-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
29-Jun-2023
ତୁଷୁରା/ ସାମ୍ବାଦିକଙ୍କ ହସ୍ତକ୍ଷେପ ପରେ ତୁଷୁରା ପ୍ରାଣୀ ଚିକିତ୍ସାଧିକାରୀଣୀ ଜଣେ ଚାଷୀଙ୍କ ଗାଈର ଚିକିତ୍ସା କରିଥିଲେ ।ତୁଷୁରା ସହରର ଜଣେ ଚାଷୀଙ୍କର ଗାଈ ଦୁଇ ଦିନ ଧରି ରୋଗଗ୍ରସ୍ତ ହୋଇ ପଡିଥିବା ଖବରପାଇ ସାମ୍ବାଦିକ ମନୋଜ କୁମାର ଜୈନ ତୁଷୁରା ପ୍ରାଣୀ ଚିକିତ୍ସାଳୟକୁ ପହଞ୍ଚୀବା ସହ ଅଧିକାରିଣୀ ଦୀପୀମୟୀ ବଢେଇଙ୍କୁ ଏନେଇ ଅବଗତ କରାଇଥିଲେ । ଏନେଇ ଶ୍ରୀମତୀ ବଢେଇ କରିଥିଲେ ଯେ,ମୁଁ ଜଣକୁ ପଠାଇଥିଲି, ସେ ଏବେ ପର୍ଯ୍ୟନ୍ତ ଯାଇ ନାହିଁକି ବୋଲି କହିବା ସହ ମୁଁନିଜେ ଯାଇ ଚିକିତ୍ସା କରିବି କହି ତୁରନ୍ତ ଯାଇଥିଲେ । ଚିକିତ୍ସା ଯୋଗୁଁ ଗାଈର ଜୀବନ ବଞ୍ଚି ଯାଇଥିବାରୁ ସାମ୍ବାଦିକଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ ।