡ଼ ଜିଲ୍ଲାରୁ xବରଗଡ଼ ରେ ଇଦ୍ ଉଲ୍ ଅଜହା ମହାସମାରୋହ ରେ ପାଳିତ 
ବରଗଡ:- ମୁସଲିମ ସମାଜ ପକ୍ଷରୁ ତ୍ୟାଗ ଏବଂ ବଳିଦାନର ପବିତ୍ର ପର୍ବ ‘ବକ୍ରା ଇଦ୍’ ବା 'ଇଦ୍ ଉଲ ଅଜହା' ଅତି ଉତ୍ସାହର ସହିତ ପାଳନ କରାଯାଇଛି । ଏହି ଅବସରରେ ସ୍ଥାନୀୟ ଡେମ କଲୋନୀ ସ୍ଥିତ ଇଡଗାହ ରେ ବରଗଡର ସୁନ୍ନି ବରେଲବୀ ଜାମା ମସଜିଦ ଇମାମ ମୋୖଲାନା ସମସୁଦ୍ଦିନ ରିଜବୀଙ୍କ ଅଧ୍ୟକ୍ଷତାରେ ଶତାଧିକ ମୁସଲିମ ଭାଇମାନେ ସାମୁହିକ ନମାଜ ପାଠ କରି ଥିଲେ । ପରେ ସମସ୍ତେ ବିଶ୍ୱ ଶାନ୍ତି ପାଇଁ ପ୍ରାର୍ଥନା କରିଥିଲେ । ଇସଲାମ ଧର୍ମ ଅନୁଯାୟୀ ହଜରତ୍ ଇବ୍ରାହିମ ଆଲ୍ଲାଙ୍କ ଉଦ୍ଦେଶ୍ୟରେ ନିଜ ପୁଅ ହଜରତ ଇସମାଇଲଙ୍କୁ ବଳି ଦେବାକୁ ଯାଇଥିଲେ ।କିନ୍ତୁ ଆଲ୍ଲା ଇବ୍ରାହିମଙ୍କ ନିଷ୍ଠା ଦେଖି ତାଙ୍କ ଉପରେ ଖୁସି ହୋଇଯାଇଥିଲେ ଓ ପୁଅର ଜୀବନ ରକ୍ଷା କରିଥିଲେ । ତେବେଠାରୁ ଇବ୍ରାହିମଙ୍କ ମହାନ ତ୍ୟାଗ ଓ ନିଷ୍ଠାକୁ ମନେ ପକାଇ ପ୍ରତିବର୍ଷ ଏହି ପର୍ବ ପାଳନ କରାଯାଏ । ଏହି ପରିପେକ୍ଷୀ ରେ ନମାଜ ପାଠ ପରେ ବରଗଡ଼ ରେ ମୁସଲିମ ଭାଇ ମାନେ ନିଜ ନିଜ ଘରେ ଛେଳି ଉତ୍ସର୍ଗୀକୃତ କରି ଥିଲେ।  ଏହି ଅବସରରେ ନୂରି ମସଜିଦ୍ ଇମାମ ତନଜିଲ ଅହମ୍ମଦ, ଜାମା ମସଜିଦ ସଦର ଶେଖ ଅସଗର, ସମ୍ପାଦକ ଏମଡି ନିଜାମ, ଏମଡି ଆସ୍କାଲାନି, ସେଖ ନଜିମୁଦ୍ଦିନ, ସେଖ ନସିମୁଦ୍ଦିନ, ସେଖ ସବଦର, ଏମଡି ଆସ୍କାଲାନି, ଏମଡି ବବଲୁ ଙ୍କ ପରିଚାଳନା ରେ ଏମଡି ସଲିମ, ନାସିର ଖାନ, ଏମଡି ଅସଲମ, ଏମଡି ଇଲିୟାସ, ଗୁଲାମ ଗୌସ, ଏମ.ଡି ଖାଲିଦ ଏହି କାର୍ଯ୍ୟରେ ଏମଡି ବାବଲି, ଏମଡି ମୁସ୍ତାକିମ, ନାସିର ଖାନ, ଜିଆ ଉଲ ହକ, ଏମଡି ଆଲାଉଦ୍ଦିନ ସହଯୋଗ କରିଥିଲେ।  ଏହି ଅବସରରେ ପୋଲିସ ପ୍ରଶାସନ ପକ୍ଷରୁ ଟାଉନ ଥାନାଧିକାରୀ ସତ୍ୟଜିତ୍ କାଣ୍ଡେଲକ ଉପସ୍ଥିତ ରହି ସମସ୍ତଙ୍କୁ ଇଦ୍ ଶୁଭେଚ୍ଛା ଜଣାଇଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026
  ଜିଲ୍ଲା  
ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   23-Sep-2026
  ଜିଲ୍ଲା  
ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   23-Sep-2026
  ଜିଲ୍ଲା  
ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   23-Sep-2026

You Might Also Like