-+91-9937148622 |
prerana_bgr@rediffmail.com |
Saturday 14th March 2026 |
R.N.I. Regd No. ODIODI/2010/46693
Breaking News
24-Jun-2023
କର୍ଲାମୁଣ୍ଡା:(ପ୍ରଦୀପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ସ୍ଥିତ ସରସ୍ବତୀ ଶିଶୁବିଦ୍ୟା ମନ୍ଦିର ର ଦୁଇ ଜଣ ଛାତ୍ରୀ ଛତ୍ର ନବୋଦୟ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ନବୋଦୟରେ ପଢିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି l ସେମାନେ ହେଲେ ସୁବ୍ରତ ନାଗ ଓ ଜୋତିକା ମାଝୀ l ସୁବ୍ରତ ତେରେସିଙ୍ଗା ନିବାସୀ ରୁଣ୍ଡୁ ନାଗ ଙ୍କ ପୁତ୍ର ହୋଇଥିବା ବେଳେ ଜୋତିକା କଂସିଲ ଗ୍ରାମର ସୁରେନ୍ଦ୍ର ମାଝୀ ଙ୍କ କନ୍ୟା ଅଟନ୍ତି l ତାଙ୍କର ଏହି ସଫଳତା ପାଇଁ ଶିଶୁ ମନ୍ଦିର ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି l